ନାଲୋକ୍ସେଗୋଲ
Clinical data | |
---|---|
Trade names | Movantik, Moventig |
Synonyms | PEGylated naloxol;[୧] NKTR-118 |
AHFS/Drugs.com | monograph |
data | |
Pregnancy category |
|
Routes of administration | By mouth |
Legal status | |
Legal status |
|
Pharmacokinetic data | |
Protein binding | ~4.2% |
Metabolism | Liver (CYP3A) |
Elimination half-life | 6–11 h |
Excretion | Feces (68%), urine (16%) |
Identifiers | |
| |
Chemical and physical data | |
Formula | C34H53NO11 |
Molar mass | ୬୫୧.୭୯ g·mol−1 |
3D model (JSmol) | |
| |
|
ନାଲୋକ୍ସେଗୋଲ (ଇଂରାଜୀ ଭାଷାରେ Naloxego), ବିକ୍ରୟ ନାମ ମୋଭାଣ୍ଟିକ୍ ଏବଂ ମୋଭେଣ୍ଟିଗ୍, ଏକ ଔଷଧ ଯାହା ଦୀର୍ଘ ଦିନ ଧରି ଅଣ-କର୍କଟ ଯନ୍ତ୍ରଣା ଭୋଗୁଥିବା ଲୋକଙ୍କ ମଧ୍ୟରେ ହେଉଥିବା ଓପିଓଏଡ୍- କୋଷ୍ଠକାଠିନ୍ୟ ପାଇଁ ବ୍ୟବହୃତ ହୁଏ ।[୨] ଯେତେବେଳେ ଅନ୍ୟାନ୍ୟ ଝାଡ଼ା କରେଇବା ଔଷଧ ବା ରେଚକ କାମ କରେ ନାହିଁ ସେତେବେଳେ ଏହା ବ୍ୟବହୃତ ହୋଇପାରେ ।[୩] ଏହା ପାଟିରେ ଦିଆଯାଏ ।[୨] ଏହା ସାଧାରଣ ଯନ୍ତ୍ରଣା ପରିଚାଳନାକୁ ପ୍ରଭାବିତ କରେ ନାହିଁ ।[୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ତରଳ ଝାଡ଼ା, ବାନ୍ତି, ଏବଂ ମୁଣ୍ଡବିନ୍ଧା ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଓପିଓଏଡ ପ୍ରତ୍ୟାହାର ଏବଂ ଜଠରାନ୍ତ୍ର ଛିଦ୍ର ଅନ୍ତର୍ଭୁକ୍ତ ହୋଇପାରେ ।[୨] ଗର୍ଭାବସ୍ଥାରେ ବ୍ୟବହାର କଲେ କ୍ଷତି ହେବା ଦେଖାଇ ନାହିଁ; ତଥାପି ଏହାର ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[୪] ରାସାୟନିକ ଭାବରେ ଏହା ପଲିଏଥିଲିନ ଗ୍ଲାଇକଲ୍ (PEF) ସହିତ ସଂଲଗ୍ନ ହୋଇଥିବା ନାଲୋକ୍ସୋନ ।[୨] ଏହା ଏକ ପ୍ରାନ୍ତୀୟ କାର୍ଯ୍ୟ କରୁଥିବା <a href="https://en.wikipedia.org/wiki/Peripherally_acting_%CE%BC-opioid_receptor_antagonist" rel="mw:ExtLink" title="Peripherally acting μ-opioid receptor antagonist" class="cx-link" data-linkid="175">μ</a>-ଓପିଓଏଡ୍ ରିସେପ୍ଟର ଆଣ୍ଟାଗୋନିଷ୍ଟ, ଯାହା ଓପିଓଏଡକୁ ଅନ୍ତନଳୀରେ ଥିବା ରିସେପ୍ଟର ସହିତ ବାନ୍ଧିବାରେ ରୋକିଥାଏ ।[୨]
୨୦୧୪ ମସିହାରେ ଆମେରିକା ଓ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ନାଲୋକ୍ସେଗୋଲକୁ ଅନୁମୋଦନ କରାଯାଇଥିଲା ।[୨] [୫] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହି ଔଷଧ ନିମନ୍ତେ ମାସକୁ ପ୍ରାୟ ୩୬୦ ଡଲାର ଖର୍ଚ୍ଚ ହୋଇଥାଏ ।[୬] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ୫୫ ପାଉଣ୍ଡ ।[୩] ୨୦୧୫ ସୁଦ୍ଧା ଏହା ଯୁକ୍ତରାଷ୍ଟ୍ରରେ ଆଉ ନିୟନ୍ତ୍ରିତ ପଦାର୍ଥ ନୁହେଁ ।[୭]
ଆଧାର
[ସମ୍ପାଦନା]- ↑ Seifert R, Wieland T, Mannhold R, Kubinyi H, Folkers G (17 July 2006). G Protein-Coupled Receptors as Drug Targets: Analysis of Activation and Constitutive Activity. John Wiley & Sons. p. 227. ISBN 978-3-527-60695-5. Archived from the original on 28 June 2014. Retrieved 14 May 2012.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Naloxegol Monograph for Professionals". Drugs.com (in ଇଂରାଜୀ). Archived from the original on 21 January 2021. Retrieved 11 November 2021.
- ↑ ୩.୦ ୩.୧ ୩.୨ BNF 81: March-September 2021. BMJ Group and the Pharmaceutical Press. 2021. p. 71. ISBN 978-0857114105.
- ↑ "Naloxegol (Movantik) Use During Pregnancy". Drugs.com (in ଇଂରାଜୀ). Archived from the original on 27 January 2021. Retrieved 11 November 2021.
- ↑ "Moventig". Archived from the original on 27 February 2021. Retrieved 11 November 2021.
- ↑ "Naloxegol Prices, Coupons & Savings Tips - GoodRx". GoodRx. Archived from the original on 31 October 2016. Retrieved 11 November 2021.
- ↑ "Schedules of Controlled Substances: Removal of Naloxegol From Control". www.deadiversion.usdoj.gov. Archived from the original on 2016-03-09. Retrieved 2016-02-27.