Jump to content

ପଞ୍ଚଲିଙ୍ଗେଶ୍ବର

ଉଇକିପିଡ଼ିଆ‌ରୁ
ପଞ୍ଚଲିଙ୍ଗେଶ୍ବର
ଗାଆଁ
ପଞ୍ଚଲିଙ୍ଗେଶ୍ୱର ଶିବ ମନ୍ଦିର
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲାବାଲେଶ୍ୱର ଜିଲା
Time zoneIST (+୫.୩୦)
Area code+୦୬୭୮୨
ଯାନବାହାନ ପଞ୍ଚୀକରଣOR/01

ପଞ୍ଚଲିଙ୍ଗେଶ୍ୱର ଓଡ଼ିଶାର ବାଲେଶ୍ୱର ଜିଲାର ନୀଳଗିରି ନିକଟରେ ଅବସ୍ଥିତ । ଏଠାରେ ପାହାଡ଼ୀ ଝରଣା ଭିତରେ ପାଞ୍ଚୋଟି ଶିବଲିଙ୍ଗ ପୂଜାପାଉଛନ୍ତି ଯାହାଙ୍କ ନାମ ଅନୁସାରେ ଏହି ଜାଗାର ନାମ ପଞ୍ଚଲିଙ୍ଗେଶ୍ୱର ହୋଇଛି । ପଞ୍ଚଲିଙ୍ଗେଶ୍ୱର ଶିବ ମନ୍ଦିର ଏଠାକାର ଏକ ଜଣାଶୁଣା ପର୍ଯ୍ୟଟନ ସ୍ଥଳ ।[]

ଗମନାଗମନ

[ସମ୍ପାଦନା]

ଏହା ନୀଳଗିରିଠାରୁ ୮ କିମି, ବାଲେଶ୍ୱରଠାରୁ ୩୦ କିମି ଓ ବାରିପଦାଠାରୁ ୮୫ କିମି ଦୂରତାରେ ରହିଛି। ଏହି ଦୁଇ ସହରଠାରୁ ବସଯୋଗେ ଗମନାଗମନର ସୁବିଧା ଅଛି । ଏଠାରେ ଏକ ସରକାରୀ ପାନ୍ଥଶାଳା ଅଛି ।

ପାହାଡ଼ି ଝରଣା ଭିତରେ ବାବା ପଞ୍ଚଲିଙ୍ଗେଶ୍ୱର
  1. "Odisha Tourism". Archived from the original on 2011-07-26. Retrieved 2011-08-03.

ଅଧିକା ତାଥ୍ୟ

[ସମ୍ପାଦନା]

ଛାଞ୍ଚ:ବାଲେଶ୍ୱର