ପଦ୍ମାଳୟା ଗରାବଡୁ
ପଦ୍ମାଳୟା ଗରାବଡୁ (ପଦ୍ମାଳୟା ମହାପାତ୍ର) ଜଣେ ଓଡ଼ିଆ ଗାୟିକା । ଆକାଶବାଣୀ କଟକରୁ ପ୍ରଚାରିତ ତାଙ୍କର ଅନେକ ଗୀତ ଲୋକପ୍ରିୟ ହୋଇଥିଲା ।[୧][୨] ସଙ୍ଗୀତା ଗୋସାଇଁ, ସୁଚିତ୍ରା ମହାପାତ୍ର, ଓ ସୁମିତ୍ରା ମହାପାତ୍ର ହେଲେ ତାଙ୍କର ତିନି ସାନ ଭଉଣୀ । ପିତା ଉପେନ୍ଦ୍ର ମହାପାତ୍ର ଜଣେ ପ୍ରଶାସନିକ ଅଧିକାରୀ । ଦୁଇ ଭାଇ ଅବନୀ ଓ ଅଶ୍ୱିନୀ ଓ ଝିଅ ସୁମିତା ।[୩] ତାଙ୍କର ଏକ ସାକ୍ଷାତକାରର ଦୃଶ୍ୟବନ୍ଧ। [୪]
ସେ ଗାଇଥିବା ଗୀତ
କ୍ରମ | ଗୀତ | ଗୀତିକାର | ମନ୍ତବ୍ୟ/ଆଧାର |
---|---|---|---|
୧ | ଆକାଶେ ପ୍ରଦୀପ ଜାଳି | ନଦୀୟା ବିହାରୀ ମହାନ୍ତି | [୫] |
୨ | ଚୈତନର ଚୁଟି | ନଦୀୟା ବିହାରୀ ମହାନ୍ତି | [୬] |
୩ | କହିଲ ସିଏ କିଏ | ସୁଲୋଚନା ମହାନ୍ତି | [୭] |
୪ | ଏତେ ସତେ ମାୟା | ନଦୀୟା ବିହାରୀ ମହାନ୍ତି | [୮] |
ଆଧାର[ସମ୍ପାଦନା]
- ↑ All India Radio, N.D.; Sharma, R.S. (1966). AKASHVANI: Vol. XXXI. No. 20 ( 15 MAY, 1966 ). 33 Akashvani (Apr-June) 1966 (in ଜର୍ମାନ). All India Radio (AIR),New Delhi. p. 30. Retrieved 4 December 2023.
- ↑ Behera, K.S.; Paṭṭanāẏaka, J.; Das, H.C.; Universe (Organization) (1990). Cuttack, One Thousand Years. Cuttack, One Thousand Years. Cuttack City Millennium Celebrations Committee, The Universe. Retrieved 4 December 2023.
- ↑ "Jugashree Juganari Monthly Magazine – May 2023 [ Print Copy ] – ଯୁଗଶ୍ରୀ ଯୁଗନାରୀ – ଓଡ଼ିଶାର ସବୁଠାରୁ ପ୍ରସଂଶନୀୟ ମାସିକ ପାରିବାରିକ ମହିଳା ପତ୍ରିକା [Odia Monthly Women Magazine]". ଯୁଗଶ୍ରୀ ଯୁଗନାରୀ – ଓଡ଼ିଶାର ସବୁଠାରୁ ପ୍ରସଂଶନୀୟ ମାସିକ ପାରିବାରିକ ମହିଳା ପତ୍ରିକା [Odia Monthly Women Magazine]. Retrieved 4 December 2023.
- ↑ NARIMAHAL, interview with DR.PADMALAYA GARABADU., retrieved 2023-12-03
- ↑ Padmalaya Garabadu sings...Akashe Pradeepa Jaali.... from Archival Odia Recordings, retrieved 2023-12-03
- ↑ Old Odia song. Chaitanara chuti By Padmalaya Garabadu, retrieved 2023-12-03
- ↑ Old Odia song. Kahila kie sie By Padmalaya Garabadu, retrieved 2023-12-03
- ↑ Syed Md. Ali & Padmalaya Garabadu sings..Ete Sate Maya... from Arrchival Odia Radio Recordings, retrieved 2023-12-03