ନୃସିଂହ ନନ୍ଦ ବ୍ରହ୍ମା
Appearance
ନୃସିଂହ ନନ୍ଦ ବ୍ରହ୍ମା | |
---|---|
ବିଧାୟକ: ୮ମ, ୯ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୦ – ୧୯୯୦ | |
ପୂର୍ବ ଅଧିକାରୀ | ହରିଶ୍ଚନ୍ଦ୍ର ବକ୍ସିପାତ୍ର |
ପର ଅଧିକାରୀ | ହରିଶ୍ଚନ୍ଦ୍ର ବକ୍ସିପାତ୍ର |
ନିର୍ବାଚନ ମଣ୍ଡଳୀ | କୋରାପୁଟ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨ ଜୁନ ୧୯୩୪ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | କଂଗ୍ରେସ (ଇ) |
ଜୀବନ ସାଥୀ | କମଳା କୁମାରୀ ବ୍ରହ୍ମା |
ବାପା/ବୋଉ | ଶ୍ୟାମସୁନ୍ଦର ବ୍ରହ୍ମା (ବାପା) |
ବୃତ୍ତି | ରାଜନୀତିଜ୍ଞ |
ନୃସିଂହ ନନ୍ଦ ବ୍ରହ୍ମା (ଜନ୍ମ: ୨ ଜୁନ ୧୯୩୪) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଛନ୍ତି । ୧୯୮୦ ଓ ୧୯୮୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କୋରାପୁଟ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ ଓ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ନୃସିଂହ ନନ୍ଦ ବ୍ରହ୍ମା ୧୯୩୪ ମସିହାର ଜୁନ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଶ୍ୟାମସୁନ୍ଦର ବ୍ରହ୍ମା ଓ ପତ୍ନୀଙ୍କ ନାମ କମଳା କୁମାରୀ ବ୍ରହ୍ମା ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ନୃସିଂହ ନନ୍ଦ ବ୍ରହ୍ମା ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଛନ୍ତି ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Shri Nrushinha Nanda Brahma". odishaassembly.nic.in. Odisha Assembly. Retrieved 11 March 2022.