ପିଣ୍ଡୋଲୋଲ

ଉଇକିପିଡ଼ିଆ‌ରୁ
ପିଣ୍ଡୋଲୋଲ
Skeletal formula of pindolol
Space-filling model of the pindolol molecule
Clinical data
Trade namesVisken, others[୧]
AHFS/Drugs.commonograph
MedlinePlusa684032
Pregnancy
category
  • AU: C
  • US: B (No risk in non-human studies)
Routes of
administration
By mouth, intravenous
Legal status
Legal status
  • ℞ (Prescription only)
Pharmacokinetic data
Bioavailability50% to 95%
MetabolismLiver
Elimination half-life3–4 hours
ExcretionKidney
Identifiers
  • (RS)-1-(1H-indol-4-yloxy)-3-(isopropylamino)propan-2-ol
ECHA InfoCard100.033.501 Edit this at Wikidata
Chemical and physical data
FormulaC14H20N2O2
Molar mass୨୪୮.୩୩ g·mol−1
3D model (JSmol)
  • CC(C)NCC(O)COc2cccc1[nH]ccc12
  • InChI=1S/C14H20N2O2/c1-10(2)16-8-11(17)9-18-14-5-3-4-13-12(14)6-7-15-13/h3-7,10-11,15-17H,8-9H2,1-2H3 ☒N
  • Key:JZQKKSLKJUAGIC-UHFFFAOYSA-N ☒N
  (verify)

Pindolol

ପିଣ୍ଡୋଲୋଲ (ଇଂରାଜୀ ଭାଷାରେ Pindolol), ଅନ୍ୟମାନଙ୍କ ମଧ୍ୟରେ ଭିସକେନ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଆଞ୍ଜାଇନା ଏବଂ ଉଚ୍ଚ ରକ୍ତଚାପ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] [୩] ଉଚ୍ଚ ରକ୍ତଚାପ ପାଇଁ ଏହା କମ ପସନ୍ଦଯୋଗ୍ୟ ଚିକିତ୍ସା ।[୪] ଏହା ପାଟିରେ ଦିଆଯାଏ ।[୨] ରକ୍ତଚାପ ଉପରେ ସର୍ବାଧିକ ପ୍ରଭାବ ଦୁଇ ସପ୍ତାହ ଲାଗିପାରେ ।[୪]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୋଇବା, ମୁଣ୍ଡ ବୁଲାଇବା, ଥକାପଣ, ଫୁଲା, ଗଣ୍ଠି ଯନ୍ତ୍ରଣା ଏବଂ ଗଲୁ ହୋଇପାରେ ।[୪] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫିଲାକ୍‌ସିସ, ବ୍ରୋଙ୍କୋସ୍ପାଜ୍ମ ଏବଂ ହୃଦ୍‌ପାତ ଅନ୍ତର୍ଭୁକ୍ତ ହୋଇପାରେ ।[୪] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର ହୃତ୍‌ପିଣ୍ଡ ଗତି ଧୀର ହୋଇପାରେ ।[୫] ଏହା ଏକ ଅଣ-ମନୋନୀତ ବିଟା ବ୍ଲକର | [୪]

୧୯୮୨ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ପିଣ୍ଡୋଲୋଲ ଅନୁମୋଦିତ ହୋଇଥିଲା ।[୪] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୩] ଯୁକ୍ତରାଜ୍ୟରେ ଏହାର ୫ ମିଗ୍ରା ବିଶିଷ୍ଟ ୧୦୦ ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ୮ ପାଉଣ୍ଡ ଥିଲା ।[୩] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ 40 ଡଲାର ଥିଲା ।[୬]

ଆଧାର[ସମ୍ପାଦନା]

  1. Drugs.com International brand names for pindolol Archived 2017-10-01 at the Wayback Machine. Page accessed Sept 4, 2015
  2. ୨.୦ ୨.୧ "DailyMed - PINDOLOL tablet". dailymed.nlm.nih.gov. Archived from the original on 28 October 2021. Retrieved 28 October 2021.
  3. ୩.୦ ୩.୧ ୩.୨ BNF 81: March-September 2021. BMJ Group and the Pharmaceutical Press. 2021. p. 164. ISBN 978-0857114105.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ "Pindolol Monograph for Professionals". Drugs.com (in ଇଂରାଜୀ). Archived from the original on 7 August 2021. Retrieved 28 October 2021.
  5. "Pindolol (Visken) Use During Pregnancy". Drugs.com (in ଇଂରାଜୀ). Archived from the original on 7 August 2021. Retrieved 28 October 2021.
  6. "Pindolol Prices, Coupons & Savings Tips - GoodRx". GoodRx. Retrieved 28 October 2021.