ଧର୍ମଗଡ଼

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଧର୍ମଗଡ଼
ପଞ୍ଚାୟତ ସମିତି
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାକଳାହାଣ୍ଡି ଜିଲ୍ଲା
Time zoneIST (+୫.୩୦)
ଡାକ କୋଡ଼
୭୬୬୦୧୫
Area code୦୬୬୭୨

ଧର୍ମଗଡ଼ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଏକ ଉପଖଣ୍ଡ ଏବଂ ପଞ୍ଚାୟତ ସମିତି ଅଟେ । ଏହା କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣାଠାରୁ 44 କି.ମି ତଥା ରାଜଧାନୀ ଭୁବନେଶ୍ୱରଠାରୁ ହାରାହାରି ୫୦୦ କି.ମି ଦୂରତାରେ ଅବସ୍ଥିତ ।

ଦର୍ଶନୀୟ ସ୍ଥାନ

ଧରମଗଡରେ ଥିବା ପାରଦେଶ୍ୱର୍ ଶିବ ମନ୍ଦିରରେ ପାରଦରେ ନିର୍ମିତ ଶିବଲିଙ୍ଗ ରହିଛି । ଏହି ପାରଦ ନିର୍ମିତ ଶିବଲିଙ୍ଗ ଓଡ଼ିଶାର ପ୍ରଥମ ତଥା ଭାରତର ତୃତୀୟ ଅଟେ ।



ଆଧାର[ସମ୍ପାଦନା]