ନେତରହାଟ

ଉଇକିପିଡ଼ିଆ ରୁ
Jump to navigation Jump to search
ନେତରହାଟ

ᱱᱮᱛᱟᱨᱦᱟᱴ

नेतरहाट
Town
Sunset in netarhatt, jharkhand.jpg
Country India
StateJharkhand
DistrictLatehar
BlockMahuadanar
Elevation
1,071 m (3,514 ft)
Languages
 • OfficialHindi, Santali
ସମୟ ମଣ୍ଡଳUTC+5:30 (IST)
ଗାଡ଼ି ପଞ୍ଜିକରଣJH
ୱେବସାଇଟgumla.nic.in

ନେତରହାଟ , ଭାରତୀୟ ରାଜ୍ୟ ଝାରଖଣ୍ଡର ଲାଟେହର ଜିଲ୍ଲାର ଏକ ସହର ।ଲାଟେହର ଜିଲାର ପୂର୍ବତନ ନାମ  ପାଲାମୁ ଜିଲ୍ଲା ଥିଲା । ନେତରହାଟ ଏକ ସୁନ୍ଦର ଶୈଳ ନିବାସ ହେଇଥିବାରୁ ଏହାକୁ "ଛୋଟନାଗପୁରର ରାଣୀ " କୁହାଯାଇଥାଏ । ୧୯୫୪ ମସିହାରେ ଏଠାରେ ନେତରହାଟ ପବ୍ଲିକ ସ୍କୁଲ ସ୍ଥାପିତ ହେଇଥିଲା । 

ଭୌଗୋଳିକ ସ୍ଥିତି [ସମ୍ପାଦନା]

ନେତାରହାଟର ସ୍ଥିତ  23°29′00″N 84°16′00″E / 23.4833°N 84.2667°E / 23.4833; 84.2667,ଠାରେ ଓ ଏହାର ପତ୍ତନ ୩.୫୧୪ ଫୁଟ 

ଏହା ଏକ ଘାନା ଜଙ୍ଗଲ ପରିବେଷିତ ମାଳଭୂମି [୧]। ଏହା ଛୋଟନାଗପୁର ମାଳଭୂମି ଅଞ୍ଚଳର ପାଟ ଖଣ୍ଡରେ ଅବସ୍ଥିତ । ଏହାର ସର୍ବୋଛ ସ୍ଥାନର ଉଚ୍ଛତା୩୬୯୬ ଫୁଟ ।[୨] 

ଗମନାଗମନ [ସମ୍ପାଦନା]

ରାଜ୍ୟ ରାଜଧାନୀ ରାଁଚୀ ସହର ରୁ[୩] ୧୫୬ କିଲୋମିଟର ଦୂରରେ ଓ ଡାଲଟନଗଞ୍ଜ ସହରରୁ ୨୧୦ କିଲୋମିଟର ଦୂରରେ ଏହା ଅବସ୍ଥିତ । 

ଟୁରିଜମ [ସମ୍ପାଦନା]

ଦୃଶମା କାଳରେ ଏଠାରେ ସୁର୍ଜ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦୃଶ୍ୟ ମନୋରମା ହେଇଥାଏ । [୩]

ଏହା ନିକଟରେ ମାଗନୋଳିଆ ପୋଏଣ୍ଟ, ଘଗରୀ ଜଳପ୍ରପାତ , କୋଏଲ ଭିଉ , ଲୋଧ ଜଳପ୍ରପାତ ,ସଦନୀ  ଜଳପ୍ରପାତ ଆଦି ଦର୍ଶନୀୟ ସ୍ଥାନ ରହିଛି । [୧]

Education[ସମ୍ପାଦନା]

ଏଠାରେ ନେଟରହାଟ ପବ୍ଲିକ ସ୍କୁଲ ନାମରେ ଏକ ଆବାସିକ ବିଦ୍ୟାଳୟ 1954ରୁ ରହିଛି । 

  1. ୧.୦ ୧.୧ ଆଧାର ଭୁଲ: ଅଚଳ <ref> ଚିହ୍ନ; bihar ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  2. ଆଧାର ଭୁଲ: ଅଚଳ <ref> ଚିହ୍ନ; gazette ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  3. ୩.୦ ୩.୧ ଆଧାର ଭୁଲ: ଅଚଳ <ref> ଚିହ୍ନ; gumla ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।