Jump to content

ନିଲୋଟିନିବ

ଉଇକିପିଡ଼ିଆ‌ରୁ
ନିଲୋଟିନିବ
Clinical data
Trade namesTasigna, others
SynonymsAMN107
AHFS/Drugs.commonograph
MedlinePlusa608002
data
Pregnancy
category
  • AU: D
  • US: D (Evidence of risk)
    Routes of
    administration
    By mouth
    Legal status
    Legal status
    Pharmacokinetic data
    Bioavailability30%[]
    Protein binding98%[]
    MetabolismLiver (mostly CYP3A4-mediated)[]
    Elimination half-life15-17 hours[]
    ExcretionFaeces (93%)[]
    Identifiers
    • 4-methyl-N-[3-(4-methyl-1H-imidazol-1-yl)- 5-(trifluoromethyl)phenyl]-3- [(4-pyridin-3-ylpyrimidin-2-yl) amino]benzamide
    ECHA InfoCard100.166.395 Edit this at Wikidata
    Chemical and physical data
    FormulaC28H22F3N7O
    Molar mass୫୨୯.୫୩ g·mol−1
    3D model (JSmol)
    • Cc1ccc(cc1Nc2nccc(n2)c3cccnc3)C(=O)Nc4cc(cc(c4)n5cc(nc5)C)C(F)(F)F
    • InChI=1S/C28H22F3N7O/c1-17-5-6-19(10-25(17)37-27-33-9-7-24(36-27)20-4-3-8-32-14-20)26(39)35-22-11-21(28(29,30)31)12-23(13-22)38-15-18(2)34-16-38/h3-16H,1-2H3,(H,35,39)(H,33,36,37) checkY
    • Key:HHZIURLSWUIHRB-UHFFFAOYSA-N checkY
      (verify)

    ନିଲୋଟିନିବ, ବିକ୍ରୟ ନାମ ଟାସିଗନା, ହେଉଛି ଏକ ଔଷଧ ଯାହା କ୍ରନିକ୍ ମାଇଲୋଜେନସ୍ ଲ୍ୟୁକେମିଆ (ସିଏମଏଲ/ CML)ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ଯେଉଁଥିରେ ଫିଲାଡେଲଫିଆ କ୍ରୋମୋଜୋମ ଥାଏ | [] କ୍ରନିକ୍ ପର୍ଯ୍ୟାୟ ସିଏମଏଲର ପ୍ରାରମ୍ଭିକ କ୍ଷେତ୍ର ଓ ତ୍ୱରିତ ତ‌ଥା କ୍ରନିକ ପର୍ଯ୍ୟାୟ ସିଏମଏଲରେ ବ୍ୟବହୃତ ହୋଇପାରେ ଯାହା ଇମାଟିନିବକୁ ପ୍ରତିକ୍ରିୟା କରିନଥାଏ | [] [] ଏହା ପାଟିରେ ଦିଆଯାଏ | []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ ପ୍ଲାଟଲେଟ, କମ୍ ଶ୍ୱେତ ରକ୍ତ କଣିକା, ରକ୍ତହୀନତା, ରାସ୍, ବାନ୍ତି, ତରଳ ଝାଡ଼ା ଏବଂ ଗଣ୍ଠି ଯନ୍ତ୍ରଣା ହୋଇପାରେ | [] ଅନ୍ୟାନ୍ୟ ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ କ୍ୟୁଟି ବିସ୍ତାର, ଆକସ୍ମିକ ମୃତ୍ୟୁ, ଅଗ୍ନାଶୟ ପ୍ରଦାହ ଏବଂ ଯକୃତ ସମସ୍ୟା ହୋଇପାରେ | [] ଗର୍ଭାବସ୍ଥାରେ ବ୍ୟବହାର ପାଇଁ ଏହା ନିରାପଦ ନୁହେଁ | [] ନିଲୋଟିନିବ ହେଉଛି ଏକ ବିସିଆର-ଏବିଏଲ ଟାଇରୋସିନ କାଇନେଜ ଇନହିବିଟର ଏବଂ କର୍କଟ କୋଷ ମଧ୍ୟରେ ସିଗନାଲରେ ହସ୍ତକ୍ଷେପ କରି କାର୍ଯ୍ୟକ୍ଷମ ହୁଏ | []

    ୨୦୦୭ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ନିଲୋଟିନିବ ଅନୁମୋଦିତ ହୋଇଥିଲା । [] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ତାଲିକାରେ ଏହାର ନାମ ଅଛି ।[] ଯୁକ୍ତରାଜ୍ୟରେ ୨୦୧୮ ସୁଦ୍ଧା ମାସକୁ ୨,୪୩୩ ପାଉଣ୍ଡ ଖର୍ଚ୍ଚ ହେଉଛି | [] ଯୁକ୍ତରାଷ୍ଟ୍ରରେ ଏହି ରାଶି ୨୦୧୯ ସୁଦ୍ଧା ୧୪,୩୬୮ ଆମେରିକୀୟ ଡଲାର ଅଟେ। []

    1. 1 2 3 4 5 "Tasigna (nilotinib) dosing, indications, interactions, adverse effects, and more". Medscape Reference. WebMD. Archived from the original on 17 July 2021. Retrieved 25 January 2014.
    2. "Nilotinib". National Cancer Institute (in ଇଂରାଜୀ). 1 February 2008. Archived from the original on 14 July 2021. Retrieved 14 November 2019.
    3. "Nilotinib". National Cancer Institute (in ଇଂରାଜୀ). 1 February 2008. Archived from the original on 14 July 2021. Retrieved 14 November 2019.
    4. 1 2 3 "Nilotinib Monograph for Professionals". Drugs.com (in ଇଂରାଜୀ). Archived from the original on 14 July 2021. Retrieved 14 November 2019.
    5. 1 2 3 4 "Nilotinib Monograph for Professionals". Drugs.com (in ଇଂରାଜୀ). Archived from the original on 14 July 2021. Retrieved 14 November 2019.
    6. "World Health Organization model list of essential medicines: 21st list 2019". 2019. {{cite journal}}: Cite journal requires |journal= (help)
    7. British national formulary : BNF 76 (76 ed.). Pharmaceutical Press. 2018. p. 960. ISBN 9780857113382.
    8. "Tasigna Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 24 December 2019. Retrieved 14 November 2019.