ନାନ୍ଦୁର୍ବାର୍
Jump to navigation
Jump to search
Nandurbar नंदुरबार | |
---|---|
City | |
Location in Maharashtra | |
ଅବସ୍ଥିତି: 21°22′N 74°15′E / 21.37°N 74.25°ECoordinates: 21°22′N 74°15′E / 21.37°N 74.25°E | |
ଦେଶ | ![]() |
ରାଜ୍ୟ | Maharashtra |
ଜିଲ୍ଲା | Nandurbar |
ଉଚ୍ଚତା | 210 m (690 ft) |
ଜନସଂଖ୍ୟା (2011) | |
• ମୋଟ | ୩,୨୯,୭୮୬ |
ବସବାସୀ | Nandurbarkar |
ଭାଷା | |
• ସରକାରୀ | Marathi |
IST (UTC+5:30) | |
ପିନ କୋଡ଼ | 425 412 |
ଗାଡ଼ି ପଞ୍ଜିକରଣ | MH 39 |
ୱେବସାଇଟ | nandurbar.nic.in |
ନାନ୍ଦୁର୍ବାର୍ ଏକ ଭାରତୀୟ ପୌରପାଳିକା (Municipal Council) ଅଟେ । ଏହା ମହାରାଷ୍ଟ୍ରର ନନ୍ଦୁର୍ବର୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି[ସମ୍ପାଦନା]
ନାନ୍ଦୁର୍ବାର୍ ୨୧.୩୬୬୧ ଉତ୍ତର ଅକ୍ଷାଂଶ ଓ ୭୪.୨୩୯୫ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନାନ୍ଦୁର୍ବାର୍ ସହରର ମୋଟ ଜନସଂଖ୍ୟା ୯୪୩୬୫ ଅଟେ ।[୨] ସେଥି ମଧ୍ୟରୁ ୫୨.୦୬% ଜଣ ପରୁଷ ହୋଇଥିବା ବେଳେ ୪୭.୯୪% ଜଣ ନାରୀ ଅଟନ୍ତି । ନାନ୍ଦୁର୍ବାର୍ର ସାକ୍ଷରତା ହାର ୭୧.୮୩% ଅଟେ । ଏହା ଜାତୀୟ ହାର ଠାରୁ ୬.୯୯% ପ୍ରତିଶତ କମ ଅଟେ । ସେଥିରୁ ୪୦.୫୮% ପ୍ରତିଶତ ପୁରୁଷ ଓ ୩୧.୨୫% ନାରୀ ଅଟନ୍ତି । ୧୨.୩୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା[ସମ୍ପାଦନା]
ମରାଠୀ ନାନ୍ଦୁର୍ବାର୍ର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.