ଦାରଭଙ୍ଗା

ଉଇକିପିଡ଼ିଆ ରୁ
Jump to navigation Jump to search
Darbhanga
दरभंगा
Metropolitan City
ଅନ୍ୟନାମ: Medical city
Darbhanga is located in Bihar
Darbhanga
Darbhanga
Location in Bihar, India
Coordinates: 26°10′N 85°54′E / 26.17°N 85.9°E / 26.17; 85.9Coordinates: 26°10′N 85°54′E / 26.17°N 85.9°E / 26.17; 85.9
Country India
State Bihar
District Darbhanga
ଉଚ୍ଚତା 52 m (171 ft)
Population (2011)
 • Total ୩୦୬
Languages
 • Official Maithili
 • Other hindi, Bengali, urdu, Marwari, Sindhi,Nepali
IST (UTC+5:30)
ପିନ କୋଡ଼ 8460xx
Telephone code 06272
ଗାଡ଼ି ପଞ୍ଜିକରଣ BR 07
Sex ratio 910:1000 /
Lok Sabha constituency Darbhanga
Vidhan Sabha constituency Darbhanga, Darbhanga Rural
ୱେବସାଇଟ darbhanga.bih.nic.in


ଦାରଭଙ୍ଗା ଏକ ଭାରତୀୟ ପୌର ପରିଷଦ (Municipal Corporation) ଅଟେ । ଏହା ବିହାରର ଦର୍‌‌ଭଙ୍ଗ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ଦାରଭଙ୍ଗା ୨୬.୧୫୨୨ ଉତ୍ତର ଅକ୍ଷାଂଶ ଓ ୮୫.୮୯୭୧ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୨୭ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଦାରଭଙ୍ଗା ସହରର ମୋଟ ଜନସଂଖ୍ୟା ୨୬୬୮୩୪ ଅଟେ ।[୨] ସେଥି ମଧ୍ୟରୁ ୫୩.୨୩% ଜଣ ପରୁଷ ହୋଇଥିବା ବେଳେ ୪୬.୭୭% ଜଣ ନାରୀ ଅଟନ୍ତି । ଦାରଭଙ୍ଗାର ସାକ୍ଷରତା ହାର ୬୪.୩୦% ଅଟେ । ଏହା ଜାତୀୟ ହାର ଠାରୁ ୦.୫୪% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୮.୨୮% ପ୍ରତିଶତ ପୁରୁଷ ଓ ୨୬.୦୨% ନାରୀ ଅଟନ୍ତି । ୧୪.୯୯% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ହିନ୍ଦୀ ଦାରଭଙ୍ଗାର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]