Jump to content

ପାଟିରୋମର

ଉଇକିପିଡ଼ିଆ‌ରୁ
ପାଟିରୋମର
Clinical data
Trade namesVeltassa
SynonymsRLY5016
AHFS/Drugs.commonograph
MedlinePlusa616012
data
Pregnancy
category
  • AU: B1
  • US: N (Not classified yet)
    Routes of
    administration
    By mouth (suspension)
    Legal status
    Legal status
    Pharmacokinetic data
    BioavailabilityNot absorbed
    MetabolismNone
    Onset of action7 hrs; 1-2 wks for max effect[]
    Duration of action24 hrs
    ExcretionFeces
    Chemical and physical data
    Formula[(C3H3FO2)182·(C10H10)8·(C8H14)10]n
    [Ca91(C3H2FO2)182·(C10H10)8·(C8H14)10]n (calcium salt)

    ପାଟିରୋମର (ଇଂରାଜୀ ଭାଷାରେ Patiromer), ଭେଲ୍ଟାସା ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ହାଇପରକାଲେମିଆ ବା ଉଚ୍ଚ ରକ୍ତ ପଟାସିଅମ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହା ପାଟିରେ ଦିଆଯାଏ ।[] ଏହାର କାର୍ଯ୍ୟ ପ୍ରାୟ ୭ ଘଣ୍ଟା ମଧ୍ୟରେ ଆରମ୍ଭ ହୁଏ ଏବଂ ସର୍ବାଧିକ ପ୍ରୟାସ ପାଇଁ ଏକ କିମ୍ବା ଦୁଇ ସପ୍ତାହ ଲାଗିଥାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କୋଷ୍ଠକାଠିନ୍ୟ, ନିମ୍ନ ରକ୍ତ ମ୍ୟାଗ୍ନେସିଅମ, ବାନ୍ତି, ଏବଂ ପେଟ ଯନ୍ତ୍ରଣା ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତ କ୍ୟାଲସିଅମ ଏବଂ ଜଠରାନ୍ତ୍ର ଛିଦ୍ର ହୋଇପାରେ ।[] ଏହା ଖାଦ୍ୟନଳୀରେ ଥିବା ପୋଟାସିଅମକୁ ବାନ୍ଧିବା ଫଳରେ ମଳ ସାଥିରେ ଏହାର ପରିମାଣ ବୃଦ୍ଧି ପାଇ ବାହାରିଯାଏ ।[]

    ୨୦୧୫ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୭ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ପାଟିରୋମରଙ୍କୁ ଅନୁମୋଦନ କରାଯାଇଥିଲା ।[] [] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହା ପିଛା ପ୍ରତି ମାସରେ ପ୍ରାୟ ୧୭୦ ପାଉଣ୍ଡ ଖର୍ଚ୍ଚ ହୁଏ ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୦୦୦ ଡଲାର ଅଟେ ।[]

    1. 1 2 "Veltassa- patiromer powder, for suspension". DailyMed. 23 October 2019. Archived from the original on 20 October 2020. Retrieved 18 October 2020.
    2. 1 2 "Veltassa". Archived from the original on 21 October 2020. Retrieved 26 October 2021.
    3. 1 2 3 4 5 6 "Patiromer Sorbitex Calcium Monograph for Professionals". Drugs.com (in ଇଂରାଜୀ). February 2017. Archived from the original on 13 November 2019. Retrieved 13 November 2019.
    4. 1 2 BNF 81: March-September 2021. BMJ Group and the Pharmaceutical Press. 2021. p. 1105. ISBN 978-0857114105.
    5. "Veltassa Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 24 August 2019. Retrieved 26 October 2021.