ନାର୍କଟିଆଗଞ୍ଜ
Jump to navigation
Jump to search
Narkatiaganj नरकटियागंज | |
---|---|
Town | |
Country | ![]() |
State | Bihar |
District | West Champaran |
Elevation | 89 m (292 ft) |
ଜନସଂଖ୍ୟା (2011)[୧] | |
• ମୋଟ | ୪୯,୫୦୭ |
ସମୟ ମଣ୍ଡଳ | UTC+5:30 (IST) |
ପିନ କୋଡ଼ | 845455 |
Telephone code | 06253 |
Lok Sabha constituency | Valmiki Nagar |
Vidhan Sabha constituency | Narkatiaganj |
ୱେବସାଇଟ | westchamparan |
ନାର୍କଟିଆଗଞ୍ଜ ଏକ ଭାରତୀୟ ବିଜ୍ଞାପିତ ଅଞ୍ଚଳ (Notified area) ଅଟେ । ଏହା ବିହାରର ପଶ୍ଚିମ୍ ଚମ୍ପରନ୍ ଜିଲ୍ଲାରେ ଅବସ୍ଥିତ ।
ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନାର୍କଟିଆଗଞ୍ଜ ସହରର ମୋଟ ଜନସଂଖ୍ୟା ୪୦୮୩୦ ଅଟେ ।[୨] ସେଥି ମଧ୍ୟରୁ ୫୩.୮୭% ଜଣ ପରୁଷ ହୋଇଥିବା ବେଳେ ୪୬.୧୩% ଜଣ ନାରୀ ଅଟନ୍ତି । ନାର୍କଟିଆଗଞ୍ଜର ସାକ୍ଷରତା ହାର ୫୯.୨୬% ଅଟେ । ଏହା ଜାତୀୟ ହାର ଠାରୁ ୫.୫୮% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୬.୪୪% ପ୍ରତିଶତ ପୁରୁଷ ଓ ୨୨.୮୨% ନାରୀ ଅଟନ୍ତି । ୧୭.୨୯% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା[ସମ୍ପାଦନା]
ହିନ୍ଦୀ ନାର୍କଟିଆଗଞ୍ଜର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ "Census of India Search details". censusindia.gov.in. Retrieved 10 May 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.