ପୁରୁଷୋତ୍ତମ ନାଏକ
ଦେଖଣା
ପୁରୁଷୋତ୍ତମ ନାଏକ | |
---|---|
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୭ – ୧୯୮୦ | |
ପୂର୍ବ ଅଧିକାରୀ | ରୁଦ୍ର ମୋହନ ଦାସ |
ପର ଅଧିକାରୀ | କାଙ୍ଗୋଇ ସିଂହ |
ନିର୍ବାଚନ ମଣ୍ଡଳୀ | ବାଙ୍ଗିରିପୋଷି |
ବିଧାୟକ: ୧୨ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୦ – ୨୦୦୪ | |
ପୂର୍ବ ଅଧିକାରୀ | ଅଜେନ ମୁର୍ମୁ |
ପର ଅଧିକାରୀ | ଚୈତନ୍ୟ ପ୍ରସାଦ ମାଝି |
ନିର୍ବାଚନ ମଣ୍ଡଳୀ | ବାଙ୍ଗିରିପୋଷି |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୪ ଜାନୁଆରୀ ୧୯୫୧ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଜନତା ପାର୍ଟି |
ଜୀବନ ସାଥୀ | ପୁଷ୍ପିତା ନାଏକ |
ବାପା/ବୋଉ | ଚିନ୍ତାମଣି ନାଏକ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ପୁରୁଷୋତ୍ତମ ନାଏକ (ଜନ୍ମ: ୪ ଜାନୁଆରୀ ୧୯୫୧) ଜଣେ ଓଡ଼ିଆ ରାଜନୀତିଜ୍ଞ । ପୁରୁଷୋତ୍ତମ ଓଡ଼ିଶା ରାଜନୀତିରେ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଓଡ଼ିଶା ବିଧାନ ସଭାରେ ସେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି । ୧୯୭୭ ଓ ୨୦୦୦ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଙ୍ଗିରିପୋଷି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୭ମ ଓ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ଶିକ୍ଷା ଓ ପରିବାର
[ସମ୍ପାଦନା]ପୁରୁଷୋତ୍ତମ ନାଏକ ୧୯୫୧ ମସିହାର ଜାନୁଆରୀ ମାସ ୪ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ଚିନ୍ତାମଣି ନାଏକ ।[୧] ତାଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍ରୁ କମ ।[୧] ତାଙ୍କ ପତ୍ନୀଙ୍କ ନାମ ପୁଷ୍ପିତା ନାଏକ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ପୁରୁଷୋତ୍ତମ ଓଡ଼ିଶା ରାଜନୀତିରେ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି ।