Jump to content

ନାଡ୍ରୋପାରିନ

ଉଇକିପିଡ଼ିଆ‌ରୁ
ନାଡ୍ରୋପାରିନ
Clinical data
Trade namesFraxiparin, Fraxiparine, Fraxodi, others
SynonymsNadroparin calcium[]
AHFS/Drugs.comInternational Drug Names
Routes of
administration
Subcutaneous injection (except for haemodialysis)
Legal status
Legal status
Pharmacokinetic data
Bioavailability89% (SC dose)
Elimination half-life3.7 hours (SC dose)
Excretionclearance 21.4mL/min (+/- 7)
Identifiers
  • (4S,6R)-6-[(2R,4R)-4,6-dihydroxy-5-(sulfonatoamino)-2-(sulfonatooxymethyl)oxan-3-yl]oxy-3,4-dihydroxy-5-sulfonatooxyoxane-2-carboxylate
ECHA InfoCard100.029.698 Edit this at Wikidata
Chemical and physical data
Molar mass4300 g/mol
  (verify)

ନାଡ୍ରୋପାରିନ (ଇଂରାଜୀ ଭାଷାରେ Nadroparin), ଅନ୍ୟମାନଙ୍କ ମଧ୍ୟରେ ଫ୍ରାକ୍ସିପାରିନ ଏହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ରକ୍ତ ଜମାଟ ବାନ୍ଧିବାର ପ୍ରତିଷେଧ ଯେପରିକି ଗଭୀର ଶିରା ଥ୍ରୋମ୍ବୋସିସ୍ (DVT) ଏବଂ ଫୁସଫୁସ ଏମ୍ବୋଲିଜ୍ମର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଅସ୍ତ୍ରୋପଚାର ପରେ, ଡାକ୍ତରଖାନାର ଲୋକମାନଙ୍କ ମଧ୍ୟରେ ଯେଉଁମାନେ ଚଳପ୍ରଚଳ ହେଉ ନାହାଁନ୍ତି ଏବଂ ହେମୋଡାଏଲିସିସ ଆକାରରେ ବ୍ୟବ‌ହାର କରାଯାଇପାରେ ।[] [] ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକସନ ସ୍ଥାନରେ ବ୍ରୁଇ କ୍ଷତ ଚିହ୍ନ ଏବଂ ରକ୍ତସ୍ରାବ ହୋଇପାରେ ।[] [] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ହେପାରିନ୍ ପ୍ରବର୍ତ୍ତିତ ଥ୍ରୋମ୍ବୋସାଇଟୋପେନିଆ ଏବଂ ଉଚ୍ଚ ପୋଟାସିୟମ୍ ଅନ୍ତର୍ଭୁକ୍ତ ହୋଇପାରେ ।[] ବୃକ୍‌କ ଜନିତ ସମସ୍ୟାରେ କମ୍ ମାତ୍ରାର ଔଷଧ ଆବଶ୍ୟକ ହୋଇପାରେ ।[] ଏହା ଏକ କମ୍ ମଲିକୁଲାର୍ ଓଜନର ହେପାରିନ୍ (LMWH) ଯାହା ପ୍ଲାଜମା ପ୍ରୋଟିନ୍ ଆଣ୍ଟି-ଥ୍ରୋମ୍ବିନ ୩ ସହିତ ସଂଲଗ୍ନ ହୋଇ କାର୍ଯ୍ୟ କରେ ।[] [] ଏହା ଅବିଭକ୍ତ ହେପାରିନ ରୁ ତିଆରି ହୁଏ ।[]

୧୯୯୫ ମସିହାରେ ଅଷ୍ଟ୍ରେଲିଆରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ନାଡ୍ରୋପାରିନ ଅନୁମୋଦିତ ହୋଇଥିଲା ।[] ଏନୋକ୍ସାପାରିନ ସୋଡ଼ିଅମର ବିକଳ୍ପ ଭାବରେ ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଅଛି ଲିପିବଦ୍ଧ ଅଛି ।[] ଏହା ଅନେକ ୟୁରୋପୀୟ ଦେଶ ଏବଂ କାନାଡାରେ ଉପଲବ୍ଧ କିନ୍ତୁ ଯୁକ୍ତରାଷ୍ଟ୍ର ଆମେରିକା ନୁହେଁ ।[] []

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ Davis, R; Faulds, D (April 1997). "Nadroparin calcium. A review of its pharmacology and clinical use in the prevention and treatment of thromboembolic disorders". Drugs & aging. 10 (4): 299–322. doi:10.2165/00002512-199710040-00006. PMID 9108990.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Fraxiparine" (PDF). TGA. Archived (PDF) from the original on 16 September 2023. Retrieved 13 September 2023.
  3. World Health Organization (2021). World Health Organization model list of essential medicines: 22nd list (2021). Geneva: World Health Organization. hdl:10665/345533. WHO/MHP/HPS/EML/2021.02.
  4. "List of nationally authorised medicinal products" (PDF). EMA. Archived (PDF) from the original on 30 March 2023. Retrieved 9 September 2023.
  5. Frontera, Walter R.; Silver, Julie K. (26 September 2018). Essentials of Physical Medicine and Rehabilitation E-Book: Musculoskeletal Disorders, Pain, and Rehabilitation (in ଇଂରାଜୀ). Elsevier Health Sciences. p. 715. ISBN 978-0-323-54966-0. Archived from the original on 16 September 2023. Retrieved 13 September 2023.