ପାଇମେକ୍ରୋଲିମସ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ପାଇମେକ୍ରୋଲିମସ
Clinical data
Trade namesElidel
AHFS/Drugs.commonograph
Pregnancy
category
  • AU: B3
  • US: C (Risk not ruled out)
Routes of
administration
topical
ATC code
Legal status
Legal status
Pharmacokinetic data
Bioavailabilitylow systemic absorption
Protein binding74%–87%
MetabolismHepatic CYP3A
Identifiers
  • (3S,4R,5S,8R,9E,12S,14S,15R,16S,18R,19R,26aS)-3-{(E)-2-[(1R,3R,4S)-4-chloro-3-methoxycyclohexyl]-1-methylvinyl}-8-ethyl-5,6,8,11,12,13,14,15,16,17,18,19,24,25,26,26a-hexadecahydro-5,19-dihydroxy-14,16-dimethoxy-4,10,12,18-tetramethyl-15,19-epoxy-3H-pyrido[2,1-c][1,4]oxaazacyclotricosin-1,7,20,21(4H,23H)-tetrone
CAS Number
PubChem CID
DrugBank
ChemSpider
UNII
ChEMBL
ECHA InfoCard100.124.895 Edit this at Wikidata
Chemical and physical data
FormulaC43H68ClNO11
Molar mass୮୧୦.୪୬ g·mol−1
3D model (JSmol)
  • Cl[C@@H]1CC[C@H](C[C@H]1OC)\C=C(/C)[C@H]2OC(=O)[C@@H]4CCCCN4C(=O)C(=O)[C@]3(O)O[C@H]([C@H](C[C@@H](C)CC(\C)=C\[C@@H](CC)C(=O)C[C@H](O)[C@H]2C)OC)[C@@H](OC)C[C@H]3C
  • InChI=1S/C43H68ClNO11/c1-10-30-18-24(2)17-25(3)19-36(53-8)39-37(54-9)21-27(5)43(51,56-39)40(48)41(49)45-16-12-11-13-32(45)42(50)55-38(28(6)33(46)23-34(30)47)26(4)20-29-14-15-31(44)35(22-29)52-7/h18,20,25,27-33,35-39,46,51H,10-17,19,21-23H2,1-9H3/b24-18+,26-20+/t25-,27+,28+,29-,30+,31+,32-,33-,35+,36-,37-,38+,39+,43+/m0/s1 checkY
  • Key:KASDHRXLYQOAKZ-ZPSXYTITSA-N checkY
 ☒NcheckY (what is this?)  (verify)

ପାଇମେକ୍ରୋଲିମସ (ଇଂରାଜୀ ଭାଷାରେ Pimecrolimus), ବେପାର ନାମ ଏଲିଡେଲ ହେଉଛି ଏକ ଔଷଧ ଯାହା ଆଟୋପିକ୍ ଡର୍ମାଟାଇଟିସ୍ (ଏକଜେମା) ଏବଂ ସୋରିଆସିସ୍ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] [୨] ଟପିକାଲ୍ କର୍ଟିକୋଷ୍ଟେରଏଡ ପରେ ଚିକିତ୍ସାର ଏହା ଦ୍ୱିତୀୟ ଧାଡ଼ିର ଔଷଧ ।[୧] ଏହା ଚର୍ମରେ କ୍ରିମ୍ ଭାବରେ ପ୍ରୟୋଗ କରାଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଚର୍ମ ପ୍ରତିକ୍ରିୟା, ମୁଣ୍ଡବିନ୍ଧା ଏବଂ କାଶ ହୋଇପାରେ ।[୧] ଅନ୍ୟାନ୍ୟ ଚିନ୍ତା ଜନ‌କ ପ୍ରତିକ୍ରିୟା ମଧ୍ୟରେ କର୍କଟ ଏବଂ ସଂକ୍ରମଣ ଅନ୍ତର୍ଭୁକ୍ତ ହୋଇପାରେ ।[୧] ଗର୍ଭାବସ୍ଥାରେ ଏହା ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ ।[୨] ଏହା ଏକ କାଲସିନ୍ୟୁରିନ ଇନହିବିଟର ।[୧]

୨୦୦୧ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ଏହା ବ୍ୟବହାର କରିବା ପାଇଁ ଅନୁମୋଦିତ ହୋଇଥିଲା ।[୧] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୩୦ ଗ୍ରାମ ଟ୍ୟୁବର ମୂଲ୍ୟ ପ୍ରାୟ ୨୦ ଡଲାର ଅଟେ ।[୨] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୭୦ ଡଲାର ଅଟେ ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Pimecrolimus Monograph for Professionals". Drugs.com (in ଇଂରାଜୀ). Archived from the original on 8 October 2021. Retrieved 28 October 2021."Pimecrolimus Monograph for Professionals". Drugs.com. Archived from the original on 8 October 2021. Retrieved 28 October 2021.
  2. ୨.୦ ୨.୧ ୨.୨ BNF 81: March-September 2021. BMJ Group and the Pharmaceutical Press. 2021. p. 1299. ISBN 978-0857114105.BNF 81: March-September 2021. BMJ Group and the Pharmaceutical Press. 2021. p. 1299. ISBN 978-0857114105.
  3. "Pimecrolimus Prices and Pimecrolimus Coupons - GoodRx". GoodRx. Archived from the original on 8 May 2016. Retrieved 28 October 2021.