ପୂରଣବାଚକ ସଂଖ୍ୟା
Jump to navigation
Jump to search
- ପ୍ରଥମ: ୧ମ
- ଦ୍ୱିତୀୟ: ୨ୟ
- ତୃତୀୟ: ୩ୟ
- ଚତୁର୍ଥ: ୪ର୍ଥ
- ପଞ୍ଚମ: ୫ମ
- ଷଷ୍ଠ: ୬ଷ୍ଠ
- ସପ୍ତମ: ୭ମ
- ଅଷ୍ଠମ: ୮ମ
- ନବମ: ୯ମ
- ଦଶମ: ୧୦ମ
- ଏକାଦଶ: ୧୧ଶ
- ଦ୍ୱାଦଶ: ୧୨ଶ
- ତ୍ରୟୋଦଶ: ୧୩ଶ
- ଚତୁର୍ଦ୍ଦଶ: ୧୪ଶ
- ପଞ୍ଚଦଶ: ୧୫ଶ
- ଷୋଡ଼ଶ: ୧୬ଶ
- ସପ୍ତଦଶ: ୧୭ଶ
- ଅଷ୍ଟାଦଶ: ୧୮ଶ
- ନବଦଶ/ ଉନବିଂଶ: ୧୯ଶ
- ବିଂଶ: ୨୦ଶ
- ଏକବିଂଶ: ୨୧ଶ
- ଦ୍ୱାବିଂଶ: ୨୨ଶ
- ତ୍ରୟୋବିଂଶ: ୨୩ଶ
- ଚତୁର୍ବିଂଶ: ୨୪ଶ
- ପଞ୍ଚବିଂଶ: ୨୫ଶ
- ଷଡ଼ବିଂଶ: ୨୬ଶ
- ସପ୍ତବିଂଶ: ୨୭ଶ
- ଅଷ୍ଟାବିଂଶ: ୨୮ଶ
- ନବବିଂଶ/ ଉନତ୍ରିଂଶ: ୨୯ଶ
- ତ୍ରିଂଶ: ୩୦ଶ
- ଚତ୍ୱାରିଂଶ: ୪୦ଶ
- ପଞ୍ଚାଶତ୍ତମ: ୫୦ତମ
- ଷଷ୍ଠିତମ: ୬୦ତମ
- ସପ୍ତତିତମ: ୭୦ତମ
- ଅଶୀତିତମ: ୮୦ତମ
- ନବତିତମ: ୯୦ତମ
- ଶତତମ: ୧୦୦ତମ