ନିବେଦିତା ପ୍ରଧାନ

ଉଇକିପିଡ଼ିଆ‌ରୁ
ନିବେଦିତା ପ୍ରଧାନ
ନିର୍ବାଚନ ମଣ୍ଡଳୀକଟକ ସଦର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1963-07-07)୭ ଜୁଲାଇ ୧୯୬୩
ପେଷାଓକିଲ

ନିବେଦିତା ପ୍ରଧାନ, ଓଡ଼ିଶାର ଜଣେ ରାଜନୈତିକ ନେତା ।[୧] ସେ କଟକ ସଦର ବିଧାନ ସଭା ନିର୍ବାଚନ ମଣ୍ଡଳିରୁ ୨୦୦୦ ମସିହାରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ସେ ମଧ୍ୟ ଓଡ଼ିଶାର ପ୍ରଥମ ମହିଳା ମେୟର ଭାବେ କଟକ ନଗର ନିଗମରୁ ନିର୍ବାଚିତ ହୋଇଥିଲେ ।[୩]

ଜୀବନୀ[ସମ୍ପାଦନା]

ନିବେଦିତା ପ୍ରଧାନ, ୧୯୬୩ ମସିହା ଜୁଲାଇ ମାସ ୭ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ନୃସିଂହ ଚରଣ ପ୍ରଧାନ ।[୪]

ଆଧାର[ସମ୍ପାଦନା]

  1. http://odishaassembly.nic.in/memberprofile.aspx?img=43
  2. http://eci.nic.in/eci_main/StatisticalReports/SE_2000/STAT_REPORT_OR_LA_2000.pdf
  3. https://www.telegraphindia.com/1140214/jsp/odisha/story_17935175.jsp#.WPmPEUWGPIU
  4. "ଆର୍କାଇଭ୍ କପି". Archived from the original on 2017-10-28. Retrieved 2017-04-21. {{cite web}}: Cite has empty unknown parameter: |1= (help)