Jump to content

ପୂର୍ଣ୍ଣଚନ୍ଦ୍ର ବିଡିକା

ଉଇକିପିଡ଼ିଆ‌ରୁ
ପୂର୍ଣ୍ଣଚନ୍ଦ୍ର ବିଡିକା
ଜନ୍ମ (1957-04-04) ୪ ଅପ୍ରେଲ ୧୯୫୭ (ବୟସ ୬୭)
ଜାତୀୟତା ଭାରତୀୟ
ପ୍ରସିଦ୍ଧିଆଥଲେଟିକ୍ସ
ବୈବାହିକ-ସାଥୀମାଣିକ ବିଡିକା
ପିତାମାତାବିଶ୍ୱମ୍ବର ବିଡିକା
ଜମାଣି ବିଡିକା

ପୂର୍ଣ୍ଣଚନ୍ଦ୍ର ବିଡିକା (ଜନ୍ମ- ୪ ଏପ୍ରିଲ୍ ୧୯୫୭ ମସିହା) ଜଣେ ଓଡ଼ିଆ ଆଥଲେଟିକ୍ସ (ଶକ୍ତି ଉତ୍ତୋଳକ) ଅଟନ୍ତି । ଆମେରିକାର କିଲୋନ୍ ଟେକ୍‌ସାସ୍‌ରେ ଅନୁଷ୍ଠିତ ବିଶ୍ୱ ଶକ୍ତି ଉତ୍ତୋଳକ ଚମ୍ପିଅନ୍‌ସିପ-୨୦୦୬ରେ ଭାଗ ନେଇ ସେ ଚାରୋଟି ସ୍ୱର୍ଣ୍ଣପଦକ ହାସଲ କରିଥିଲେ[]

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

୪ ଏପ୍ରିଲ୍ ୧୯୫୭ରେ ଓଡ଼ିଶାର ରାୟଗଡ଼ା ସହରରେ ସେ ଜନ୍ମ ଗ୍ରହଣ କରିଥିଲେ । ପିତା ବିଶ୍ୱମ୍ବର ବିଡିକା ଓ ମାତା ଜମାଣି ବିଡିକା ଆଦିବାସୀ ପରିବାରର ଅଟନ୍ତି । ରାୟଗଡା ନିକଟସ୍ଥ କେରେଡାରେ ଏକ ବ୍ୟାଙ୍କରେ ଜଣେ ମେସେଞ୍ଜର୍ ଭାବେ ସେ ଜୀବିକା ନିର୍ବାହ କରୁଥିଲେ । ଦାରିଦ୍ର୍ୟତା ଓ ଅନିୟମିତ ତାଲିମ ସତ୍ତ୍ୱେ ନିଜ ପରିଶ୍ରମ ବଳରେ ସେ ଅନେକ ପଦକ ହାସଲ କରିପାରିଛନ୍ତି [][]

କ୍ୟାରିଅର

[ସମ୍ପାଦନା]

ମଙ୍ଗୋଲିଆରେ ଅନୁଷ୍ଠିତ ଏସିଆନ୍‌ ଶକ୍ତିଉତ୍ତୋଳନ ଚମ୍ପିଅନ୍‌ସିପ୍-୨୦୧୦ରେ ଭାଗ ନେଇ ବିଡିକା ୫୬ କି.ଗ୍ରା ଶକ୍ତି ଉତ୍ତୋଳନ ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।[][]

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  • ମଣ୍ଡେଇ ସମ୍ମାନ, ୨୦୧୧[][]
  1. "thehindu"News dated 26-01-2008
  2. "orisports"
  3. "newindianexpress" Archived 2015-04-13 at the Wayback Machine.News dated ୧୬-୧୧-୧୦୧୦
  4. "thehindu"News dated 06-05-2010
  5. "Orissa Governor hails power-lifter" Archived 2015-04-07 at the Wayback Machine.orissadiary
  6. "Mondei Samman for Raghunath Panigrahi". The New Indian Express. Archived from the original on 13 April 2015. Retrieved 2 April 2015.
  7. ""mondei-2011"". Archived from the original on 2015-04-07. Retrieved 2015-04-03.