ପାଇମେକ୍ରୋଲିମସ
Clinical data | |
---|---|
Trade names | Elidel |
AHFS/Drugs.com | monograph |
Pregnancy category | |
Routes of administration | topical |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | low systemic absorption |
Protein binding | 74%–87% |
Metabolism | Hepatic CYP3A |
Identifiers | |
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
ChEMBL | |
ECHA InfoCard | 100.124.895 |
Chemical and physical data | |
Formula | C43H68ClNO11 |
Molar mass | ୮୧୦.୪୬ g·mol−1 |
3D model (JSmol) | |
| |
| |
(what is this?) (verify) |
ପାଇମେକ୍ରୋଲିମସ (ଇଂରାଜୀ ଭାଷାରେ Pimecrolimus), ବେପାର ନାମ ଏଲିଡେଲ ହେଉଛି ଏକ ଔଷଧ ଯାହା ଆଟୋପିକ୍ ଡର୍ମାଟାଇଟିସ୍ (ଏକଜେମା) ଏବଂ ସୋରିଆସିସ୍ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] [୨] ଟପିକାଲ୍ କର୍ଟିକୋଷ୍ଟେରଏଡ ପରେ ଚିକିତ୍ସାର ଏହା ଦ୍ୱିତୀୟ ଧାଡ଼ିର ଔଷଧ ।[୧] ଏହା ଚର୍ମରେ କ୍ରିମ୍ ଭାବରେ ପ୍ରୟୋଗ କରାଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଚର୍ମ ପ୍ରତିକ୍ରିୟା, ମୁଣ୍ଡବିନ୍ଧା ଏବଂ କାଶ ହୋଇପାରେ ।[୧] ଅନ୍ୟାନ୍ୟ ଚିନ୍ତା ଜନକ ପ୍ରତିକ୍ରିୟା ମଧ୍ୟରେ କର୍କଟ ଏବଂ ସଂକ୍ରମଣ ଅନ୍ତର୍ଭୁକ୍ତ ହୋଇପାରେ ।[୧] ଗର୍ଭାବସ୍ଥାରେ ଏହା ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ ।[୨] ଏହା ଏକ କାଲସିନ୍ୟୁରିନ ଇନହିବିଟର ।[୧]
୨୦୦୧ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ଏହା ବ୍ୟବହାର କରିବା ପାଇଁ ଅନୁମୋଦିତ ହୋଇଥିଲା ।[୧] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୩୦ ଗ୍ରାମ ଟ୍ୟୁବର ମୂଲ୍ୟ ପ୍ରାୟ ୨୦ ଡଲାର ଅଟେ ।[୨] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୭୦ ଡଲାର ଅଟେ ।[୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Pimecrolimus Monograph for Professionals". Drugs.com (in ଇଂରାଜୀ). Archived from the original on 8 October 2021. Retrieved 28 October 2021."Pimecrolimus Monograph for Professionals". Drugs.com. Archived from the original on 8 October 2021. Retrieved 28 October 2021.
- ↑ ୨.୦ ୨.୧ ୨.୨ BNF 81: March-September 2021. BMJ Group and the Pharmaceutical Press. 2021. p. 1299. ISBN 978-0857114105.BNF 81: March-September 2021. BMJ Group and the Pharmaceutical Press. 2021. p. 1299. ISBN 978-0857114105.
- ↑ "Pimecrolimus Prices and Pimecrolimus Coupons - GoodRx". GoodRx. Archived from the original on 8 May 2016. Retrieved 28 October 2021.