Jump to content

ତାନୁକୁ

ଉଇକିପିଡ଼ିଆ‌ରୁ
ତାନୁକୁ
తణుకు
ଦେଶଭାରତ
ରାଜ୍ୟଆନ୍ଧ୍ରା ପ୍ରଦେଶ
ଜିଲ୍ଲାପଶ୍ଚିମ ଗୋଦାବରି
Government
  BodyMunicipality
  MLAଅରିମିଲ୍ଲି ରାଧା କ୍ରିଷ୍ନା
Population
 (୨୦୧୧)[]
  Total୭୨,୩୪୮
ଭାଷା
  ସରକାରୀତେଲୁଗୁ
Time zoneUTC+5:30 (IST)
PIN
୫୩୪୨୧୧
Telephone code+91–8819
ଯାନବାହାନ ପଞ୍ଚୀକରଣଏପି-୩୭

ତାନୁକୁ ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ଆନ୍ଧ୍ର ପ୍ରଦେଶର ୱେସ୍ତ୍ ଗୋଦବରି ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି

[ସମ୍ପାଦନା]

ତାନୁକୁ ୧୬.୭୫୩୨ ଉତ୍ତର ଅକ୍ଷାଂଶ ଓ ୮୧.୬୮୪୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୩୯ ଫୁଟ ଉଚ୍ଚତାରେ ରହିଛି ।[]

ଜନସଂଖ୍ୟା ଓ ସାକ୍ଷରତା

[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ତାନୁକୁ ସହରର ମୋଟ ଜନସଂଖ୍ୟା ୬୬୭୭୯ ଅଟେ ।[] ସେଥି ମଧ୍ୟରୁ ୪୯.୬୬% ଜଣ ପରୁଷ ହୋଇଥିବା ବେଳେ ୫୦.୩୪% ଜଣ ନାରୀ ଅଟନ୍ତି । ତାନୁକୁର ସାକ୍ଷରତା ହାର ୭୫.୦୨% ଅଟେ । ଏହା ଜାତୀୟ ହାରଠାରୁ ୧୦.୧୮% ପ୍ରତିଶତ କମ ଅଟେ । ସେଥିରୁ ୩୮.୭୧% ପ୍ରତିଶତ ପୁରୁଷ ଓ ୩୬.୩୨% ନାରୀ ଅଟନ୍ତି । ୧୦.୬୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[]

ତେଲୁଗୁ ତାନୁକୁର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ

[ସମ୍ପାଦନା]
  1. "Census 2011". The Registrar General & Census Commissioner, India. Retrieved 19 March 2015.
  2. "Directory of Cities, Towns, and Regions in India". Retrieved 27 September 2015.
  3. 1 2 "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ

[ସମ୍ପାଦନା]