Jump to content

ନତାଶା ଭରଦ୍ୱାଜ

ଉଇକିପିଡ଼ିଆ‌ରୁ
ନତାଶା ଭରଦ୍ୱାଜ
୨୦୨୪ରେ ଭରଦ୍ୱାଜ
ଜନ୍ମ (1997-09-17) ୧୭ ସେପ୍ଟେମ୍ବର ୧୯୯୭ (ବୟସ ୨୯)
ପେଷାଅଭିନେତ୍ରୀ
କାର୍ଯ୍ୟକାଳ୨୦୧୮–ଏବେଯାଏଁ
Titleମିସ୍ ଡିଭା ୨୦୧୬ (ଫାଇନାଲିଷ୍ଟ)
ମିସ୍ ଡିଭା ୨୦୧୬ (ମିସ୍ ଟ୍ୟାଲେଣ୍ଟେଡ୍)

ନତାଶା ଭରଦ୍ୱାଜ ଜଣେ ଭାରତୀୟ ଅଭିନେତ୍ରୀ । ସେ ହିନ୍ଦୀ ୱେବ୍ ସିରିଜ୍‌ରେ ମୁଖ୍ୟତଃ ଅଭିନୟ କରନ୍ତି । ସେ ୨୦୧୮ ମସିହାରେ, ଇଣ୍ଡିଆଜ୍ ନେକ୍ସଟ୍ ସୁପର୍‌ଷ୍ଟାର୍‌ରେ ଅଂଶଗ୍ରହଣ କରିଥିଲେ ଏବଂ ଏଥିରେ ବିଜୟୀ ହୋଇଥିଲେ । ୨୦୨୦ ମସିହାରେ, ସେ ପୱନ ଆଣ୍ଡ୍ ପୂଜା ୱେବ୍ ସିରିଜ୍ ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ମୁମ୍ବାଇ ଡାଏରିଜ୍ ୨୬/୧୧ ପାଇଁ ଜଣାଶୁଣା ।[୧]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

୧୯୯୭ ମସିହାର ସେପ୍ଟେମ୍ବର ୧୭ ତାରିଖରେ, ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ମୁମ୍ବାଇସ୍ଥିତ ଜୟ ହିନ୍ଦୀ କଲେଜରୁ ସେ ସ୍ନାତକ କରିଥିଲେ । ସେ ମିସ୍ ଡିଭା ୨୦୧୬ରେ ଅଂଶଗ୍ରହଣ କରିଥିଲେ, ଯେଉଁଠି ସେ ଫାଇନାଲିଷ୍ଟ ଥିଲେ ଏବଂ ୟାମାଃ ଫ୍ୟାସିନୋ ମିସ୍ ଟ୍ୟାଲେଣ୍ଡେଡ୍ ଟାଇଟଲ୍ ଜିତିଥିଲେ ।[୨][୩]

ଅଭିନୟ ଜୀବନ

[ସମ୍ପାଦନା]

ଅଭିନୀତ ଧାରାବାହିକ

[ସମ୍ପାଦନା]
ବର୍ଷ ଧାରାବାହିକ ଭୂମିକ ମନ୍ତବ୍ୟ ଆଧାର
୨୦୧୮ ଇଣ୍ଡିଆଜ୍ ନେକ୍ସଟ୍ ସୁପର୍‌ଷ୍ଟାର୍ ପ୍ରତିଯୋଗୀ ବିଜେତା [୪]

ଅଭିନୀତ ୱେବ୍ ସିରିଜ୍

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ ଆଧାର
୨୦୨୦ ପୱନ ଆଣ୍ଡ୍ ପୂଜା ପୂଜା ମାହେଶ୍ୱରୀ [୫]
୨୦୨୧–ଏବେଯାଏଁ ମୁମ୍ବାଇ ଡାଏରିସ୍ ୨୬/୧୧ ଡ. ଦିୟା ପାରେଖ [୬]
୨୦୨୩ ଇସ୍କ ନେକ୍ସଟ୍ ଡୋର୍ ମେହେର କୌର୍ ସିକ୍କା [୭]

ମ୍ୟୁଜିକ୍ ଭିଡିଓ

[ସମ୍ପାଦନା]
ବର୍ଷ ଗୀତ କଣ୍ଠଶିଳ୍ପୀ ଆଧାର
୨୦୨୨ ମନ୍ ମେରି ଜାନ୍ କିଙ୍ଗ୍ [୮]

ପୁରସ୍କାର ଓ ନାମାଙ୍କନ

[ସମ୍ପାଦନା]
ବର୍ଷ ପୁରସ୍କାର ବର୍ଗ କାମ ଫଳାଫଳ ଆଧାର
୨୦୨୨ ଇଣ୍ଡିଆନ୍ ଟେଲିଭିଜନ୍ ଏକାଡେମୀ ଆୱାର୍ଡ଼ ଶ୍ରେଷ୍ଠ ସହ-ଅଭିନେତ୍ରୀ - ଡ୍ରାମୀ (ଓଟିଟି) ମୁମ୍ବାଇ ଡାଏରିଜ୍ ୨୬/୧୧ ବିଜୟୀ [୯]
  1. ↑ Rediff Style (30 May 2023). "Why The Internet Loves Natasha Bharadwaj". Rediff.com. Retrieved 29 June 2023.
  2. ↑ "2016 - Miss Diva Contestants - Miss Diva - Beauty Pageants". Femina Miss India. Archived from the original on 8 September 2017. Retrieved 25 August 2017.
  3. ↑ "Ishq Next Door actress Natasha Bharadwaj: When it comes to love, I am an old-school romantic". Telegraph India. Retrieved 14 July 2023.
  4. ↑ "Aman Gandotra, Natasha Bharadwaj and Shruti Sharma were declared winners of India's Next Superstars". The Indian Express (in ଆମେରିକୀୟ ଇଂରାଜୀ). 2018-04-07. Retrieved 2018-04-08.
  5. ↑ "Pawan & Pooja trailer: Deepti Naval, Mahesh Manjrekar, Gul Panag, Sharman Joshi explore changing definitions of love". Firstpost. 2020-02-05. Retrieved 2021-06-18.
  6. ↑ "Nikkhil Advani on 'Mumbai Diaries 26/11' success: Overwhelming to see everyone's effort getting recognition". Mid Day (in ଇଂରାଜୀ). 2021-09-14. Retrieved 2021-09-14.
  7. ↑ "Ishq Next Door Trailer: Abhay Mahajan, Natasha Bharadwaj, Mrinal Dutt, Purav Jha starrer series". Times of India (in ଇଂରାଜୀ). Retrieved 28 June 2023.
  8. ↑ "WATCH - Trending music video 'Maan Meri Jaan' sung by King, starring Natasha Bharadwaj". Times of India. Retrieved 25 October 2022.
  9. ↑ "List of awards and nominations received by Natasha Bharadwaj". Times of India. Retrieved 29 December 2022.

ବାହାର ଲିଙ୍କ୍

[ସମ୍ପାଦନା]