ନେତରହାଟ
ନେତରହାଟ
ᱱᱮᱛᱟᱨᱦᱟᱴ नेतरहाट | |
---|---|
Town | |
![]() | |
Country | ![]() |
State | Jharkhand |
District | Latehar |
Block | Mahuadanar |
Elevation | 1,071 m (3,514 ft) |
Languages | |
• Official | Hindi, Santali |
Time zone | UTC+5:30 (IST) |
ଯାନବାହାନ ପଞ୍ଚୀକରଣ | JH |
Website | gumla |
ନେତରହାଟ , ଭାରତୀୟ ରାଜ୍ୟ ଝାରଖଣ୍ଡର ଲାଟେହର ଜିଲ୍ଲାର ଏକ ସହର ।ଲାଟେହର ଜିଲାର ପୂର୍ବତନ ନାମ ପାଲାମୁ ଜିଲ୍ଲା ଥିଲା । ନେତରହାଟ ଏକ ସୁନ୍ଦର ଶୈଳ ନିବାସ ହେଇଥିବାରୁ ଏହାକୁ "ଛୋଟନାଗପୁରର ରାଣୀ " କୁହାଯାଇଥାଏ । ୧୯୫୪ ମସିହାରେ ଏଠାରେ ନେତରହାଟ ପବ୍ଲିକ ସ୍କୁଲ ସ୍ଥାପିତ ହେଇଥିଲା ।
ଭୌଗୋଳିକ ସ୍ଥିତି [ସମ୍ପାଦନା]
ନେତାରହାଟରସ୍ଥିତ 23°29′00″N 84°16′00″E / 23.4833°N 84.2667°E / 23.4833; 84.2667,ଠାରେ ଓ ଏହାର ପତ୍ତନ ୩.୫୧୪ ଫୁଟ
ଏହା ଏକ ଘାନା ଜଙ୍ଗଲ ପରିବେଷିତ ମାଳଭୂମି [୧]। ଏହା ଛୋଟନାଗପୁର ମାଳଭୂମି ଅଞ୍ଚଳର ପାଟ ଖଣ୍ଡରେ ଅବସ୍ଥିତ । ଏହାର ସର୍ବୋଛ ସ୍ଥାନର ଉଚ୍ଛତା୩୬୯୬ ଫୁଟ ।[୨]
ଗମନାଗମନ [ସମ୍ପାଦନା]
ରାଜ୍ୟ ରାଜଧାନୀ ରାଁଚୀ ସହର ରୁ[୩] ୧୫୬ କିଲୋମିଟର ଦୂରରେ ଓ ଡାଲଟନଗଞ୍ଜ ସହରରୁ ୨୧୦ କିଲୋମିଟର ଦୂରରେ ଏହା ଅବସ୍ଥିତ ।
ଟୁରିଜମ [ସମ୍ପାଦନା]
ଦୃଶମା କାଳରେ ଏଠାରେ ସୁର୍ଜ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦୃଶ୍ୟ ମନୋରମା ହେଇଥାଏ । [୩]
ଏହା ନିକଟରେ ମାଗନୋଳିଆ ପୋଏଣ୍ଟ, ଘଗରୀ ଜଳପ୍ରପାତ , କୋଏଲ ଭିଉ , ଲୋଧ ଜଳପ୍ରପାତ ,ସଦନୀ ଜଳପ୍ରପାତ ଆଦି ଦର୍ଶନୀୟ ସ୍ଥାନ ରହିଛି । [୧]
Education[ସମ୍ପାଦନା]
ଏଠାରେ ନେଟରହାଟ ପବ୍ଲିକ ସ୍କୁଲ ନାମରେ ଏକ ଆବାସିକ ବିଦ୍ୟାଳୟ 1954ରୁ ରହିଛି ।
![]() |
This article related to a location in Jharkhand is a stub. You can help Wikipedia by expanding it. |