ଦିଉ , ଭାରତ

ଉଇକିପିଡ଼ିଆ ରୁ
Jump to navigation Jump to search
Diu
City
Zampa Gateway - Diu
Zampa Gateway - Diu
Diu is located in India
Diu
Diu
Location in India
ଅବସ୍ଥିତି: 20°43′N 70°59′E / 20.71°N 70.98°E / 20.71; 70.98Coordinates: 20°43′N 70°59′E / 20.71°N 70.98°E / 20.71; 70.98
Country India
StateDaman and Diu
DistrictDiu
ସରକାର
 • ପ୍ରକାରMunicipal corporation
କ୍ଷେତ୍ରଫଳ
 • ମୋଟ km2 (ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର । acres)
ଉଚ୍ଚତା0 m (0 ft)
ଜନସଂଖ୍ୟା (2001)
 • ମୋଟ୨୧,୫୭୬
 • ଘନତା/km2 (1,400/sq mi)
Languages
 • OfficialGujarati, English
IST (UTC+5:30)
Sex ratio0.85 /

ଦିଉ , ଭାରତୀୟ ଉନିଅନ ଟେରିତରୀ ଅଞ୍ଚଳର ଦିଉ ଜିଲ୍ଲାର ମୁଖ୍ୟ ସହର । ଦିଉ ଜିଲ୍ଲା ଭାରତର 10 ତମ ସର୍ବନିମ୍ମ ଜନସଂଖ୍ୟା ବିଶିଷ୍ଟ ଜିଲ୍ଲା । 

ଦିଉ ଦ୍ୱିପର ପୂର୍ବ ଭାଗରେ ଦିଉ ସହର ଅବସ୍ଥିତ , ଏଠାରେ ଥିବା ଡୁଗ ଓ ପର୍ତୁଗୀଜ କାଠଥେଡ୍ରାଳ  ଏହାର ଦର୍ଶନୀୟ ସ୍ଥଳ । ଏହା ଏକ ମାଛଧାରା କେନ୍ଦ୍ର । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଣିତ ସ୍ମାର୍ଟ ସିଟି ଯୋଜନାରେ ଦିଉ ଅନ୍ତର୍ଭୁକ୍ତ । 



ଇତିହାସ [ସମ୍ପାଦନା]

16 ତମ ଶତାବ୍ଦୀରେ ଦିଉର ଦୃଶ୍ୟ 
1729ର ଅଙ୍କିତା ଚିତ୍ରରେ ଦିଉ ସହର ଓ ଦୁର୍ଗ .

ଏହି ସହର ଓ ଜିଲ୍ଲା ପ୍ରାଚୀନ ସୌରାସ୍ତ୍ର ଅଞ୍ଚଳରେ ଥାଇ ଏକ ମୁଖ୍ୟ ବନ୍ଦର ଓ ବାଣିଜ୍ୟ କେନ୍ଦ୍ର ଥିଲା । 1509 ମସିହାରେ ଏଠାକୁ ଅଧିକାର କରିବାକୁ ପର୍ତୁଗୀଜ ଓ ତୁର୍କୀର ସେନାଙ୍କ ମଧ୍ୟରେ ଯୁଦ୍ଧ ହେଇଥିଲା । ତୁର୍କୀ ସହ ଇଜିପଟ , ଗୁଜରାଟ ସୁଲତାନ , ରାଗୁସା ଗଣତନ୍ତ୍ର ଯୁଦ୍ଧରେ ମିଳିତ ଥିଲେ ।  

1535ରେ ଗୁଜରାଟର ସୁଲତାନ ବାହାଦୁର ଶାହ ପର୍ତୁଗୀଯ ମାନଙ୍କ ସହ ସାଲିସ କରିଥିଲେ ଓ ପର୍ତୁଗୀଜ ମାନଙ୍କୁ ଦିଉ ଫୋର୍ଟ ବ୍ୟବହାର ପାଇଁ ଦେଇଥିଲେ । ପରେ ସୁଲତାନ ପଟୁଗୀଜ ମାନଙ୍କଦ୍ୱାରା ନିହତ ହେଇଥିଲେ । 

ବାସିନ୍ଦା [ସମ୍ପାଦନା]

ଦିଉ ରାସ୍ତାର ଦୃଶ୍ୟ 

ଭାଷା [ସମ୍ପାଦନା]

The languages spoken in Diu include Gujarati, Portuguese, English and Hindi.

ଜନ ଆବାଦି[ସମ୍ପାଦନା]

2001 ଜନଗଣନା ରେ[୧] ଦିଉର ଲୋକ ସଂଖ୍ୟା 21,576 ଥିବାରଜଣା  ଯାଏ । ଏହା ମଧ୍ୟରୁ 54% ମହିଳା ଓ 46% ପୁରୁଷ ଥିଲେ । ସାକ୍ଷ୍ୟରତା ହାର 71% ଥିବା ବେଳେ 6 ବର୍ଷରୁ କମ ଆବାଡି 13% ଥିଲା । 

ଭୌଗୋଳିକ ସ୍ଥିତି ଓ ଜଳବାଯୁ [ସମ୍ପାଦନା]

ସେଣ୍ଟ ପାଲଙ୍କ ଚର୍ଚ 
ଦିଉ ଫୋର୍ଟ 
ଜଳନ୍ଧର ବେଳାଭୂମି ନିକଟସ୍ଥ ନାଇଦା ଗୁମ୍ଫା 

ଦିଉର ଭୌଗୋଳିକ ଅବସ୍ଥିତି  20°43′N 70°59′E / 20.71°N 70.98°E / 20.71; 70.98[୨].ଏହି ଅଞ୍ଚଳ ସମୁଦ୍ର ପତ୍ତନ ସହ ସମତୁଲ ଭାବେ ରହିଛି । 

ସାଧାରଣ ସୂଚନା [ସମ୍ପାଦନା]

ଦିଉରେ ଫୋର୍ଟ ବ୍ଯତୀତ କୌଣଶି ଉତ୍ଛ ନିର୍ମାଣ ନାହି । ଦିଉ ଫୋର୍ଟ 1535 ମସିହା ରେ[୩] ପର୍ତୁଗୀଜ ମାନଙ୍କଦ୍ୱାରା ସ୍ଥାପିତ ହେଇଥିଲା । 1610 ମସିହାରେ ନିର୍ମିତ ଏକ ଚର୍ଚ ସହ ଏଠାରେ ଗଙ୍ଗେଶ୍ୱର ବେଳାଭୂମିଠାରେ ଏକ ଶିବ ମନ୍ଦିର ମଧ୍ୟ ରହିଛି । 


ଗମନାଗମନ 

ଗୁଜରାଟର ଉନା ଅଞ୍ଚଳରୁ ଏଠାକୁ ଯାତାୟାତ ସୁବିଧା ରହିଛି । ଦିଉ ଏୟାରପୋର୍ଟକୁ ଏୟାର  ଇଣ୍ଡିଆ ଓ ଜେଟ ଏୟାର ତରଫରୁ ବିମାନ ସେବା ମଧ୍ୟ ରହିଛି । ସହରରେ ହୋଟେଲ , ପର୍ଯ୍ୟଟକ ରହଣି , ଅବସର ବିନୋଦ କେନ୍ଦ୍ର ସବୁ ରହିଛି । 

ଦିଉ ଓ ଡାମନକୁ ଲୋକେ ଏକ ସାଙ୍ଗରେ ନିଅନ୍ତି , କିନ୍ତୁ ଡାମନ ଏଠାରୁ 650 କିଲୋମିଟର ଦୂର । 

ପୁନଶ୍ଚ ଦେଖଣା [ସମ୍ପାଦନା]

  • Simbor

ଆଧାର ସମୂହ [ସମ୍ପାଦନା]

  1. "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.
  2. Falling Rain Genomics, Inc - Diu
  3. Bradnock, Roma (2004). Footprint India. Diu town. Footprint Travel Guides. pp. 1171–72. ISBN 978-1-904777-00-7. Retrieved 2011-03-01.