Jump to content

ନତାଶା ଭରଦ୍ୱାଜ

ଉଇକିପିଡ଼ିଆ‌ରୁ
(Natasha Bharadwajରୁ ଲେଉଟି ଆସିଛି)
ନତାଶା ଭରଦ୍ୱାଜ
୨୦୨୪ରେ ଭରଦ୍ୱାଜ
ଜନ୍ମ (1997-09-17) ୧୭ ସେପ୍ଟେମ୍ବର ୧୯୯୭ (ବୟସ ୨୭)
ଶିକ୍ଷାନୁଷ୍ଠାନଜୟ ହିନ୍ଦ କଲେଜ, ମୁମ୍ବାଇ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୮–ଏବେଯାଏଁ
Titleମିସ୍ ଡିଭା ୨୦୧୬ (ଫାଇନାଲିଷ୍ଟ)
ମିସ୍ ଡିଭା ୨୦୧୬ (ମିସ୍ ଟ୍ୟାଲେଣ୍ଟେଡ୍)

ନତାଶା ଭରଦ୍ୱାଜ ଜଣେ ଭାରତୀୟ ଅଭିନେତ୍ରୀ । ସେ ହିନ୍ଦୀ ୱେବ୍ ସିରିଜ୍‌ରେ ମୁଖ୍ୟତଃ ଅଭିନୟ କରନ୍ତି । ସେ ୨୦୧୮ ମସିହାରେ, ଇଣ୍ଡିଆଜ୍ ନେକ୍ସଟ୍ ସୁପର୍‌ଷ୍ଟାର୍‌ରେ ଅଂଶଗ୍ରହଣ କରିଥିଲେ ଏବଂ ଏଥିରେ ବିଜୟୀ ହୋଇଥିଲେ । ୨୦୨୦ ମସିହାରେ, ସେ ପୱନ ଆଣ୍ଡ୍ ପୂଜା ୱେବ୍ ସିରିଜ୍ ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ମୁମ୍ବାଇ ଡାଏରିଜ୍ ୨୬/୧୧ ପାଇଁ ଜଣାଶୁଣା ।[]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

୧୯୯୭ ମସିହାର ସେପ୍ଟେମ୍ବର ୧୭ ତାରିଖରେ, ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ମୁମ୍ବାଇ ସ୍ଥିତ ଜୟ ହିନ୍ଦୀ କଲେଜରୁ ସେ ସ୍ନାତକ କରିଥିଲେ । ସେ ମିସ୍ ଡିଭା ୨୦୧୬ରେ ଅଂଶଗ୍ରହଣ କରିଥିଲେ, ଯେଉଁଠି ସେ ଫାଇନାଲିଷ୍ଟ ଥିଲେ ଏବଂ ୟାମାଃ ଫ୍ୟାସିନୋ ମିସ୍ ଟ୍ୟାଲେଣ୍ଡେଡ୍ ଟାଇଟଲ୍ ଜିତିଥିଲେ ।[][]

ଅଭିନୟ ଜୀବନ

[ସମ୍ପାଦନା]

ଅଭିନୀତ ଧାରାବାହିକ

[ସମ୍ପାଦନା]
ବର୍ଷ ଧାରାବାହିକ ଭୂମିକ ମନ୍ତବ୍ୟ ଆଧାର
୨୦୧୮ ଇଣ୍ଡିଆଜ୍ ନେକ୍ସଟ୍ ସୁପର୍‌ଷ୍ଟାର୍ ପ୍ରତିଯୋଗୀ ବିଜେତା []

ଅଭିନୀତ ୱେବ୍ ସିରିଜ୍

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ ଆଧାର
୨୦୨୦ ପୱନ ଆଣ୍ଡ୍ ପୂଜା ପୂଜା ମାହେଶ୍ୱରୀ []
୨୦୨୧–ଏବେଯାଏଁ ମୁମ୍ବାଇ ଡାଏରିସ୍ ୨୬/୧୧ ଡ. ଦିୟା ପାରେଖ []
୨୦୨୩ ଇସ୍କ ନେକ୍ସଟ୍ ଡୋର୍ ମେହେର କୌର୍ ସିକ୍କା []

ମ୍ୟୁଜିକ୍ ଭିଡିଓ

[ସମ୍ପାଦନା]
ବର୍ଷ ଗୀତ କଣ୍ଠଶିଳ୍ପୀ ଆଧାର
୨୦୨୨ ମନ୍ ମେରି ଜାନ୍ କିଙ୍ଗ୍ []

ପୁରସ୍କାର ଓ ନାମାଙ୍କନ

[ସମ୍ପାଦନା]
ବର୍ଷ ପୁରସ୍କାର ବର୍ଗ କାମ ଫଳାଫଳ ଆଧାର
୨୦୨୨ ଇଣ୍ଡିଆନ୍ ଟେଲିଭିଜନ୍ ଏକାଡେମୀ ଆୱାର୍ଡ଼ ଶ୍ରେଷ୍ଠ ସହ-ଅଭିନେତ୍ରୀ - ଡ୍ରାମୀ (ଓଟିଟି) ମୁମ୍ବାଇ ଡାଏରିଜ୍ ୨୬/୧୧ ବିଜୟୀ []
  1. Rediff Style (30 May 2023). "Why The Internet Loves Natasha Bharadwaj". Rediff.com. Retrieved 29 June 2023.
  2. "2016 - Miss Diva Contestants - Miss Diva - Beauty Pageants". Femina Miss India. Retrieved 25 August 2017.
  3. "Ishq Next Door actress Natasha Bharadwaj: When it comes to love, I am an old-school romantic". Telegraph India. Retrieved 14 July 2023.
  4. "Aman Gandotra, Natasha Bharadwaj and Shruti Sharma were declared winners of India's Next Superstars". The Indian Express (in ଆମେରିକୀୟ ଇଂରାଜୀ). 2018-04-07. Retrieved 2018-04-08.
  5. "Pawan & Pooja trailer: Deepti Naval, Mahesh Manjrekar, Gul Panag, Sharman Joshi explore changing definitions of love". Firstpost. 2020-02-05. Retrieved 2021-06-18.
  6. "Nikkhil Advani on 'Mumbai Diaries 26/11' success: Overwhelming to see everyone's effort getting recognition". Mid Day (in ଇଂରାଜୀ). 2021-09-14. Retrieved 2021-09-14.
  7. "Ishq Next Door Trailer: Abhay Mahajan, Natasha Bharadwaj, Mrinal Dutt, Purav Jha starrer series". Times of India (in ଇଂରାଜୀ). Retrieved 28 June 2023.
  8. "WATCH - Trending music video 'Maan Meri Jaan' sung by King, starring Natasha Bharadwaj". Times of India. Retrieved 25 October 2022.
  9. "List of awards and nominations received by Natasha Bharadwaj". Times of India. Retrieved 29 December 2022.

ବାହାର ଲିଙ୍କ୍

[ସମ୍ପାଦନା]