ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟ
ଦେଖଣା
ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟ | |
---|---|
ସ୍ଥାପିତ | ୧୯୮୯ |
ପ୍ରକାର | ବେସରକାରୀ |
ଅଧ୍ୟକ୍ଷ | ଶରତ କୁମାର ନାୟକ |
ଛାତ୍ର ଛାତ୍ରୀ ସଂଖ୍ୟା | ୫୦୦+ |
ଅବସ୍ଥାନ | ତାଳଚେର, ଓଡ଼ିଶା, ଭାରତ 20°55′22″N 85°09′13″E / 20.922764°N 85.153661°E |
ପରିସର | ଦକ୍ଷିଣ ବଲଣ୍ଡା |
ଅନୁବନ୍ଧନ | ୟୁଜିସି, ନାକ୍, ଉତ୍କଳ ବିଶ୍ୱବିଦ୍ୟାଳୟ |
ୱେବସାଇଟ | www |
ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟ, ଭାରତୀୟ ରାଜ୍ୟ ଓଡ଼ିଶାର ଅନୁଗୋଳ ଜିଲ୍ଲା ଅନ୍ତର୍ଗତ ତାଳଚେର ସହରର ଦକ୍ଷିଣ ବଲଣ୍ଡାରେ ଅବସ୍ଥିତ ।[୧] ଏହା ୧୯୯୨ ମସିହାରେ ଏହି ମହାବିଦ୍ୟାଳୟରେ ସ୍ନାତକ ପାଠ୍ୟକ୍ରମ ଆରମ୍ଭ କରାଯାଇଥିଲା ।[୨] ୧୯୮୭ ମସିହାରେ ପ୍ରଥମେ ଏକ ବେସରକାରୀ ଟିଉଟୋରିଆଲ କଲେଜ " ନୀଳକଣ୍ଠେଶ୍ୱର ବିଦ୍ୟାପୀଠ" ଭାବରେ ସ୍ଥାପିତ ହୋଇଥିଲା । ଏହାକୁ ଏହି ଅଞ୍ଚଳରେ ଥିବା ମହାନଦୀ କୋଇଲା ଖଣି ସମୂହର(MCL) କର୍ମଚାରୀଙ୍କ ପୁଅ ଝିଅଙ୍କ ଉଚ୍ଚଶିକ୍ଷାର ସୁବିଧା ନିମନ୍ତେ ସ୍ଥାପନ କରାଯାଇଥିଲା । ୧୯୮୯ ମସିହାରେ ଏହା ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗଦ୍ୱାରା ସ୍ୱୀକୃତି ପ୍ରାପ୍ତ ହେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ସହ ସହବନ୍ଧିତ ହେଇ ରହିଛି ।[୩][୪]
ଆଧାର
[ସମ୍ପାଦନା]- ↑ "ହେଂସମୂଳ ବିସ୍ଥାପିତ କଲୋନୀ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ". sarbasadharana.com. sarbasadharana. Retrieved 19 July 2019.
- ↑ Universities Handbook: India. Inter University Board of India. 2010.
- ↑ http://rtiodisha.gov.in/dept_home.php?id=12&oid=4053&sid=2[permanent dead link]
- ↑ http://rtiOdisha.gov.in/print_dept_home.php?dept_id=12&office_id=4053&sec_id=1&page=&pid=2[permanent dead link]