ପାଦ୍ରାଉନା

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Padrauna
पडरौना
پڈرونا
City
Nickname: 
PAVA
Country India
StateUttar Pradesh
DistrictKushinagar district
Government
 • TypeDemocratic
 • BodyMunicipal Board
Population
 (2001)
 • Total୪୪,୩୫୭
Languages
 • OfficialHindi
Time zoneUTC+5:30 (IST)
PIN
274304
Telephone code05564
Sex ratio950 (approx.) /
Websitewww.kushinagar.nic.in


ପାଦ୍ରାଉନା ଏକ ଭାରତୀୟ ପୌର ବୋର୍ଡ଼ (Municipal board) ଅଟେ । ଏହା ଉତ୍ତର ପ୍ରଦେଶର କୁଶି‌‌ନଗର ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ପାଦ୍ରାଉନା ୨୬.୯୦୪୨ ଉତ୍ତର ଅକ୍ଷାଂଶ ଓ ୮୩.୯୮୧୦ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୫୯ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପାଦ୍ରାଉନା ସହରର ମୋଟ ଜନସଂଖ୍ୟା ୪୪୩୫୭ ଅଟେ ।[୨] ସେଥି ମଧ୍ୟରୁ ୫୨.୪୬% ଜଣ ପରୁଷ ହୋଇଥିବା ବେଳେ ୪୭.୫୪% ଜଣ ନାରୀ ଅଟନ୍ତି । ପାଦ୍ରାଉନାର ସାକ୍ଷରତା ହାର ୬୨.୦୩% ଅଟେ । ଏହା ଜାତୀୟ ହାରଠାରୁ ୨.୮୧% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୬.୪୨% ପ୍ରତିଶତ ପୁରୁଷ ଓ ୨୫.୬୧% ନାରୀ ଅଟନ୍ତି । ୧୫.୮୯% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ହିନ୍ଦୀ ପାଦ୍ରାଉନାର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]