ନର୍ଲା

ଉଇକିପିଡ଼ିଆ‌ରୁ
(Narlaରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ନର୍ଲା
ପଞ୍ଚାୟତ ସମିତି
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାକଳାହାଣ୍ଡି ଜିଲ୍ଲା
Time zoneIST (+୫.୩୦)
ଡାକ କୋଡ଼
୭୬୬୧୦୦
Area code୦୬୬୭୦

ନର୍ଲା ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଏକ ପଞ୍ଚାୟତ ସମିତି ଅଟେ [୧]। ଏହା କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣାଠାରୁ ୩୫ କି.ମି ତଥା ରାଜଧାନୀ ଭୁବନେଶ୍ୱରଠାରୁ ହାରାହାରି ୫୧୦ କି.ମି ଦୂରତାରେ ଅବସ୍ଥିତ ।

ଗମନାଗମନ[ସମ୍ପାଦନା]

ନର୍ଲାରୋଡ୍ ରେଳଷ୍ଟେସନଠାରୁ ଏହା ମାତ୍ର ୨ କିଲୋମିଟର ଓ ଉତ୍କେଲା ଉଡାଜାହାଜ ପଡ଼ିଆଠାରୁ ଏହା ୪୦ କିଲୋମିଟର ଦୂରତାରେ ଅବସ୍ଥିତ।

ଆଧାର[ସମ୍ପାଦନା]

  1. "Census India" (PDF).