ନାଗର୍‌କୋଇଲ୍

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
Nagercoil
நாகர்கோவில்
Nagerkovil, Nanjil Nadu
Municipality
Nagercoil is located in Tamil Nadu
Nagercoil
Nagercoil
Coordinates: 8°10′N 77°26′E / 8.17°N 77.43°E / 8.17; 77.43Coordinates: 8°10′N 77°26′E / 8.17°N 77.43°E / 8.17; 77.43
Country ଭାରତ India
State Tamil Nadu
District Kanyakumari
Government
 • ପ୍ରକାର Special Grade Municipality
 • ପରିଚାଳନା Nagercoil Municipality
 • Municipal Council Meena Dev
କ୍ଷେତ୍ରଫଳ
 • Total  km2 (ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର । acres)
ଉଚ୍ଚତା 40 m (130 ft)
Population (2011)
 • Total ୨,୨୪,୮୪୯
 • କ୍ରମାଙ୍କ 50
 • ଘନତା 9/km2 (Bad rounding here25,000/sq mi)
Languages
 • Official Tamil, English
IST (UTC+5:30)
ପିନ କୋଡ଼ 629 xxx
Telephone code 91-4652 & 91-4651
ଗାଡ଼ି ପଞ୍ଜିକରଣ TN-74 & TN-75
Literacy 95.35%[୧][୨]
ୱେବସାଇଟ Official Site


ନାଗର୍‌କୋଇଲ୍ ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ତାମିଲନାଡୁର କନ୍ନିyଅକୁମରି ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ନାଗର୍‌କୋଇଲ୍ ୮.୧୭୭୩ ଉତ୍ତର ଅକ୍ଷାଂଶ ଓ ୭୭.୪୩୪୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୫୨ ଫୁଟ ଉଚ୍ଚତାରେ ରହିଛି ।[୩]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନାଗର୍‌କୋଇଲ୍ ସହରର ମୋଟ ଜନସଂଖ୍ୟା ୨୦୮୧୪୯ ଅଟେ ।[୪] ସେଥି ମଧ୍ୟରୁ ୪୯.୫୨% ଜଣ ପରୁଷ ହୋଇଥିବା ବେଳେ ୫୦.୪୮% ଜଣ ନାରୀ ଅଟନ୍ତି । ନାଗର୍‌କୋଇଲ୍ର ସାକ୍ଷରତା ହାର ୮୫.୦୭% ଅଟେ । ଏହା ଜାତୀୟ ହାର ଠାରୁ -୨୦.୨୩% ପ୍ରତିଶତ କମ ଅଟେ । ସେଥିରୁ ୪୩.୦୮% ପ୍ରତିଶତ ପୁରୁଷ ଓ ୪୨.୦୦% ନାରୀ ଅଟନ୍ତି । ୯.୧୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]

ଭାଷା[ସମ୍ପାଦନା]

ତାମିଲ ନାଗର୍‌କୋଇଲ୍ର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Census2011". Tamil Nadu Population Census data 2011. Tamil Nadu Government. Retrieved 2 April 2015. 
  2. "Google search result". Google. 
  3. "Directory of Cities, Towns, and Regions in India". Retrieved 27 September 2015. 
  4. ୪.୦ ୪.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015. 

ବାହାର ଲିଙ୍କ[ସମ୍ପାଦନା]