ତାଲାଜା

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Talaja, Gujarat, India
તળાજા
city
ଦେଶ India
ରାଜ୍ୟGujarat
ଜିଲ୍ଲାBhavnagar
Elevation
19 m (62 ft)
Population
 (2001)[୧]
 • Total୨୭,୮୨୨
ଭାଷା
 • ସରକାରୀGujarati, Hindi
Time zoneUTC+5:30 (IST)
Taaldhwaj hill - Talaja

ତାଲାଜା ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଗୁଜରାଟର ‌‌ଭବ୍‌‌ନଗର ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ତାଲାଜା ୨୧.୩୫୨୭ ଉତ୍ତର ଅକ୍ଷାଂଶ ଓ ୭୨.୦୩୫୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୭୮ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ତାଲାଜା ସହରର ମୋଟ ଜନସଂଖ୍ୟା ୨୬୧୮୭ ଅଟେ ।[୩] ସେଥି ମଧ୍ୟରୁ ୫୧.୧୮% ଜଣ ପରୁଷ ହୋଇଥିବା ବେଳେ ୪୮.୮୨% ଜଣ ନାରୀ ଅଟନ୍ତି । ତାଲାଜାର ସାକ୍ଷରତା ହାର ୬୧.୬୬% ଅଟେ । ଏହା ଜାତୀୟ ହାରଠାରୁ ୩.୧୮% ପ୍ରତିଶତ କମ ଅଟେ । ସେଥିରୁ ୩୪.୬୫% ପ୍ରତିଶତ ପୁରୁଷ ଓ ୨୭.୦୧% ନାରୀ ଅଟନ୍ତି । ୧୫.୧୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା[ସମ୍ପାଦନା]

ଗୁଜରାଟୀ ତାଲାଜାର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. http://www.censusindia.gov.in/pca/SearchDetails.aspx?Id=547252
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]