ଡୀସା
ଦେଖଣା
Deesa
Disa | |
---|---|
city | |
Country | India |
State | Gujarat |
District | Banaskantha |
Population (2011) | |
• Total | ୧,୧୧,୧୬୦ |
Languages | |
• Official | Gujarati, Hindi |
Time zone | UTC+5:30 (IST) |
PIN | 385535 |
Telephone code | 02744-xxxxxx |
ଯାନବାହାନ ପଞ୍ଚୀକରଣ | GJ08-xxxx |
ଡୀସା ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ଗୁଜରାଟର ବନସ୍ କନ୍ଥ ଜିଲ୍ଲାରେ ଅବସ୍ଥିତ ।
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଡୀସା ସହରର ମୋଟ ଜନସଂଖ୍ୟା ୮୩୩୪୦ ଅଟେ ।[୧] ସେଥି ମଧ୍ୟରୁ ୫୨.୮୨% ଜଣ ପରୁଷ ହୋଇଥିବା ବେଳେ ୪୭.୧୮% ଜଣ ନାରୀ ଅଟନ୍ତି । ଡୀସାର ସାକ୍ଷରତା ହାର ୬୦.୯୫% ଅଟେ । ଏହା ଜାତୀୟ ହାରଠାରୁ ୩.୮୯% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୬.୬୫% ପ୍ରତିଶତ ପୁରୁଷ ଓ ୨୪.୩୦% ନାରୀ ଅଟନ୍ତି । ୧୫.୩୫% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୧]
ଭାଷା
[ସମ୍ପାଦନା]ଗୁଜରାଟୀ ଡୀସାର ସରକାରୀ ଭାଷା ଅଟେ ।
ପାଣିପାଗ
[ସମ୍ପାଦନା]Deesa | ||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
Climate chart (explanation) | ||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||
|
ପ୍ରାୟତଃ ଭାରତୀୟ ସହର ଗୁଡ଼ିକ ଗ୍ରୀଷ୍ମ ମଣ୍ଡଳୀୟ ହୋଇଥାନ୍ତି । ଡୀସାରେ ବାର୍ଷିକ ସର୍ବାଧିକ ହାରାହାରି ତାପମାତ୍ରା ୧୯.୬ ଡିଗ୍ରୀ ସେଣ୍ଟିଗ୍ରେଡ ଅନୁଭୂତ ହେଉଥିବା ବେଳେ ସର୍ବନିମ୍ନ ହାରାହାରି ତାପମାତ୍ରା ୩୩.୮ ଡିଗ୍ରୀ ସେଣ୍ଟିଗ୍ରେଡ ଅଟେ । ଏଠାରେ ବାର୍ଷିକ ହାରାହାରି ବୃଷ୍ଟିପାତ ୬୦୨.୩ mm/inches ହୋଇଥାଏ ।
Climate data for Deesa, ଭାରତ (୧୯୭୧–୨୦୦୦) | |||||||||||||
---|---|---|---|---|---|---|---|---|---|---|---|---|---|
Month | Jan | Feb | Mar | Apr | May | Jun | Jul | Aug | Sep | Oct | Nov | Dec | Year |
ହାରାହାରି ସର୍ବାଧିକ °C (°F) | 10.1 (50.2) |
12.1 (53.8) |
17.2 (63) |
22.0 (71.6) |
25.2 (77.4) |
26.9 (80.4) |
25.6 (78.1) |
24.7 (76.5) |
24.0 (75.2) |
20.6 (69.1) |
15.7 (60.3) |
11.6 (52.9) |
19.6 (67.3) |
ହାରାହାରି ସର୍ବନିମ୍ନ °C (°F) | 26.8 (80.2) |
29.2 (84.6) |
34.6 (94.3) |
38.7 (101.7) |
40.3 (104.5) |
38.6 (101.5) |
33.7 (92.7) |
32.2 (90) |
34.4 (93.9) |
36.1 (97) |
32.7 (90.9) |
28.7 (83.7) |
33.8 (92.8) |
Average rainfall mm (inches) | 2.6 (0.102) |
1.8 (0.071) |
0.5 (0.02) |
0.5 (0.02) |
4.3 (0.169) |
72.2 (2.843) |
229.0 (9.016) |
195.3 (7.689) |
75.4 (2.969) |
15.7 (0.618) |
4.0 (0.157) |
1.1 (0.043) |
602.3 (23.713) |
ହାରାହାରି ମେଘାତ୍ସନ ଦିବସ | 0.3 | 0.2 | 0.1 | 0.1 | 0.5 | 2.7 | 8.6 | 7.8 | 3.4 | 1.0 | 0.5 | 0.2 | 25.5 |
ହାରାହାରି ବିଜୁଳି ଘଡ଼ଘଡ଼ି ମାରୁଥିବା ଦିବସ | 0.1 | 0.1 | 0.0 | 0.2 | 0.7 | 1.7 | 2.8 | 2.0 | 1.3 | 0.8 | 0.2 | 0.0 | 9.8
|
ହାରାହାରି କୁହୁଡ଼ି ଘେରା ଦିବସ | 0.2 | 0.1 | 0.1 | 0.0 | 0.0 | 0.0 | 0.0 | 0.0 | 0.0 | 0.1 | 0.0 | 0.1 | 0.5 |
Source: India Meteorological Department (temperatures and precipitation)[୩][୪] |
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.
- ↑ "World Weather Information Service -Deesa". Worldweather.wmo.int. 5 October 2006. Retrieved 28 June 2015.
- ↑ "Chennai- Climatological Information". India Meteorological Department. Retrieved 29 May 2014.
- ↑ India Meteorological Department. "Ever Recorded Maximum Temperature, Minimum Temperature and 24 Hours Heaviest Rainfall up to 2010" (PDF). India Meteorological Department, Pune. Archived from the original (PDF) on 7 August 2017. Retrieved 29 May 2014.