Jump to content

ତ୍ରିଧା ଚୌଧୁରୀ

ଉଇକିପିଡ଼ିଆ‌ରୁ
ତ୍ରିଧା ଚୌଧୁରୀ
ଜନ୍ମ
ଶିକ୍ଷାନୁଷ୍ଠାନସ୍କଟିସ ଚର୍ଚ୍ଚ କଲେଜ, କଲିକତା
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୩–ଏବେଯାଏଁ
ପ୍ରସିଦ୍ଧିଦହଲୀଜ୍ (ଟିଭି ଧାରାବାହିକ)
ଆଶ୍ରମ (ୱେଜ୍ ସିରିଜ୍)

ତ୍ରିଧା ଚୌଧୁରୀ, ଜଣେ ଭାରତୀୟ ଅଭିନେତ୍ରୀ । ସେ ହିନ୍ଦୀ ଦୂରଦର୍ଶନ ଧାରାବାହିକ, ୱେବ୍ ସିରଜ୍‌, ବଙ୍ଗଳା ତଥା ତେଲୁଗୁ କଥାଚିତ୍ର ଜଗତରେ କାମ କରନ୍ତି ।[] ୨୦୧୧ ମସିହାରେ, ସେ କ୍ଲିନ୍ ଆଣ୍ଡ୍ କ୍ଲିଅର୍ ଟାଇମ୍ସ ଇଣ୍ଡିଆ ଫ୍ରେଶ୍‌ଫେସ୍ ପୁରସ୍କାର ପାଇଥିଲେ ।[] ୨୦୧୩ ମସିହାରେ, ତାଙ୍କ ଅଭିନୀତ ପ୍ରଥମ ବଙ୍ଗଳା କଥାଚିତ୍ର ମିଶାୱର ରହସ୍ୟ ମୁକ୍ତିଲାଭ କରିଥିଲା । ୨୦୧୬ ମସିହାରେ, ସେ ଷ୍ଟାର୍ ପ୍ଲସ୍‌ରେ ପ୍ରସାରିତ ହିନ୍ଦୀ ଧାରାବାହିକ ଦହଲୀଜ ଜରିଆରେ ଦୂରଦର୍ଶନରେ ଅଭିନୟ କରିବା ଆରମ୍ଭ କରିଥିଲେ । ଆନନ୍ଦ ତିୱାରୀଙ୍କ ନିର୍ଦ୍ଦେଶିତ ୱେବ୍ ସିରିଜ୍ ବନ୍ଦିଶ୍ ବଣ୍ଡିଟ ଓ ଏମ୍ଏକ୍ସ ପ୍ଲେୟାର୍‌ରେ ଷ୍ଟ୍ରିମିଂ ହୋଇଥିବା ପ୍ରକାଶ ଝାଙ୍କ ୱେବ୍ ସିରିଜ୍ ଆଶ୍ରମରେ କାମ କରିଥିଲେ ।[]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

[ସମ୍ପାଦନା]

ସେ ପଶ୍ଚିମ ବଙ୍ଗର କଲିକତାରେ ଜନ୍ମଗ୍ରହଣ କରିଥିଲେ ।[] ସେ ଏମ୍.ପି. ବିର୍ଲା ଫାଉଣ୍ଡେସନ୍ ହାୟର୍ ସେକେଣ୍ଡାରୀ ସ୍କୁଲରେ ପଢ଼ିଥିଲେ ଏବଂ ପରେ ସ୍କଟିସ ଚର୍ଚ୍ଚ କେଲଜରେ ପଢ଼ିଥିଲେ ।[] ସେ ଜଣେ ମାଇକ୍ରୋ ବାଇଓଲୋଜିଷ୍ଟ ।[]

ମିଡିଆ

[ସମ୍ପାଦନା]

୨୦୨୦ ମସିହାରେ, ଦି ଟାଇମ୍ସ ଅଫ୍ ଇଣ୍ଡିଆ ଦ୍ୱାରା କରାଯାଇଥିଲା "ମୋଷ୍ଟ ଡିଜାୟର୍‌ଏବଲ୍ ଓମେନ୍ ଲିଷ୍ଟ"ରେ ୧୩ ନଂ ସ୍ଥାନରେ ଥିଲେ ।[]

ଅଭିନୟ ଜୀବନ

[ସମ୍ପାଦନା]

ଅଭିନୀତ କଥାଚିତ୍ର

[ସମ୍ପାଦନା]
Year Title Role Language Notes Ref.
୨୦୧୩ ମିଶାୱର ରହସ୍ୟ ରିନି ବଙ୍ଗଳା
୨୦୧୪ ଜୋଡ଼ି ଲଭ୍ ଦିଲେ ନେ ପ୍ରାଣେ ଆହେଲି
ଖାଦ୍ ମେଘ୍ନା
୨୦୧୫ ସୁର୍ଯ୍ୟ ସୂର୍ଯ୍ୟ ସଞ୍ଜନା ତେଲୁଗୁ []
ମେରି କ୍ରିଷମାସ ରିୟା ବଙ୍ଗଳା []
୨୦୧୬ ଖ୍ୱଟୋ ସୋହାଗ
୨୦୧୮ ମନସୁକୁ ନାଚିନ୍ଦି ନିକିତା ତେଲୁଗୁ []
୨୦୧୯ ଶେଷ ଥେକେ ଶୁରୁ ଯସ୍ମିନ ବଙ୍ଗଳା
ପ୍ରିୟା ତେଲୁଗୁ/ତାମିଲ
୨୦୨୦ ଅନୁକୁନ୍ନାଡ଼ି ଓକାଟି ଅୟିନାଡ଼ି ଓକାଟି ତ୍ରିଧା ତେଲୁଗୁ
୨୦୨୩ ବୁମେରାଙ୍ଗ ରାଧା ବଙ୍ଗଳା [୧୦]

କ୍ଷୁଦ୍ର ଚଳଚ୍ଚିତ୍ର

[ସମ୍ପାଦନା]
Year Title Role Language Ref.
୨୦୨୦ ହବା ଗୋବା ନିଜ ହିନ୍ଦୀ
୨୦୨୨ ଆରେଞ୍ଜଡ୍ ରିଚା [୧୧]

ଦୂରଦର୍ଶନ

[ସମ୍ପାଦନା]
ବର୍ଷ ଧାରାବାହିକ ଭୂମିକା ମନ୍ତବ୍ୟ
୨୦୧୬ ଦହଲୀଜ ସ୍ୱାଧୀନତା ସିହ୍ନା

ୱେବ୍ ସିରିଜ୍

[ସମ୍ପାଦନା]
ବର୍ଷ ସିରିଜ୍ ଭୂମିକା
୨୦୧୭ ସ୍ପଟ୍‌ଲାଇଟ୍ ସାନା ସନ୍ୟାଲ
୨୦୧୮ ଶେଇ ଜେ ହୋଲୁଦ ପଖି ବୈଦେହୀ
ଦୁଲ୍ହା ୱାଣ୍ଟେଡ୍ ଆରତୀ
୨୦୨୦ ଆଶ୍ରମ ବବିତା
ଦି ଚାର୍ଗେଶୀତ: ଇନୋସେଣ୍ଟ ଅର୍ ଗିଲ୍ଟି ଅନ୍ତରା
ବନ୍ଦିଶ୍ ବଣ୍ଡିଟ ସନ୍ଧ୍ୟା
୨୦୨୩ ସିନ୍- ୱିସ୍ପର୍ସ ଅଫ୍ ଗିଲ୍ଟି ରୁମି

ମ୍ୟଜିକ୍ ଭିଡିଓ

[ସମ୍ପାଦନା]
Year Title Singer Ref.
୨୦୨୨ ଧୋକେବାଜ ଅଫସାନା ଖାନ୍ [୧୨]
୨୦୨୩ ତେରେ ମେରେ ଅସୀସ କୌର, ଷ୍ଟେବିନ ବେନ୍ [୧୩]
ଧୁଆଁ ଧୁଆଁ ନକାଶ ଅଜିଜ [୧୪]
  1. ୧.୦ ୧.୧ "Birthday Special! Tridha Choudhury is a sight to behold in her Instagram PHOTOS". The Times of India. 22 November 2019. Retrieved 25 May 2021.
  2. "Tridha Choudhury Gives Golden Hour In Dubai A Fierce Touch With Her Very Own Golden Swimsuit". Swirlster.
  3. Zinia Sen (15 November 2011). "Clean & Clear Calcutta Times Fresh Face's grand finale". The Times of India. Retrieved 25 May 2021.
  4. "Ashram's Babita Bhabhi got her shirt opened and bold photoshoot done, see picture - News Hindian" (in ଆମେରିକୀୟ ଇଂରାଜୀ). 21 October 2022. Retrieved 21 October 2022.
  5. "Crowning glory for rising stars". The Times of India. 15 November 2011. Retrieved 25 May 2021.
  6. Tridha Choudhury On Her Acting Career. Youtube. 21 August 2021. Retrieved 18 October 2023.
  7. "The Times Most Desirable Women of 2020 - Times of India". The Times of India (in ଇଂରାଜୀ). Retrieved 7 August 2021.
  8. ୮.୦ ୮.୧ "Tridha debuts in South love story". The Times of India. 11 January 2017. Retrieved 25 May 2021.
  9. "Merry Christmas, Short Film on Home Delivery Experience". 23 December 2015 – via YouTube.
  10. "Jeet: প্রসেনজিতের পরেই জিৎ! শৌভিকের আগামী দু'টি ছবির নায়ক 'রাবণ'?".
  11. "Arranged Review: Rithvik & Tridha shine in this thought-provoking drama", The Times of India, retrieved 10 May 2022
  12. "Vivek Oberoi and Tridha Choudhury come together for Jaani's new song Dhokebaaz". Firstpost (in ଇଂରାଜୀ). 29 April 2022. Retrieved 10 May 2022.
  13. "DRJ Records releases 'Tere Mere' by Javed-Mohsin featuring Gurmeet Choudhary & Tridha Choudhary". The Times of India. ISSN 0971-8257. Retrieved 20 March 2023.
  14. "वेब सीरीज 'आश्रम' की त्रिधा चौधरी अब 'धुआं-धुआं' से मचाएंगी धमाल, इंटरनेट पर छाया अंडरवाटर VIDEO". News18 हिंदी (in ହିନ୍ଦୀ). 2 February 2023. Retrieved 11 February 2023.

ବାହାର ଲିଙ୍କ୍

[ସମ୍ପାଦନା]