ନିଜାମାବାଦ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ନିଜାମାବାଦ
నిజామాబాద్
نظام آباد

ନିଜାମଙ୍କ ସହର
ସହର
ନିଜାମାବାଦ Telanganaରେ ଅବସ୍ଥିତ ।
ନିଜାମାବାଦ
ନିଜାମାବାଦ
Coordinates: 18°40′19″N 78°05′38″E / 18.672°N 78.094°E / 18.672; 78.094Coordinates: 18°40′19″N 78°05′38″E / 18.672°N 78.094°E / 18.672; 78.094
ରାଜ୍ୟ ତେଲେଙ୍ଗାନା
ଜିଲ୍ଲା ନିଜାମାବାଦ
ନାମକରଣ କାରଣ ନିଜାମ
ସରକାର
 • ପ୍ରକାର ନିଜାମାବାଦ ମହାନଗର ନିଗମ
କ୍ଷେତ୍ରଫଳ
 • ମୋଟ ୧୪୪ km (୫୬ sq mi)
ଉଚ୍ଚତା 395 m (1,296 ft)
ଜନସଂଖ୍ୟା (2011 census)[୧]
 • ମୋଟ ୩,୧୦,୪୬୭
 • କ୍ରମାଙ୍କ ତୃତୀୟ
 • ଘନତା /km (୫,୬୦୦/sq mi)
Demonym Nizamabadi
ଭାଷା
 • ସରକାରୀ ତେଲୁଗୁ, ଉର୍ଦ୍ଦୁ
ସମୟ ମଣ୍ଡଳ IST (UTC+୫.୩୦)
ପିନ କୋଡ଼ 503001,02,03
Telephone code 91-8462
ଗାଡି ପଞ୍ଜୀକରଣ TS 16
Sex ratio 1001/1000 Females/males /
Literacy 80.31%
Lok Sabha constituency Nizamabad
Vidhan Sabha constituency Nizamabad Urban
ୱେବସାଇଟ nizamabad.nic.in

ନିଜାମାବାଦ, ତେଲେଙ୍ଗାନାର ଏକ ସହର ଓ ନିଜାମାବାଦ ଜିଲ୍ଲାର ସଦର ମହକୁମା।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ନିଜାମାବାଦ ୧୮.୬୭୧୫ ଉତ୍ତର ଅକ୍ଷାଂଶ ଓ ୭୮.୦୯୮୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୨୫୩ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନିଜାମାବାଦ ସହରର ମୋଟ ଜନସଂଖ୍ୟା ୭୧୩୫୫ ଅଟେ ।[୩] ସେଥି ମଧ୍ୟରୁ ୫୦.୪୬% ଜଣ ପରୁଷ ହୋଇଥିବା ବେଳେ ୪୯.୫୪% ଜଣ ନାରୀ ଅଟନ୍ତି । ନିଜାମାବାଦର ସାକ୍ଷରତା ହାର ୫୯.୯୪% ଅଟେ । ଏହା ଜାତୀୟ ହାର ଠାରୁ ୪.୯୦% ପ୍ରତିଶତ କମ ଅଟେ । ସେଥିରୁ ୩୩.୫୦% ପ୍ରତିଶତ ପୁରୁଷ ଓ ୨୬.୪୪% ନାରୀ ଅଟନ୍ତି । ୧୩.୮୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା[ସମ୍ପାଦନା]

ତେଲୁଗୁ ନିଜାମାବାଦର ସରକାରୀ ଭାଷା ଅଟେ ।

ପାଣିପାଗ[ସମ୍ପାଦନା]

Nizamabad
Climate chart (explanation)
J F M A M J J A S O N D
 
 
10
 
31
15
 
 
6
 
33
18
 
 
9.2
 
37
21
 
 
12
 
40
25
 
 
26
 
42
27
 
 
36
 
36
25
 
 
288
 
32
24
 
 
266
 
31
23
 
 
158
 
32
23
 
 
80
 
32
21
 
 
19
 
31
17
 
 
4.9
 
30
14
Average max. and min. temperatures in °C
Precipitation totals in mm
Source: [୪]

ପ୍ରାୟତଃ ଭାରତୀୟ ସହର ଗୁଡ଼ିକ ଗ୍ରୀଷ୍ମ ମଣ୍ଡଳୀୟ ହୋଇଥାନ୍ତି । ନିଜାମାବାଦରେ ବାର୍ଷିକ ସର୍ବାଧିକ ହାରାହାରି ତାପମାତ୍ରା ୩୩.୮ ଡିଗ୍ରୀ ସେଣ୍ଟିଗ୍ରେଡ ଅନୁଭୂତ ହେଉଥିବା ବେଳେ ସର୍ବନିମ୍ନ ହାରାହାରି ତାପମାତ୍ରା ୨୦.୮ ଡିଗ୍ରୀ ସେଣ୍ଟିଗ୍ରେଡ ଅଟେ । ଏଠାରେ ବାର୍ଷିକ ହାରାହାରି ବୃଷ୍ଟିପାତ ୧୦୩୮.୩ mm/inches ହୋଇଥାଏ ।

Climate data for Nizamabad, ଭାରତ (୧୯୭୧–୨୦୦୦)
Month Jan Feb Mar Apr May Jun Jul Aug Sep Oct Nov Dec Year
ହାରାହାରି ସର୍ବାଧିକ °C (°F) 30.6
(87.1)
33.2
(91.8)
37.4
(99.3)
40.3
(104.5)
41.5
(106.7)
36.3
(97.3)
31.9
(89.4)
30.7
(87.3)
31.9
(89.4)
32.3
(90.1)
30.7
(87.3)
29.6
(85.3)
33.8
(92.8)
ହାରାହାରି ସର୍ବନିମ୍ନ °C (°F) 14.8
(58.6)
17.5
(63.5)
21
(70)
24.5
(76.1)
27
(81)
24.8
(76.6)
23.5
(74.3)
22.9
(73.2)
22.6
(72.7)
20.6
(69.1)
17
(63)
13.7
(56.7)
20.8
(69.4)
Average rainfall mm (inches) 10.2
(0.402)
6
(0.24)
9.2
(0.362)
11.8
(0.465)
25.9
(1.02)
158.7
(6.248)
288.3
(11.35)
266
(10.47)
157.9
(6.217)
80.2
(3.157)
19.2
(0.756)
4.9
(0.193)
୧,୦୩୮.୩
(୪୦.୮୭୮)
ହାରାହାରି ମେଘାତ୍ସନ ଦିବସ 0.5 0.7 0.8 1.3 1.5 9 13.7 13.2 7.8 3.8 1.1 0.5 53.8
ହାରାହାରି ବିଜୁଳି ଘଡ଼ଘଡ଼ି ମାରୁଥିବା ଦିବସ 0.1 0.1 0.1 1.4 1.2 2.3 1.8 1.2 1.1 1.1 0.2 0 10.6
ହାରାହାରି କୁହୁଡ଼ି ଘେରା ଦିବସ 0.4 0 0 0 0 0 0 0 0 0 0.5 1.6 2.5
Source: India Meteorological Department (temperatures and precipitation)[୫][୬]

ଇତିହାସ[ସମ୍ପାଦନା]

ପର୍ଯ୍ୟଟନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Population 2011". The Registrar General & Census Commissioner, India. http://censusindia.gov.in/2011-prov-results/paper2/data_files/India2/Table_2_PR_Cities_1Lakh_and_Above.pdf. Retrieved 9 July 2014. 
  2. ଆଧାର ଭୁଲ: ଅଚଳ <ref> ଚିହ୍ନ; coor ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". http://web.archive.org/web/20040616075334/http://www.censusindia.net/results/town.php?stad=A&state5=999. Retrieved 24 September 2015. 
  4. "World Weather Information Service -Nizamabad". Worldweather.wmo.int. 5 October 2006. http://worldweather.wmo.int/en/country.html?countryCode=66. Retrieved 28 June 2015. 
  5. "{{subst:PAGENAME}}- Climatological Information". India Meteorological Department. http://www.imd.gov.in/section/climate/extreme/chennai2.htm. Retrieved 29 May 2014. 
  6. India Meteorological Department. "Ever Recorded Maximum Temperature, Minimum Temperature and 24 Hours Heaviest Rainfall up to 2010". India Meteorological Department, Pune. http://www.imdpune.gov.in/Temp_Extremes/histext2010.pdf. Retrieved 29 May 2014. 

ଅଧିକ ତଥ୍ୟ[ସମ୍ପାଦନା]