ପାଦ୍ରା

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Padra
પાદરા
पादरा
city
Country India
StateGujarat
DistrictVadodara
Elevation
79 m (259 ft)
Population
 (2001)
 • Total୩୫,୯୨୨
Languages
 • OfficialGujarati, Hindi
Time zoneUTC+5:30 (IST)
PIN
391 440
Telephone code912662
ଯାନବାହାନ ପଞ୍ଚୀକରଣGJ 6


ପାଦ୍ରା ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଗୁଜରାଟର ବଦୋଦର ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ପାଦ୍ରା ୨୨.୨୩୯୮ ଉତ୍ତର ଅକ୍ଷାଂଶ ଓ ୭୩.୦୮୪୫ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୫୫ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପାଦ୍ରା ସହରର ମୋଟ ଜନସଂଖ୍ୟା ୩୫୯୨୨ ଅଟେ ।[୨] ସେଥି ମଧ୍ୟରୁ ୫୨.୨୮% ଜଣ ପରୁଷ ହୋଇଥିବା ବେଳେ ୪୭.୭୨% ଜଣ ନାରୀ ଅଟନ୍ତି । ପାଦ୍ରାର ସାକ୍ଷରତା ହାର ୭୬.୭୭% ଅଟେ । ଏହା ଜାତୀୟ ହାରଠାରୁ -୧୧.୯୩% ପ୍ରତିଶତ କମ ଅଟେ । ସେଥିରୁ ୪୨.୫୩% ପ୍ରତିଶତ ପୁରୁଷ ଓ ୩୪.୨୫% ନାରୀ ଅଟନ୍ତି । ୧୦.୬୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ଗୁଜରାଟୀ ପାଦ୍ରାର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]