ଡୀସା

ଉଇକିପିଡ଼ିଆ‌ରୁ
(ଦୀସାରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Deesa
Disa
city
Country India
StateGujarat
DistrictBanaskantha
Population
 (2011)
 • Total୧,୧୧,୧୬୦
Languages
 • OfficialGujarati, Hindi
Time zoneUTC+5:30 (IST)
PIN
385535
Telephone code02744-xxxxxx
ଯାନବାହାନ ପଞ୍ଚୀକରଣGJ08-xxxx


ଡୀସା ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଗୁଜରାଟର ବନସ୍ କନ୍ଥ ଜିଲ୍ଲାରେ ଅବସ୍ଥିତ ।

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଡୀସା ସହରର ମୋଟ ଜନସଂଖ୍ୟା ୮୩୩୪୦ ଅଟେ ।[୧] ସେଥି ମଧ୍ୟରୁ ୫୨.୮୨% ଜଣ ପରୁଷ ହୋଇଥିବା ବେଳେ ୪୭.୧୮% ଜଣ ନାରୀ ଅଟନ୍ତି । ଡୀସାର ସାକ୍ଷରତା ହାର ୬୦.୯୫% ଅଟେ । ଏହା ଜାତୀୟ ହାରଠାରୁ ୩.୮୯% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୬.୬୫% ପ୍ରତିଶତ ପୁରୁଷ ଓ ୨୪.୩୦% ନାରୀ ଅଟନ୍ତି । ୧୫.୩୫% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୧]

ଭାଷା[ସମ୍ପାଦନା]

ଗୁଜରାଟୀ ଡୀସାର ସରକାରୀ ଭାଷା ଅଟେ ।

ପାଣିପାଗ[ସମ୍ପାଦନା]

Deesa
Climate chart (explanation)
JFMAMJJASOND
 
 
2.6
 
10
27
 
 
1.8
 
12
29
 
 
0.5
 
17
35
 
 
0.5
 
22
39
 
 
4.3
 
25
40
 
 
27
 
27
39
 
 
229
 
26
34
 
 
195
 
25
32
 
 
75
 
24
34
 
 
16
 
21
36
 
 
4
 
16
33
 
 
1.1
 
12
29
Average max. and min. temperatures in °C
Precipitation totals in mm
Source: [୨]

ପ୍ରାୟତଃ ଭାରତୀୟ ସହର ଗୁଡ଼ିକ ଗ୍ରୀଷ୍ମ ମଣ୍ଡଳୀୟ ହୋଇଥାନ୍ତି । ଡୀସାରେ ବାର୍ଷିକ ସର୍ବାଧିକ ହାରାହାରି ତାପମାତ୍ରା ୧୯.୬ ଡିଗ୍ରୀ ସେଣ୍ଟିଗ୍ରେଡ ଅନୁଭୂତ ହେଉଥିବା ବେଳେ ସର୍ବନିମ୍ନ ହାରାହାରି ତାପମାତ୍ରା ୩୩.୮ ଡିଗ୍ରୀ ସେଣ୍ଟିଗ୍ରେଡ ଅଟେ । ଏଠାରେ ବାର୍ଷିକ ହାରାହାରି ବୃଷ୍ଟିପାତ ୬୦୨.୩ mm/inches ହୋଇଥାଏ ।

Climate data for Deesa, ଭାରତ (୧୯୭୧–୨୦୦୦)
Month Jan Feb Mar Apr May Jun Jul Aug Sep Oct Nov Dec Year
ହାରାହାରି ସର୍ବାଧିକ °C (°F) 10.1
(50.2)
12.1
(53.8)
17.2
(63)
22.0
(71.6)
25.2
(77.4)
26.9
(80.4)
25.6
(78.1)
24.7
(76.5)
24.0
(75.2)
20.6
(69.1)
15.7
(60.3)
11.6
(52.9)
19.6
(67.3)
ହାରାହାରି ସର୍ବନିମ୍ନ °C (°F) 26.8
(80.2)
29.2
(84.6)
34.6
(94.3)
38.7
(101.7)
40.3
(104.5)
38.6
(101.5)
33.7
(92.7)
32.2
(90)
34.4
(93.9)
36.1
(97)
32.7
(90.9)
28.7
(83.7)
33.8
(92.8)
Average rainfall mm (inches) 2.6
(0.102)
1.8
(0.071)
0.5
(0.02)
0.5
(0.02)
4.3
(0.169)
72.2
(2.843)
229.0
(9.016)
195.3
(7.689)
75.4
(2.969)
15.7
(0.618)
4.0
(0.157)
1.1
(0.043)
602.3
(23.713)
ହାରାହାରି ମେଘାତ୍ସନ ଦିବସ 0.3 0.2 0.1 0.1 0.5 2.7 8.6 7.8 3.4 1.0 0.5 0.2 25.5
ହାରାହାରି ବିଜୁଳି ଘଡ଼ଘଡ଼ି ମାରୁଥିବା ଦିବସ 0.1 0.1 0.0 0.2 0.7 1.7 2.8 2.0 1.3 0.8 0.2 0.0 9.8

ହାରାହାରି କୁହୁଡ଼ି ଘେରା ଦିବସ 0.2 0.1 0.1 0.0 0.0 0.0 0.0 0.0 0.0 0.1 0.0 0.1 0.5
Source: India Meteorological Department (temperatures and precipitation)[୩][୪]


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.
  2. "World Weather Information Service -Deesa". Worldweather.wmo.int. 5 October 2006. Retrieved 28 June 2015.
  3. "Chennai- Climatological Information". India Meteorological Department. Retrieved 29 May 2014.
  4. India Meteorological Department. "Ever Recorded Maximum Temperature, Minimum Temperature and 24 Hours Heaviest Rainfall up to 2010" (PDF). India Meteorological Department, Pune. Retrieved 29 May 2014.

ବାହାର ଲିଙ୍କ[ସମ୍ପାଦନା]