ନାନ୍ଦୁର୍ବାର୍

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Nandurbar
नंदुरबार
City
ଦେଶ India
ରାଜ୍ୟMaharashtra
ଜିଲ୍ଲାNandurbar
Elevation
210 m (690 ft)
Population
 (2011)
 • Total୩,୨୯,୭୮୬
DemonymNandurbarkar
ଭାଷା
 • ସରକାରୀMarathi
Time zoneUTC+5:30 (IST)
PIN
425 412
ଯାନବାହାନ ପଞ୍ଚୀକରଣMH 39
Websitewww.nandurbar.nic.in

ନାନ୍ଦୁର୍ବାର୍ ଏକ ଭାରତୀୟ ପୌରପାଳିକା ଅଟେ । ଏହା ମହାରାଷ୍ଟ୍ରର ନନ୍ଦୁର୍ବର୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ନାନ୍ଦୁର୍ବାର୍ ୨୧.୩୬୬୧ ଉତ୍ତର ଅକ୍ଷାଂଶ ଓ ୭୪.୨୩୯୫ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନାନ୍ଦୁର୍ବାର୍ ସହରର ମୋଟ ଜନସଂଖ୍ୟା ୯୪୩୬୫ ଅଟେ ।[୨] ସେଥି ମଧ୍ୟରୁ ୫୨.୦୬% ଜଣ ପରୁଷ ହୋଇଥିବା ବେଳେ ୪୭.୯୪% ଜଣ ନାରୀ ଅଟନ୍ତି । ନାନ୍ଦୁର୍ବାର୍ର ସାକ୍ଷରତା ହାର ୭୧.୮୩% ଅଟେ । ଏହା ଜାତୀୟ ହାରଠାରୁ ୬.୯୯% ପ୍ରତିଶତ କମ ଅଟେ । ସେଥିରୁ ୪୦.୫୮% ପ୍ରତିଶତ ପୁରୁଷ ଓ ୩୧.୨୫% ନାରୀ ଅଟନ୍ତି । ୧୨.୩୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ମରାଠୀ ନାନ୍ଦୁର୍ବାର୍ର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]