ନୃସିଂହ ନନ୍ଦ ବ୍ରହ୍ମା

ଉଇକିପିଡ଼ିଆ‌ରୁ
ନୃସିଂହ ନନ୍ଦ ବ୍ରହ୍ମା
ବିଧାୟକ: ୮ମ, ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୯୦
ପୂର୍ବ ଅଧିକାରୀହରିଶ୍ଚନ୍ଦ୍ର ବକ୍ସିପାତ୍ର
ପର ଅଧିକାରୀହରିଶ୍ଚନ୍ଦ୍ର ବକ୍ସିପାତ୍ର
ନିର୍ବାଚନ ମଣ୍ଡଳୀକୋରାପୁଟ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1934-06-02)୨ ଜୁନ ୧୯୩୪
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
କଂଗ୍ରେସ (ଇ)
ଜୀବନ ସାଥୀକମଳା କୁମାରୀ ବ୍ରହ୍ମା
ବାପା/ବୋଉଶ୍ୟାମସୁନ୍ଦର ବ୍ରହ୍ମା (ବାପା)
ବୃତ୍ତିରାଜନୀତିଜ୍ଞ

ନୃସିଂହ ନନ୍ଦ ବ୍ରହ୍ମା (ଜନ୍ମ: ୨ ଜୁନ ୧୯୩୪) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଛନ୍ତି । ୧୯୮୦ ଓ ୧୯୮୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କୋରାପୁଟ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ନୃସିଂହ ନନ୍ଦ ବ୍ରହ୍ମା ୧୯୩୪ ମସିହାର ଜୁନ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଶ୍ୟାମସୁନ୍ଦର ବ୍ରହ୍ମା ଓ ପତ୍ନୀଙ୍କ ନାମ କମଳା କୁମାରୀ ବ୍ରହ୍ମା ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ନୃସିଂହ ନନ୍ଦ ବ୍ରହ୍ମା ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଛନ୍ତି ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Nrushinha Nanda Brahma". odishaassembly.nic.in. Odisha Assembly. Retrieved 11 March 2022.