ନାଲୋକ୍ସେଗୋଲ

ଉଇକିପିଡ଼ିଆ‌ରୁ
ନାଲୋକ୍ସେଗୋଲ
Clinical data
Trade namesMovantik, Moventig
SynonymsPEGylated naloxol;[୧] NKTR-118
AHFS/Drugs.commonograph
data
Pregnancy
category
  • US: C (Risk not ruled out)
Routes of
administration
By mouth
Legal status
Legal status
Pharmacokinetic data
Protein binding~4.2%
MetabolismLiver (CYP3A)
Elimination half-life6–11 h
ExcretionFeces (68%), urine (16%)
Identifiers
  • (5α,6α)-4,5-epoxy-6-(3,6,9,12,15,18,21-heptaoxadocos-1-yloxy)-17-(2-propen-1-yl)morphinan-3,14-diol
Chemical and physical data
FormulaC34H53NO11
Molar mass୬୫୧.୭୯ g·mol−1
3D model (JSmol)
  • COCCOCCOCCOCCOCCOCCOCCO[C@H]1CC[C@]2([C@H]3Cc4ccc(c5c4[C@]2([C@H]1O5)CCN3CC=C)O)O
  • InChI=1S/C34H53NO11/c1-3-9-35-10-8-33-30-26-4-5-27(36)31(30)46-32(33)28(6-7-34(33,37)29(35)25-26)45-24-23-44-22-21-43-20-19-42-18-17-41-16-15-40-14-13-39-12-11-38-2/h3-5,28-29,32,36-37H,1,6-25H2,2H3/t28-,29+,32-,33-,34+/m0/s1
  • Key:XNKCCCKFOQNXKV-ZRSCBOBOSA-N

ନାଲୋକ୍ସେଗୋଲ (ଇଂରାଜୀ ଭାଷାରେ Naloxego), ବିକ୍ରୟ ନାମ ମୋଭାଣ୍ଟିକ୍ ଏବଂ ମୋଭେଣ୍ଟିଗ୍, ଏକ ଔଷଧ ଯାହା ଦୀର୍ଘ ଦିନ ଧରି ଅଣ-କର୍କଟ ଯନ୍ତ୍ରଣା ଭୋଗୁଥିବା ଲୋକଙ୍କ ମଧ୍ୟରେ ହେଉଥିବା ଓପିଓଏଡ୍- କୋଷ୍ଠକାଠିନ୍ୟ ପାଇଁ ବ୍ୟବହୃତ ହୁଏ ।[୨] ଯେତେବେଳେ ଅନ୍ୟାନ୍ୟ ଝାଡ଼ା କରେଇବା ଔଷଧ ବା ରେଚକ କାମ କରେ ନାହିଁ ସେତେବେଳେ ଏହା ବ୍ୟବହୃତ ହୋଇପାରେ ।[୩] ଏହା ପାଟିରେ ଦିଆଯାଏ ।[୨] ଏହା ସାଧାରଣ ଯନ୍ତ୍ରଣା ପରିଚାଳନାକୁ ପ୍ରଭାବିତ କରେ ନାହିଁ ।[୩]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ତରଳ ଝାଡ଼ା, ବାନ୍ତି, ଏବଂ ମୁଣ୍ଡବିନ୍ଧା ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଓପିଓଏଡ ପ୍ରତ୍ୟାହାର ଏବଂ ଜଠରାନ୍ତ୍ର ଛିଦ୍ର ଅନ୍ତର୍ଭୁକ୍ତ ହୋଇପାରେ ।[୨] ଗର୍ଭାବସ୍ଥାରେ ବ୍ୟବହାର କଲେ କ୍ଷତି ହେବା ଦେଖାଇ ନାହିଁ; ତଥାପି ଏହାର ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[୪] ରାସାୟନିକ ଭାବରେ ଏହା ପଲିଏଥିଲିନ ଗ୍ଲାଇକଲ୍ (PEF) ସହିତ ସଂଲଗ୍ନ ହୋଇଥିବା ନାଲୋକ୍‌ସୋନ[୨] ଏହା ଏକ ପ୍ରାନ୍ତୀୟ କାର୍ଯ୍ୟ କରୁଥିବା <a href="https://en.wikipedia.org/wiki/Peripherally_acting_%CE%BC-opioid_receptor_antagonist" rel="mw:ExtLink" title="Peripherally acting μ-opioid receptor antagonist" class="cx-link" data-linkid="175">μ</a>-ଓପିଓଏଡ୍ ରିସେପ୍ଟର ଆଣ୍ଟାଗୋନିଷ୍ଟ, ଯାହା ଓପିଓଏଡକୁ ଅନ୍ତନଳୀରେ ଥିବା ରିସେପ୍ଟର ସହିତ ବାନ୍ଧିବାରେ ରୋକିଥାଏ ।[୨]

୨୦୧୪ ମସିହାରେ ଆମେରିକା ଓ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ନାଲୋକ୍ସେଗୋଲକୁ ଅନୁମୋଦନ କରାଯାଇଥିଲା ।[୨] [୫] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହି ଔଷଧ ନିମନ୍ତେ ମାସକୁ ପ୍ରାୟ ୩୬୦ ଡଲାର ଖର୍ଚ୍ଚ ହୋଇଥାଏ ।[୬] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ୫୫ ପାଉଣ୍ଡ ।[୩] ୨୦୧୫ ସୁଦ୍ଧା ଏହା ଯୁକ୍ତରାଷ୍ଟ୍ରରେ ଆଉ ନିୟନ୍ତ୍ରିତ ପଦାର୍ଥ ନୁହେଁ ।[୭]

ଆଧାର[ସମ୍ପାଦନା]

  1. Seifert R, Wieland T, Mannhold R, Kubinyi H, Folkers G (17 July 2006). G Protein-Coupled Receptors as Drug Targets: Analysis of Activation and Constitutive Activity. John Wiley & Sons. p. 227. ISBN 978-3-527-60695-5. Archived from the original on 28 June 2014. Retrieved 14 May 2012.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Naloxegol Monograph for Professionals". Drugs.com (in ଇଂରାଜୀ). Archived from the original on 21 January 2021. Retrieved 11 November 2021.
  3. ୩.୦ ୩.୧ ୩.୨ BNF 81: March-September 2021. BMJ Group and the Pharmaceutical Press. 2021. p. 71. ISBN 978-0857114105.
  4. "Naloxegol (Movantik) Use During Pregnancy". Drugs.com (in ଇଂରାଜୀ). Archived from the original on 27 January 2021. Retrieved 11 November 2021.
  5. "Moventig". Archived from the original on 27 February 2021. Retrieved 11 November 2021.
  6. "Naloxegol Prices, Coupons & Savings Tips - GoodRx". GoodRx. Archived from the original on 31 October 2016. Retrieved 11 November 2021.
  7. "Schedules of Controlled Substances: Removal of Naloxegol From Control". www.deadiversion.usdoj.gov. Archived from the original on 2016-03-09. Retrieved 2016-02-27.