Jump to content

ପାଲିତାଣା

ଉଇକିପିଡ଼ିଆ‌ରୁ
Palitana
Padliptpur
city
View of Palitana
View of Palitana
ଦେଶ India
ରାଜ୍ୟGujarat
ଜିଲ୍ଲାBhavnagar
Elevation
66 m (217 ft)
Population
 (2011)[୧]
 • Total୬୪,୪୯୭
Time zoneUTC+5:30 (IST)

ପାଲିତାଣା ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଗୁଜରାଟର ‌‌ଭବ୍‌‌ନଗର ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି

[ସମ୍ପାଦନା]

ପାଲିତାଣା ୨୧.୫୨୫୨ ଉତ୍ତର ଅକ୍ଷାଂଶ ଓ ୭୧.୮୨୩୧ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୩୧ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା

[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପାଲିତାଣା ସହରର ମୋଟ ଜନସଂଖ୍ୟା ୫୧୯୩୪ ଅଟେ ।[୩] ସେଥି ମଧ୍ୟରୁ ୫୧.୫୭% ଜଣ ପରୁଷ ହୋଇଥିବା ବେଳେ ୪୮.୪୩% ଜଣ ନାରୀ ଅଟନ୍ତି । ପାଲିତାଣାର ସାକ୍ଷରତା ହାର ୬୪.୨୫% ଅଟେ । ଏହା ଜାତୀୟ ହାରଠାରୁ ୦.୫୯% ପ୍ରତିଶତ କମ ଅଟେ । ସେଥିରୁ ୩୬.୭୮% ପ୍ରତିଶତ ପୁରୁଷ ଓ ୨୭.୪୬% ନାରୀ ଅଟନ୍ତି । ୧୫.୦୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଗୁଜରାଟୀ ପାଲିତାଣାର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ

[ସମ୍ପାଦନା]
  1. "Census of India Search details". censusindia.gov.in. Retrieved 10 May 2015.
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ

[ସମ୍ପାଦନା]