Jump to content

ନୌହୀଦ ସେରୁସୀ

ଉଇକିପିଡ଼ିଆ‌ରୁ
ନୌହୀଦ ସେରୁସୀ
Nauheed Cyrusi in 2014
୨୦୧୪ ମସିହାରେ ନୌହୀଦ ସେରୁସୀ
ଜନ୍ମ୧୯୮୩ କିମ୍ବା ୧୯୮୪[]
ଜାତୀୟତାଭାରତୀୟ
ବୃତ୍ତିସମୂହ
  • ଅଭିନେତ୍ରୀ
  • ମଡେଲ୍
  • ଭିଜେ
ସକ୍ରିୟ ବର୍ଷ୧୯୯୯–୨୦୧୫
୨୦୨୧
ବୈବାହିକ-ସାଥୀ
ରୁସ୍ତମ କଣ୍ଟ୍ରାକ୍ଟର
(m. ୨୦୧୭)

ନୌହୀଦ ସେରୁସୀ ଜଣେ ଭାରତୀୟ ଅଭିନେତ୍ରୀ, ମଡେଲ୍ ଓ ଭିଡିଓ ଜକି ।[] ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଜଗତରେ ସକ୍ରିୟ ଥିଲେ । ଏହା ବ୍ୟତୀତ, ଇଂରାଜୀ ଓ ତେଲୁଗୁ କଥାଚିତ୍ରରେ କାମ କରିବା ସହିତ ସେ କିଛି ମ୍ୟୁଜିକ୍ ଆଲବମ୍‌ରେ କାମ କରିଛନ୍ତି ।

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ସେ ଏକ ପାର୍ସି ପରିବାରରେ ଉତ୍ତର ଆୟାରଲ୍ୟାଣ୍ଡର ବେଲଫାଷ୍ଟ ଠାରେ ଜନ୍ମଗ୍ରହଣ କରିଥିଲେ ।[] ମୁମ୍ବାଇରେ ତାଙ୍କ ପିଲାଦିନ କଟିଥିଲା । ସେ ଜେ.ବି. ବାଛା ଗାର୍ଲସ୍ ହାଇ ସ୍କୁଲରୁ ତାଙ୍କର ସ୍କୁଲ ଶିକ୍ଷା ଶେଷ କରିଥିଲେ ଏବଂ ଜୟ ହିନ୍ଦୀ କଲେଜରୁ ବିଜେନେସ୍ ମ୍ୟାନେଜ୍‌ମେଣ୍ଟରେ ସ୍ନାତକ କରିଥିଲେ ।[][] ୫ ଜାନୁଆରୀ ୨୦୧୭ରେ, ସେ ରୁସ୍ତମ କଣ୍ଟ୍ରାକ୍ଟରଙ୍କୁ ବିବାହ କରିଥିଲେ ।[]

ଅଭିନୟ ଜୀବନ

[ସମ୍ପାଦନା]

ସ୍କୁଲରେ ପଢ଼ୁଥିବାବେଳେ ଜଣେ ମଡେଲ୍ ଭାବରେ, ସେ ପ୍ରଥମେ ଧାରା ରିଫାଇନ୍ ତେଲ ପାଇଁ ବିଜ୍ଞାପନରେ କାମ କରିଥିଲେ । ଏହାପରେ, ସେ ବିଭିନ୍ନ ବିଜ୍ଞାପନରେ କାମ କରିଥିଲେ ।[] ପିୟା ବାସନ୍ତି ଭଳି ଜଣାଶୁଣା ଆଲବମ୍ ସହିତ କଛି ମ୍ୟୁଜିକ୍ ଆଲବମ୍‌ରେ ସେ କାମ କରିଥିଲେ ।[]

୨୦୦୩ ମସିହାରେ, ପାଦମ କୁମାରଙ୍କ ହିନ୍ଦୀ କଥାଚିତ୍ର ସୁପାରୀ ଜରିଆରେ ସେ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ସେ କଥାଚିତ୍ର ଇନ୍ତେହା, ଟିଭି ଧାରାବାହିକ ହିପ୍ ହିପ୍ ହୁରେ କାମ କରିଥିଲେ ।[] ୨୦୦୪ ମସିହାରେ, ସେ ତେଲୁଗୁ କଥାଚିତ୍ର ସଖିୟାରେ କାମ କରିଥିଲେ । ୨୦୧୫ ମସିହା ଯାଏଁ, ସେ କଥାଚିତ୍ରରେ କାମ କରିଥିଲେ ।

ଅଭିନୀତ ଆଲବମ୍

[ସମ୍ପାଦନା]
ବର୍ଷ ଆଲବମ୍ ଗୀତ ସହ-ଅଭିନେତା କଣ୍ଠଶିଳ୍ପୀ
୧୯୯୯ ଚାହାତ ତେରି ଚାହାତ ମେଁ ଆରତୀ ଛବ୍ରିଆ ହ୍ୟାରି ଆନନ୍ଦ
୨୦୦୦ ପିୟା ବାସନ୍ତୀ ପିୟା ବାସନ୍ତୀ ରେ ଦନବନ ୱୋଡେହାଉସ୍ ସୁଲତାନା ଖାନ, କେ.ଏସ୍. ଚିତ୍ରା
କେହେନା ତୋ ହୈ ଶାହିଦ କପୁର କୁମାର ସାନୁ
୨୦୦୨ ମୁସ୍କାନ "ୱୋ ବନ୍ ସୱାର କେ" ପଙ୍କଜ ଉଧାସ

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ଭାଷା
୨୦୦୩ ସୁପାରୀ ଦିଲୁ ହିନ୍ଦୀ
ଇନ୍ତେହା ଟିନା ସକ୍ସେନା
୨୦୦୪ ଲକୀର ବିନ୍ଦିୟା
ସଖିୟା ଚନ୍ଦନା ତେଲୁଗୁ
୨୦୦୬ ହଲିଡେ ସମାରା ହିନ୍ଦୀ
ରକିନ' ମୀରା ମୀରା ଇଂରାଜୀ
୨୦୦୭ ଅନୱର ମେହରୀନ "ମେହରୁ" ହିନ୍ଦୀ
ଲାଇଫ୍ ମେଁ କଭି କଭି ମୋନିକା ସେଠ
ଅଗର୍ ରିତୁ ଚୌଧୁରୀ
୨୦୦୮ ସିର୍ଫ ଶାଲୁ
ଭୂତନାଥ ଟିନା
ରଫୁ ଚକ୍କର: ଫନ୍ ଓନ୍ ଦି ରନ୍ ଜୁଲି ବିପୁନ ପଟେଲ
୨୦୦୯ ୪୨ କିମି ଦିବ୍ୟା
ଆସ୍‌ମା: ଦି ସ୍କାଏ ଇଜ୍ ଦି ଲିମିଟ୍ ଦିୟା
ଲଭ୍ କା ତଡ଼କା
ମିଟିଂ ସେ ମିଟିଂ ତକ୍
ବ୍ୟାଚେଲର୍ ପାର୍ଟି ତନୁ
କିସାନ ତିତ୍‌ଲି କୌର୍
ମେଁ ଔର୍ ମିଷ୍ଟ୍ରେସ୍ ଖାନ୍ନା ନୀନା
କୁର୍‌ବାନ୍ ସଲ୍ମା
୨୦୧୦ ଅଡା... ଏ ୱେ ଅଫ୍ ଲାଇଫ୍ ଗୁଲ୍
୨୦୧୨ ଶେରିନ୍ ଫରହାଦ କି ତୋ ନିକଲ୍ ପଡ଼ି ଅନହିତା
କୁଛ୍ ସ୍ପାଇସ୍ ତୋ ମେକ୍ ଇଟ୍ ମିଠା ତରାନା
୨୦୧୪ ଜୟ ହୋ ସିମରନ୍ ଚୌଧୁରୀ
୨୦୧୫ ଜାନ୍ କି ବାଜି

ଅଭିନୀତ ଧାରାବାହିକ/କାର୍ଯ୍ୟକ୍ରମ

[ସମ୍ପାଦନା]
ବର୍ଷ ଧାରାବାହିକ ଭୂମିକା
୧୯୯୯–୨୦୦୧ ହିପ୍ ହିପ୍ ହୁରେ ମୀରା
୨୦୦୦ ଜଷ୍ଟ ମହବତ୍ ଅତିଥି କଳାକାର
୨୦୦୯ ଫିଅର୍ ଫ୍ୟାକ୍ଟର୍: ଖତ୍‌ରୋଁ କେ ଖିଲାଡ଼ି (ସିଜିନ୍ ୨) ନିଜେ
୨୦୧୩ ୱେଲ୍‌କମ୍ - ବାଜି ମେହମାନ-ନୱାଜି କି

ୱେବ୍ ସିରିଜ୍

[ସମ୍ପାଦନା]
ବର୍ଷ ସିରିଜ୍ ଭୂମିକା
୨୦୨୧ ଦେବ୍ ଡିଡି ୨ ଅଦିତି କପାଡ଼ିଆ
ବମ୍ବେ ବେଗମ୍‌ସ୍ ପିୟା ପୁନ୍ୱାନି
ସିକ୍ସ ଓର୍ବନା ଜୋସେଫ୍
  1. ୧.୦ ୧.୧ ୧.୨ ୧.୩ ୧.୪ Monika Baldwa, "'My idols are Kajol and Madhuri'" (June 05, 2003).
  2. "Amyra Dastur to Farhan Akhtar: Prominent Parsis in Bollywood". News18. 15 May 2014. Retrieved 2019-10-10.
  3. Singh, Dipti (2023-11-05). "Sau saal pehle..." Mid-day (in ଇଂରାଜୀ). Retrieved 2024-01-20.
  4. "Popular VJ and Hip Hip Hurray actress Nauheed Cyrusi ties the knot". The Times of India (in ଇଂରାଜୀ). 6 January 2017. Retrieved 2019-10-10.
  5. Sharma, Saubhagya (5 October 2019). "Remember Nauheed Cyrusi? Here's what the 'Piya Basanti' actress is up to". Mid Day (in ଇଂରାଜୀ). Retrieved 2019-10-10.

ବାହାର ଲିଙ୍କ୍

[ସମ୍ପାଦନା]