ନିଜାମାବାଦ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ନିଜାମାବାଦ
నిజామాబాద్
نظام آباد
ନିଜାମଙ୍କ ସହର
ସହର
ରାଜ୍ୟତେଲେଙ୍ଗାନା
ଜିଲ୍ଲାନିଜାମାବାଦ
Named forନିଜାମ
Government
 • Typeନିଜାମାବାଦ ମହାନଗର ନିଗମ
Area
 • ସମୁଦାୟ144 km2 (56 sq mi)
Elevation
395 m (1,296 ft)
Population
 (2011 census)[୧]
 • Total୩,୧୦,୪୬୭
 • Rankତୃତୀୟ
 • Density2,200/km2 (5,600/sq mi)
DemonymNizamabadi
ଭାଷା
 • ସରକାରୀତେଲୁଗୁ, ଉର୍ଦ୍ଦୁ
Time zoneUTC+୫.୩୦ (IST)
ପିନ କୋଡ଼
503001,02,03
Telephone code91-8462
ଯାନବାହାନ ପଞ୍ଚୀକରଣTS 16
Sex ratio1001/1000 Females/males /
Literacy80.31%
Lok Sabha constituencyNizamabad
Vidhan Sabha constituencyNizamabad Urban
Websitewww.nizamabad.nic.in

ନିଜାମାବାଦ, ତେଲେଙ୍ଗାନାର ଏକ ସହର ଓ ନିଜାମାବାଦ ଜିଲ୍ଲାର ସଦର ମହକୁମା।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ନିଜାମାବାଦ ୧୮.୬୭୧୫ ଉତ୍ତର ଅକ୍ଷାଂଶ ଓ ୭୮.୦୯୮୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୨୫୩ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନିଜାମାବାଦ ସହରର ମୋଟ ଜନସଂଖ୍ୟା ୭୧୩୫୫ ଅଟେ ।[୩] ସେଥି ମଧ୍ୟରୁ ୫୦.୪୬% ଜଣ ପରୁଷ ହୋଇଥିବା ବେଳେ ୪୯.୫୪% ଜଣ ନାରୀ ଅଟନ୍ତି । ନିଜାମାବାଦର ସାକ୍ଷରତା ହାର ୫୯.୯୪% ଅଟେ । ଏହା ଜାତୀୟ ହାରଠାରୁ ୪.୯୦% ପ୍ରତିଶତ କମ ଅଟେ । ସେଥିରୁ ୩୩.୫୦% ପ୍ରତିଶତ ପୁରୁଷ ଓ ୨୬.୪୪% ନାରୀ ଅଟନ୍ତି । ୧୩.୮୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା[ସମ୍ପାଦନା]

ତେଲୁଗୁ ନିଜାମାବାଦର ସରକାରୀ ଭାଷା ଅଟେ ।

ପାଣିପାଗ[ସମ୍ପାଦନା]

Nizamabad
Climate chart (explanation)
JFMAMJJASOND
 
 
10
 
31
15
 
 
6
 
33
18
 
 
9.2
 
37
21
 
 
12
 
40
25
 
 
26
 
42
27
 
 
36
 
36
25
 
 
288
 
32
24
 
 
266
 
31
23
 
 
158
 
32
23
 
 
80
 
32
21
 
 
19
 
31
17
 
 
4.9
 
30
14
Average max. and min. temperatures in °C
Precipitation totals in mm
Source: [୪]

ପ୍ରାୟତଃ ଭାରତୀୟ ସହର ଗୁଡ଼ିକ ଗ୍ରୀଷ୍ମ ମଣ୍ଡଳୀୟ ହୋଇଥାନ୍ତି । ନିଜାମାବାଦରେ ବାର୍ଷିକ ସର୍ବାଧିକ ହାରାହାରି ତାପମାତ୍ରା ୩୩.୮ ଡିଗ୍ରୀ ସେଣ୍ଟିଗ୍ରେଡ ଅନୁଭୂତ ହେଉଥିବା ବେଳେ ସର୍ବନିମ୍ନ ହାରାହାରି ତାପମାତ୍ରା ୨୦.୮ ଡିଗ୍ରୀ ସେଣ୍ଟିଗ୍ରେଡ ଅଟେ । ଏଠାରେ ବାର୍ଷିକ ହାରାହାରି ବୃଷ୍ଟିପାତ ୧୦୩୮.୩ mm/inches ହୋଇଥାଏ ।

Climate data for Nizamabad, ଭାରତ (୧୯୭୧–୨୦୦୦)
Month Jan Feb Mar Apr May Jun Jul Aug Sep Oct Nov Dec Year
ହାରାହାରି ସର୍ବାଧିକ °C (°F) 30.6
(87.1)
33.2
(91.8)
37.4
(99.3)
40.3
(104.5)
41.5
(106.7)
36.3
(97.3)
31.9
(89.4)
30.7
(87.3)
31.9
(89.4)
32.3
(90.1)
30.7
(87.3)
29.6
(85.3)
33.8
(92.8)
ହାରାହାରି ସର୍ବନିମ୍ନ °C (°F) 14.8
(58.6)
17.5
(63.5)
21
(70)
24.5
(76.1)
27
(81)
24.8
(76.6)
23.5
(74.3)
22.9
(73.2)
22.6
(72.7)
20.6
(69.1)
17
(63)
13.7
(56.7)
20.8
(69.4)
Average rainfall mm (inches) 10.2
(0.402)
6
(0.24)
9.2
(0.362)
11.8
(0.465)
25.9
(1.02)
158.7
(6.248)
288.3
(11.35)
266
(10.47)
157.9
(6.217)
80.2
(3.157)
19.2
(0.756)
4.9
(0.193)
୧,୦୩୮.୩
(୪୦.୮୭୮)
ହାରାହାରି ମେଘାତ୍ସନ ଦିବସ 0.5 0.7 0.8 1.3 1.5 9 13.7 13.2 7.8 3.8 1.1 0.5 53.8
ହାରାହାରି ବିଜୁଳି ଘଡ଼ଘଡ଼ି ମାରୁଥିବା ଦିବସ 0.1 0.1 0.1 1.4 1.2 2.3 1.8 1.2 1.1 1.1 0.2 0 10.6

ହାରାହାରି କୁହୁଡ଼ି ଘେରା ଦିବସ 0.4 0 0 0 0 0 0 0 0 0 0.5 1.6 2.5
Source: India Meteorological Department (temperatures and precipitation)[୫][୬]

ଇତିହାସ[ସମ୍ପାଦନା]

ପର୍ଯ୍ୟଟନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Population 2011" (PDF). The Registrar General & Census Commissioner, India. Retrieved 9 ଜୁଲାଇ 2014.
  2. ଆଧାର ଭୁଲ: ଅଚଳ <ref> ଚିହ୍ନ; coor ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 ଜୁନ 2004. Retrieved 24 ସେପ୍ଟେମ୍ବର 2015.
  4. "World Weather Information Service -Nizamabad". Worldweather.wmo.int. 5 ଅକ୍ଟୋବର 2006. Retrieved 28 ଜୁନ 2015.
  5. "{{subst:PAGENAME}}- Climatological Information". India Meteorological Department. Retrieved 29 ମଇ 2014.
  6. India Meteorological Department. "Ever Recorded Maximum Temperature, Minimum Temperature and 24 Hours Heaviest Rainfall up to 2010" (PDF). India Meteorological Department, Pune. Retrieved 29 ମଇ 2014.

ଅଧିକ ତଥ୍ୟ[ସମ୍ପାଦନା]