ତେରଦାଲ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Terdal
Teradala, Theradal
town
ଦେଶ India
ରାଜ୍ୟKarnataka
ଜିଲ୍ଲାBagalkot Taluka = Terdal
Elevation
536 m (1,759 ft)
Population
 (2011)[୧]
 • Total୨୬,୦୮୮
ଭାଷା
 • ସରକାରୀKannada
Time zoneUTC+5:30 (IST)
PIN
587315

ତେରଦାଲ ଏକ ଭାରତୀୟ ସହର ପଞ୍ଚାୟତ (Town Panchayat) ଅଟେ । ଏହା କର୍ଣ୍ଣାଟକର ବଗଲ୍କୋତ୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ତେରଦାଲ ୧୬.୪୯୩୮ ଉତ୍ତର ଅକ୍ଷାଂଶ ଓ ୭୫.୦୪୬୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୭୪୮ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ତେରଦାଲ ସହରର ମୋଟ ଜନସଂଖ୍ୟା ୨୩୬୪୨ ଅଟେ ।[୩] ସେଥି ମଧ୍ୟରୁ ୫୦.୭୮% ଜଣ ପରୁଷ ହୋଇଥିବା ବେଳେ ୪୯.୨୨% ଜଣ ନାରୀ ଅଟନ୍ତି । ତେରଦାଲର ସାକ୍ଷରତା ହାର ୫୩.୫୦% ଅଟେ । ଏହା ଜାତୀୟ ହାରଠାରୁ ୧୧.୩୪% ପ୍ରତିଶତ କମ ଅଟେ । ସେଥିରୁ ୩୧.୭୭% ପ୍ରତିଶତ ପୁରୁଷ ଓ ୨୧.୭୩% ନାରୀ ଅଟନ୍ତି । ୧୩.୭୯% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା[ସମ୍ପାଦନା]

କନ୍ନଡ ତେରଦାଲର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. http://www.censusindia.gov.in/pca/SearchDetails.aspx?Id=639799
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]