ପୂର୍ଣ୍ଣଚନ୍ଦ୍ର ବିଡିକା
ପୂର୍ଣ୍ଣଚନ୍ଦ୍ର ବିଡିକା | |
---|---|
ଜନ୍ମ | |
ଜାତୀୟତା | ![]() |
ଜଣାଶୁଣା | ଆଥଲେଟିକ୍ସ |
ଜୀବନସାଥୀ | ମାଣିକ ବିଡିକା |
ପିତାମାତା | ବିଶ୍ୱମ୍ବର ବିଡିକା ଜମାଣି ବିଡିକା |
ପୂର୍ଣ୍ଣଚନ୍ଦ୍ର ବିଡିକା (ଜନ୍ମ- ୪ ଏପ୍ରିଲ୍ ୧୯୫୭ ମସିହା) ଜଣେ ଓଡ଼ିଆ ଆଥଲେଟିକ୍ସ (ଶକ୍ତି ଉତ୍ତୋଳକ) ଅଟନ୍ତି । ଆମେରିକାର କିଲୋନ୍ ଟେକ୍ସାସ୍ରେ ଅନୁଷ୍ଠିତ ବିଶ୍ୱ ଶକ୍ତି ଉତ୍ତୋଳକ ଚମ୍ପିଅନ୍ସିପ-୨୦୦୬ରେ ଭାଗ ନେଇ ସେ ଚାରୋଟି ସ୍ୱର୍ଣ୍ଣପଦକ ହାସଲ କରିଥିଲେ[୧] ।
ସଂକ୍ଷିପ୍ତ ଜୀବନୀ[ସମ୍ପାଦନା]
୪ ଏପ୍ରିଲ୍ ୧୯୫୭ରେ ଓଡ଼ିଶାର ରାୟଗଡ଼ା ସହରରେ ସେ ଜନ୍ମ ଗ୍ରହଣ କରିଥିଲେ । ପିତା ବିଶ୍ୱମ୍ବର ବିଡିକା ଓ ମାତା ଜମାଣି ବିଡିକା ଆଦିବାସୀ ପରିବାରର ଅଟନ୍ତି । ରାୟଗଡା ନିକଟସ୍ଥ କେରେଡାରେ ଏକ ବ୍ୟାଙ୍କରେ ଜଣେ ମେସେଞ୍ଜର୍ ଭାବେ ସେ ଜୀବିକା ନିର୍ବାହ କରୁଥିଲେ । ଦାରିଦ୍ର୍ୟତା ଓ ଅନିୟମିତ ତାଲିମ ସତ୍ତ୍ୱେ ନିଜ ପରିଶ୍ରମ ବଳରେ ସେ ଅନେକ ପଦକ ହାସଲ କରିପାରିଛନ୍ତି [୨][୩] ।
କ୍ୟାରିଅର[ସମ୍ପାଦନା]
ମଙ୍ଗୋଲିଆରେ ଅନୁଷ୍ଠିତ ଏସିଆନ୍ ଶକ୍ତିଉତ୍ତୋଳନ ଚମ୍ପିଅନ୍ସିପ୍-୨୦୧୦ରେ ଭାଗ ନେଇ ବିଡିକା ୫୬ କି.ଗ୍ରା ଶକ୍ତି ଉତ୍ତୋଳନ ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।[୪][୫]
ପୁରସ୍କାର ଓ ସମ୍ମାନ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ "thehindu"News dated 26-01-2008
- ↑ "orisports"
- ↑ "newindianexpress"News dated ୧୬-୧୧-୧୦୧୦
- ↑ "thehindu"News dated 06-05-2010
- ↑ "Orissa Governor hails power-lifter"orissadiary
- ↑ "Mondei Samman for Raghunath Panigrahi". The New Indian Express. Retrieved 2 April 2015.
- ↑ "mondei-2011"
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |