ନାର୍ଗୁନ୍ଦ୍
ଦେଖଣା
Nargund
ನರಗುಂದ Naragunda | |
---|---|
city | |
ଦେଶ | India |
ରାଜ୍ୟ | Karnataka |
ଜିଲ୍ଲା | Gadag |
Elevation | 605 m (1,985 ft) |
Population (2011)[୧] | |
• Total | ୩୬,୨୯୧ |
Time zone | UTC+5:30 (IST) |
Website | www |
ନାର୍ଗୁନ୍ଦ୍ ଏକ ଭାରତୀୟ ସହର ଅଟେ । ଏହା କର୍ଣ୍ଣାଟକର ଗଦଗ୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ନାର୍ଗୁନ୍ଦ୍ ୧୫.୭୨୩୦ ଉତ୍ତର ଅକ୍ଷାଂଶ ଓ ୭୫.୩୮୬୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୦୧୧ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନାର୍ଗୁନ୍ଦ୍ ସହରର ମୋଟ ଜନସଂଖ୍ୟା ୩୨୫୪୮ ଅଟେ ।[୩] ସେଥି ମଧ୍ୟରୁ ୫୦.୯୫% ଜଣ ପରୁଷ ହୋଇଥିବା ବେଳେ ୪୯.୦୫% ଜଣ ନାରୀ ଅଟନ୍ତି । ନାର୍ଗୁନ୍ଦ୍ର ସାକ୍ଷରତା ହାର ୫୬.୨୧% ଅଟେ । ଏହା ଜାତୀୟ ହାରଠାରୁ ୮.୬୩% ପ୍ରତିଶତ କମ ଅଟେ । ସେଥିରୁ ୩୪.୦୯% ପ୍ରତିଶତ ପୁରୁଷ ଓ ୨୨.୧୧% ନାରୀ ଅଟନ୍ତି । ୧୩.୭୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
[ସମ୍ପାଦନା]କନ୍ନଡ ନାର୍ଗୁନ୍ଦ୍ର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Census of India Search details". censusindia.gov.in. Retrieved 10 May 2015.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.