ପୂରଣବାଚକ ସଂଖ୍ୟା

ଉଇକିପିଡ଼ିଆ‌ରୁ
(Ordinal numberରୁ ଲେଉଟି ଆସିଛି)
 
◌ମ
 
ପୂରଣବାଚକ ସୂଚକ ଅକ୍ଷର (ଦକ୍ଷିଣ)
ବିରାମ ଚିହ୍ନ
ଆପୋଷ୍ଟ୍ରୋପ ( ’ ' )
ବନ୍ଧନୀସମୂହ ( [ ], ( ), { }, ⟨ ⟩ )
କଲୋନ ( : )
କମା ( , )
ଡ୍ୟାସ ( , –, —, ― )
ଏଲିପସିସ ( …, ..., . . . )
ଆଶ୍ଚର୍ଯ୍ୟବାଚକ ଚିହ୍ନ ( ! )
ପୂର୍ଣ୍ଣଚ୍ଛେଦ ( )
ଫୁଲଷ୍ଟପ/ପିରିଅଡ଼ ( . )
ଗିଲିମେଟ ( « » )
ହାଇଫେନ ( )
ହାଇଫେନ-ବିଯୁକ୍ତ ଚିହ୍ନ ( - )
ପ୍ରଶ୍ନ ଚିହ୍ନ ( ? )
ଉଦ୍ଧୃତି ଚିହ୍ନ ( ‘ ’, “ ” )
ଅଧା ଉଦ୍ଧୃତି ଚିହ୍ନ ( ; )
ସ୍ଲାସ/ଷ୍ଟ୍ରୋକ ( / )
ସଲିଡସ ( )
ଶବ୍ଦ ଭାଜକ
ଖାଲି‌‌ ଜାଗା ( ) ( ) ( ) (␠) (␢) (␣)
ମଝି ବିରାମ ( · )
ସାଧାରଣ ଅକ୍ଷର କଳା
ଆମ୍ପରସାଣ୍ଡ ( & )
ଆଟ୍ ଚିହ୍ନ ( @ )
ଆଷ୍ଟରିସ୍କ ( * )
ପଛସ୍ଲାସ ( \ )
ବିନ୍ଦୁ ( )
କ୍ୟାରେଟ ( ^ )
ସତ୍ଵାଧିକାର ଚିହ୍ନ ( © )
ଡାଗର ( †, ‡ )
ଡିଗ୍ରି ( ° )
ଡିଟୋ ଚିହ୍ନ ( )
ଓଲଟା ବିସ୍ମୟସୂଚକ ଚିହ୍ନ ( ¡ )
ଓଲଟା ପ୍ରଶ୍ନ ଚିହ୍ନ ( ¿ )
ସଂଖ୍ୟା ଚିହ୍ନ/ପାଉଣ୍ଡ/ହାସ ( # )
ନ୍ୟୁମେରୋ ଚିହ୍ନ ( )
ଅବେଲସ ( ÷ )
ପୂରଣବାଚକ ସଂଖ୍ୟା ( º, ª )
ଶତକଡ଼ା ଚିହ୍ନ ( %, ‰, )
ପିଲକ୍ରୋ ( )
ମୌଳିକ ସଂଖ୍ୟା ( ′, ″, ‴ )
ସତ୍ଵାଧିକାର ଚିହ୍ନ ( ® )
ବିଭାଗ ଚିହ୍ନ ( § )
ସର୍ଭିସ ମାର୍କ ( )
ଧ୍ଵନି ରେକର୍ଡ଼ିଙ୍ଗ ସତ୍ଵାଧିକାର ( )
ଟିଲ୍ଡ ( ~ )
ଟ୍ରେଡ଼ମାର୍କ ( )
ଅଣ୍ଡରସ୍କୋର/ଅଣ୍ଡରଷ୍ଟ୍ରାଇକ ( _ )
ଭୂଲମ୍ବ ରୁହ/ଭଙ୍ଗା ରୁହ, ପାଇପ ( ¦, | )
ମୁଦ୍ରା
ମୁଦ୍ରା (ବର୍ଗୀୟ) ( ¤ )
ମୁଦ୍ରା ନିର୍ଦ୍ଦିଷ୍ଟ
( ฿ ¢ $ ƒ £ ¥ )
ଅସାଧାରଣ ଅକ୍ଷର କଳା
ଆଷ୍ଟେରିଜମ ( )
ଟି ( )
ଅପ ଟ୍ରାକ ( )
ସୂଚକ/ପ୍ରଥମା ( )
ଅତଏବ ଚିହ୍ନ ( )
ଇଣ୍ଟେରୋବାଙ୍ଗ ( )
ଥଟ୍ଟା ପରିହାସ ବିରାମ ଚିହ୍ନ ( )
ଲୋଜିଙ୍ଗି ( )
ଆଧାର ଚିହ୍ନ ( )
ଟାଇ ( )
ସମ୍ବନ୍ଧିତ
ବିଶେଷକ ଚିହ୍ନ
ଖାଲିସ୍ଥାନରେ ଥିବା ଅକ୍ଷର
ଅଣ-ଇଂରାଜୀ ଉଦ୍ଧୃତି ଶୈଳି ( « », „ ” )

  • ପ୍ରଥମ: ୧ମ
  • ଦ୍ୱିତୀୟ: ୨ୟ
  • ତୃତୀୟ: ୩ୟ
  • ଚତୁର୍ଥ: ୪ର୍ଥ
  • ପଞ୍ଚମ: ୫ମ
  • ଷଷ୍ଠ: ୬ଷ୍ଠ
  • ସପ୍ତମ: ୭ମ
  • ଅଷ୍ଠମ: ୮ମ
  • ନବମ: ୯ମ
  • ଦଶମ: ୧୦ମ
  • ଏକାଦଶ: ୧୧ଶ
  • ଦ୍ୱାଦଶ: ୧୨ଶ
  • ତ୍ରୟୋଦଶ: ୧୩ଶ
  • ଚତୁର୍ଦ୍ଦଶ: ୧୪ଶ
  • ପଞ୍ଚଦଶ: ୧୫ଶ
  • ଷୋଡ଼ଶ: ୧୬ଶ
  • ସପ୍ତଦଶ: ୧୭ଶ
  • ଅଷ୍ଟାଦଶ: ୧୮ଶ
  • ନବଦଶ/ ଉନବିଂଶ: ୧୯ଶ
  • ବିଂଶ: ୨୦ଶ
  • ଏକବିଂଶ: ୨୧ଶ
  • ଦ୍ୱାବିଂଶ: ୨୨ଶ
  • ତ୍ରୟୋବିଂଶ: ୨୩ଶ
  • ଚତୁର୍ବିଂଶ: ୨୪ଶ
  • ପଞ୍ଚବିଂଶ: ୨୫ଶ
  • ଷଡ଼ବିଂଶ: ୨୬ଶ
  • ସପ୍ତବିଂଶ: ୨୭ଶ
  • ଅଷ୍ଟାବିଂଶ: ୨୮ଶ
  • ନବବିଂଶ/ ଉନତ୍ରିଂଶ: ୨୯ଶ
  • ତ୍ରିଂଶ: ୩୦ଶ
  • ଚତ୍ୱାରିଂଶ: ୪୦ଶ
  • ପଞ୍ଚାଶତ୍ତମ: ୫୦ତମ
  • ଷଷ୍ଠିତମ: ୬୦ତମ
  • ସପ୍ତତିତମ: ୭୦ତମ
  • ଅଶୀତିତମ: ୮୦ତମ
  • ନବତିତମ: ୯୦ତମ
  • ଶତତମ: ୧୦୦ତମ

ଆଧାର[ସମ୍ପାଦନା]