ନାରାୟଣ ପଣ୍ଡା

ଉଇକିପିଡ଼ିଆ‌ରୁ
ନାରାୟଣ ପଣ୍ଡା
ଜନ୍ମ ଓ ଜନ୍ମସ୍ଥାନକୋରାପୁଟ, ଓଡ଼ିଶା
ବୃତ୍ତିଅଧ୍ୟାପକ
ଭାଷାଓଡ଼ିଆ
ଶୈଳୀଲେଖକ
ସାହିତ୍ୟ କୃତି
  • ଇତର ଈଶ୍ୱର (୨୦୧୦)
  • କବିତା ସମଗ୍ର (୨୦୦୯)
  • ସମୁଦ୍ର ସ୍ନାନ ଶିଳ୍ପ ସୌକର୍ଯ୍ୟ (୨୦୦୯)
  • ସୌରୀନ୍ଦ୍ର ସୌରଭ : କବି ସୌରୀନ୍ଦ୍ର ବାରିକଙ୍କ କବିତାର ବିଶେଷ ବିଚାର (୨୦୦୮)
  • ଶରତର ଶରଶଯ୍ଯା (୧୯୯୯)
  • ଅକ୍ଷର ଅରଣ୍ୟ (୧୯୯୮)

ନାରାୟଣ ପଣ୍ଡା (ଜନ୍ମ: ୧୯୭୦) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖକ ଓ ଅଧ୍ୟାପକ । ସେ କୋରାପୁଟରେ ଜନ୍ମଗ୍ରହଣ କରି କୋରାପୁଟ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟକ୍ଷତା କରିଥିଲେ ।[୧] ତାଙ୍କ ରଚିତ ପୁସ୍ତକଗୁଡ଼ିକ ମଧ୍ୟରେ ଇତର ଈଶ୍ୱର (୨୦୧୦), କବିତା ସମଗ୍ର (୨୦୦୯), ସମୁଦ୍ର ସ୍ନାନ ଶିଳ୍ପ ସୌକର୍ଯ୍ୟ (୨୦୦୯), ସୌରୀନ୍ଦ୍ର ସୌରଭ : କବି ସୌରୀନ୍ଦ୍ର ବାରିକଙ୍କ କବିତାର ବିଶେଷ ବିଚାର (୨୦୦୮), ଶରତର ଶରଶଯ୍ଯା (୧୯୯୯) ଏବଂ ଅକ୍ଷର ଅରଣ୍ୟ (୧୯୯୮) ଆଦି ଅନ୍ୟତମ ।

ସାହିତ୍ୟ ରଚନା[ସମ୍ପାଦନା]

ନାରାୟଣ ପଣ୍ଡା ନିଜ ରଚନାରେ ଫ୍ରେଞ୍ଚ ଲେଖକ ମିଲନ କୁନ୍ଦେରାଙ୍କୁ ନିଜ ଗୁରୁ ଭାବେ ମାନୁଥିଲେ । କୁନ୍ଦେରାଙ୍କ ରଚିତ ଅନେକ ପୁସ୍ତକ ସଂଗ୍ରହ କରି ନିଜ ଘରେ ଏକ ପାଠାଗାର ତିଆରି କରି ସେଥିରେ କେବଳ କୁନ୍ଦେରାଙ୍କ ରଚିତ ସମସ୍ତ ପୁସ୍ତକ ରଖିଥିଲେ । ଏହା ବ୍ୟତୀତ ନିଜ କଲେଜ ଛାତ୍ର ଜୀବନରୁ ଫ୍ରାଞ୍ଜ କାଫକା ଏବଂ ଆଲବର୍ଟ କାମୁଙ୍କ ସାହିତ୍ୟ ପଢ଼ିବାକୁ ଭଲ ପାଉଥିଲେ ।[୧]

ରଚନାବଳୀ[ସମ୍ପାଦନା]

  • ଇତର ଈଶ୍ୱର (୨୦୧୦)
  • କବିତା ସମଗ୍ର (୨୦୦୯)
  • ସମୁଦ୍ର ସ୍ନାନ ଶିଳ୍ପ ସୌକର୍ଯ୍ୟ (୨୦୦୯)
  • ସୌରୀନ୍ଦ୍ର ସୌରଭ : କବି ସୌରୀନ୍ଦ୍ର ବାରିକଙ୍କ କବିତାର ବିଶେଷ ବିଚାର (୨୦୦୮)
  • ଶରତର ଶରଶଯ୍ଯା (୧୯୯୯)
  • ଅକ୍ଷର ଅରଣ୍ୟ (୧୯୯୮)

ଆଧାର[ସମ୍ପାଦନା]

  1. ୧.୦ ୧.୧ "ଫ୍ରେଞ୍ଚ ଔପନ୍ୟାସିକ ମିଲନ କୁନ୍ଦେରାଙ୍କ ସ୍ମୃତିରେ ବିଶିଷ୍ଟ ଲେଖକ ନାରାୟର ପଣ୍ଡାଙ୍କ ନିଆରା ପାଠଗାର". ETV Bharat News. Retrieved 2023-07-18.