ପାଦ୍ରାଉନା
ଦେଖଣା
Padrauna
पडरौना پڈرونا | |
|---|---|
City | |
| Nickname: PAVA | |
| Country | |
| State | Uttar Pradesh |
| District | Kushinagar district |
| Government | |
| • Type | Democratic |
| • Body | Municipal Board |
| Population (2001) | |
| • Total | ୪୪,୩୫୭ |
| Languages | |
| • Official | Hindi |
| Time zone | UTC+5:30 (IST) |
| PIN | 274304 |
| Telephone code | 05564 |
| Sex ratio | 950 (approx.) ♂/♀ |
| Website | www |
ପାଦ୍ରାଉନା ଏକ ଭାରତୀୟ ପୌର ବୋର୍ଡ଼ ଅଟେ । ଏହା ଉତ୍ତର ପ୍ରଦେଶର କୁଶିନଗର ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ପାଦ୍ରାଉନା ୨୬.୯୦୪୨ ଉତ୍ତର ଅକ୍ଷାଂଶ ଓ ୮୩.୯୮୧୦ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୫୯ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପାଦ୍ରାଉନା ସହରର ମୋଟ ଜନସଂଖ୍ୟା ୪୪୩୫୭ ଅଟେ ।[୨] ସେଥି ମଧ୍ୟରୁ ୫୨.୪୬% ଜଣ ପରୁଷ ହୋଇଥିବା ବେଳେ ୪୭.୫୪% ଜଣ ନାରୀ ଅଟନ୍ତି । ପାଦ୍ରାଉନାର ସାକ୍ଷରତା ହାର ୬୨.୦୩% ଅଟେ । ଏହା ଜାତୀୟ ହାରଠାରୁ ୨.୮୧% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୬.୪୨% ପ୍ରତିଶତ ପୁରୁଷ ଓ ୨୫.୬୧% ନାରୀ ଅଟନ୍ତି । ୧୫.୮୯% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ହିନ୍ଦୀ ପାଦ୍ରାଉନାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.