Jump to content

ତ୍ରିଧା ଚୌଧୁରୀ

ଉଇକିପିଡ଼ିଆ‌ରୁ
ତ୍ରିଧା ଚୌଧୁରୀ
ଜନ୍ମ
Alma materସ୍କଟିସ ଚର୍ଚ୍ଚ କଲେଜ, କଲିକତା
ପେଷାଅଭିନେତ୍ରୀ
କାର୍ଯ୍ୟକାଳ୨୦୧୩–ଏବେଯାଏଁ

ତ୍ରିଧା ଚୌଧୁରୀ, ଜଣେ ଭାରତୀୟ ଅଭିନେତ୍ରୀ । ସେ ହିନ୍ଦୀ ଦୂରଦର୍ଶନ ଧାରାବାହିକ, ୱେବ୍ ସିରଜ୍‌, ବଙ୍ଗଳା ତଥା ତେଲୁଗୁ କଥାଚିତ୍ର ଜଗତରେ କାମ କରନ୍ତି ।[୨] ୨୦୧୧ ମସିହାରେ, ସେ କ୍ଲିନ୍ ଆଣ୍ଡ୍ କ୍ଲିଅର୍ ଟାଇମ୍ସ ଇଣ୍ଡିଆ ଫ୍ରେଶ୍‌ଫେସ୍ ପୁରସ୍କାର ପାଇଥିଲେ ।[୩] ୨୦୧୩ ମସିହାରେ, ତାଙ୍କ ଅଭିନୀତ ପ୍ରଥମ ବଙ୍ଗଳା କଥାଚିତ୍ର ମିଶାୱର ରହସ୍ୟ ମୁକ୍ତିଲାଭ କରିଥିଲା । ୨୦୧୬ ମସିହାରେ, ସେ ଷ୍ଟାର୍ ପ୍ଲସ୍‌ରେ ପ୍ରସାରିତ ହିନ୍ଦୀ ଧାରାବାହିକ ଦହଲୀଜ ଜରିଆରେ ଦୂରଦର୍ଶନରେ ଅଭିନୟ କରିବା ଆରମ୍ଭ କରିଥିଲେ । ଆନନ୍ଦ ତିୱାରୀଙ୍କ ନିର୍ଦ୍ଦେଶିତ ୱେବ୍ ସିରିଜ୍ ବନ୍ଦିଶ୍ ବଣ୍ଡିଟ ଓ ଏମ୍ଏକ୍ସ ପ୍ଲେୟାର୍‌ରେ ଷ୍ଟ୍ରିମିଂ ହୋଇଥିବା ପ୍ରକାଶ ଝାଙ୍କ ୱେବ୍ ସିରିଜ୍ ଆଶ୍ରମରେ କାମ କରିଥିଲେ ।[୪]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

[ସମ୍ପାଦନା]

ସେ ପଶ୍ଚିମ ବଙ୍ଗର କଲିକତାରେ ଜନ୍ମଗ୍ରହଣ କରିଥିଲେ ।[୧] ସେ ଏମ୍.ପି. ବିର୍ଲା ଫାଉଣ୍ଡେସନ୍ ହାୟର୍ ସେକେଣ୍ଡାରୀ ସ୍କୁଲରେ ପଢ଼ିଥିଲେ ଏବଂ ପରେ ସ୍କଟିସ ଚର୍ଚ୍ଚ କେଲଜରେ ପଢ଼ିଥିଲେ ।[୫] ସେ ଜଣେ ମାଇକ୍ରୋ ବାଇଓଲୋଜିଷ୍ଟ ।[୬]

ମିଡିଆ

[ସମ୍ପାଦନା]

୨୦୨୦ ମସିହାରେ, ଦି ଟାଇମ୍ସ ଅଫ୍ ଇଣ୍ଡିଆଦ୍ୱାରା କରାଯାଇଥିଲା "ମୋଷ୍ଟ ଡିଜାୟର୍‌ଏବଲ୍ ଓମେନ୍ ଲିଷ୍ଟ"ରେ ୧୩ ନଂ ସ୍ଥାନରେ ଥିଲେ ।[୭]

ଅଭିନୟ ଜୀବନ

[ସମ୍ପାଦନା]

ଅଭିନୀତ କଥାଚିତ୍ର

[ସମ୍ପାଦନା]
YearTitleRoleLanguage NotesRef.
୨୦୧୩ମିଶାୱର ରହସ୍ୟରିନିବଙ୍ଗଳା
୨୦୧୪ଜୋଡ଼ି ଲଭ୍ ଦିଲେ ନେ ପ୍ରାଣେଆହେଲି
ଖାଦ୍ମେଘ୍ନା
୨୦୧୫ସୁର୍ଯ୍ୟ ସୂର୍ଯ୍ୟସଞ୍ଜନାତେଲୁଗୁ [୮]
ମେରି କ୍ରିଷମାସରିୟାବଙ୍ଗଳା [୯]
୨୦୧୬ଖ୍ୱଟୋସୋହାଗ
୨୦୧୮ମନସୁକୁ ନାଚିନ୍ଦିନିକିତାତେଲୁଗୁ [୮]
୨୦୧୯ଶେଷ ଥେକେ ଶୁରୁଯସ୍ମିନବଙ୍ଗଳା
୭ପ୍ରିୟାତେଲୁଗୁ/ତାମିଲ
୨୦୨୦ଅନୁକୁନ୍ନାଡ଼ି ଓକାଟି ଅୟିନାଡ଼ି ଓକାଟିତ୍ରିଧାତେଲୁଗୁ
୨୦୨୩ ବୁମେରାଙ୍ଗ ରାଧା ବଙ୍ଗଳା [୧୦]

କ୍ଷୁଦ୍ର ଚଳଚ୍ଚିତ୍ର

[ସମ୍ପାଦନା]
YearTitleRoleLanguageRef.
୨୦୨୦ ହବା ଗୋବା ନିଜ ହିନ୍ଦୀ
୨୦୨୨ ଆରେଞ୍ଜଡ୍ ରିଚା [୧୧]

ଦୂରଦର୍ଶନ

[ସମ୍ପାଦନା]
ବର୍ଷଧାରାବାହିକଭୂମିକାମନ୍ତବ୍ୟ
୨୦୧୬ଦହଲୀଜସ୍ୱାଧୀନତା ସିହ୍ନା

ୱେବ୍ ସିରିଜ୍

[ସମ୍ପାଦନା]
ବର୍ଷ ସିରିଜ୍ ଭୂମିକା
୨୦୧୭ସ୍ପଟ୍‌ଲାଇଟ୍ସାନା ସନ୍ୟାଲ
୨୦୧୮ ଶେଇ ଜେ ହୋଲୁଦ ପଖି ବୈଦେହୀ
ଦୁଲ୍ହା ୱାଣ୍ଟେଡ୍ ଆରତୀ
୨୦୨୦ ଆଶ୍ରମ ବବିତା
ଦି ଚାର୍ଗେଶୀତ: ଇନୋସେଣ୍ଟ ଅର୍ ଗିଲ୍ଟି ଅନ୍ତରା
ବନ୍ଦିଶ୍ ବଣ୍ଡିଟ ସନ୍ଧ୍ୟା
୨୦୨୩ ସିନ୍- ୱିସ୍ପର୍ସ ଅଫ୍ ଗିଲ୍ଟି ରୁମି

ମ୍ୟଜିକ୍ ଭିଡିଓ

[ସମ୍ପାଦନା]
Year Title Singer Ref.
୨୦୨୨ ଧୋକେବାଜ ଅଫସାନା ଖାନ୍ [୧୨]
୨୦୨୩ ତେରେ ମେରେ ଅସୀସ କୌର, ଷ୍ଟେବିନ ବେନ୍ [୧୩]
ଧୁଆଁ ଧୁଆଁ ନକାଶ ଅଜିଜ [୧୪]
  1. 1 2 "Birthday Special! Tridha Choudhury is a sight to behold in her Instagram PHOTOS". The Times of India. 22 November 2019. Retrieved 25 May 2021.
  2. ↑ "Tridha Choudhury Gives Golden Hour In Dubai A Fierce Touch With Her Very Own Golden Swimsuit". Swirlster. Archived from the original on 2023-10-26. Retrieved 2024-09-26.
  3. ↑ Zinia Sen (15 November 2011). "Clean & Clear Calcutta Times Fresh Face's grand finale". The Times of India. Retrieved 25 May 2021.
  4. ↑ "Ashram's Babita Bhabhi got her shirt opened and bold photoshoot done, see picture - News Hindian" (in ଆମେରିକୀୟ ଇଂରାଜୀ). 21 October 2022. Retrieved 21 October 2022.
  5. ↑ "Crowning glory for rising stars". The Times of India. 15 November 2011. Retrieved 25 May 2021.
  6. ↑ Tridha Choudhury On Her Acting Career. Youtube. 21 August 2021. Retrieved 18 October 2023.
  7. ↑ "The Times Most Desirable Women of 2020 - Times of India". The Times of India (in ଇଂରାଜୀ). Retrieved 7 August 2021.
  8. 1 2 "Tridha debuts in South love story". The Times of India. 11 January 2017. Retrieved 25 May 2021.
  9. ↑ "Merry Christmas, Short Film on Home Delivery Experience". 23 December 2015 – via YouTube.
  10. ↑ "Jeet: প্রসেনজিতের পরেই জিৎ! শৌভিকের আগামী দু'টি ছবির নায়ক 'রাবণ'?".
  11. ↑ "Arranged Review: Rithvik & Tridha shine in this thought-provoking drama", The Times of India, retrieved 10 May 2022
  12. ↑ "Vivek Oberoi and Tridha Choudhury come together for Jaani's new song Dhokebaaz". Firstpost (in ଇଂରାଜୀ). 29 April 2022. Retrieved 10 May 2022.
  13. ↑ "DRJ Records releases 'Tere Mere' by Javed-Mohsin featuring Gurmeet Choudhary & Tridha Choudhary". The Times of India. ISSN 0971-8257. Retrieved 20 March 2023.
  14. ↑ "वेब सीरीज 'आश्रम' की त्रिधा चौधरी अब 'धुआं-धुआं' से मचाएंगी धमाल, इंटरनेट पर छाया अंडरवाटर VIDEO". News18 हिंदी (in ହିନ୍ଦୀ). 2 February 2023. Retrieved 11 February 2023.[permanent dead link]

ବାହାର ଲିଙ୍କ୍

[ସମ୍ପାଦନା]