ପଞ୍ଚଲିଙ୍ଗେଶ୍ବର
ଦେଖଣା
ପଞ୍ଚଲିଙ୍ଗେଶ୍ବର | |
---|---|
ଗାଆଁ | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲା | ବାଲେଶ୍ୱର ଜିଲା |
Time zone | IST (+୫.୩୦) |
Area code | +୦୬୭୮୨ |
ଯାନବାହାନ ପଞ୍ଚୀକରଣ | OR/01 |
ପଞ୍ଚଲିଙ୍ଗେଶ୍ୱର ଓଡ଼ିଶାର ବାଲେଶ୍ୱର ଜିଲାର ନୀଳଗିରି ନିକଟରେ ଅବସ୍ଥିତ । ଏଠାରେ ପାହାଡ଼ୀ ଝରଣା ଭିତରେ ପାଞ୍ଚୋଟି ଶିବଲିଙ୍ଗ ପୂଜାପାଉଛନ୍ତି ଯାହାଙ୍କ ନାମ ଅନୁସାରେ ଏହି ଜାଗାର ନାମ ପଞ୍ଚଲିଙ୍ଗେଶ୍ୱର ହୋଇଛି । ପଞ୍ଚଲିଙ୍ଗେଶ୍ୱର ଶିବ ମନ୍ଦିର ଏଠାକାର ଏକ ଜଣାଶୁଣା ପର୍ଯ୍ୟଟନ ସ୍ଥଳ ।[୧]
ଗମନାଗମନ
[ସମ୍ପାଦନା]ଏହା ନୀଳଗିରିଠାରୁ ୮ କିମି, ବାଲେଶ୍ୱରଠାରୁ ୩୦ କିମି ଓ ବାରିପଦାଠାରୁ ୮୫ କିମି ଦୂରତାରେ ରହିଛି। ଏହି ଦୁଇ ସହରଠାରୁ ବସଯୋଗେ ଗମନାଗମନର ସୁବିଧା ଅଛି । ଏଠାରେ ଏକ ସରକାରୀ ପାନ୍ଥଶାଳା ଅଛି ।
ଆଧାର
[ସମ୍ପାଦନା]- ↑ "Odisha Tourism". Archived from the original on 2011-07-26. Retrieved 2011-08-03.
ଅଧିକା ତାଥ୍ୟ
[ସମ୍ପାଦନା]- Temples and monuments in Odisha Archived 2011-07-21 at the Wayback Machine.