ତାନୁକୁ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ତାନୁକୁ
తణుకు
ଦେଶଭାରତ
ରାଜ୍ୟଆନ୍ଧ୍ରା ପ୍ରଦେଶ
ଜିଲ୍ଲାପଶ୍ଚିମ ଗୋଦାବରି
Government
 • BodyMunicipality
 • MLAଅରିମିଲ୍ଲି ରାଧା କ୍ରିଷ୍ନା
Population
 (୨୦୧୧)[୧]
 • Total୭୨,୩୪୮
ଭାଷା
 • ସରକାରୀତେଲୁଗୁ
Time zoneUTC+5:30 (IST)
PIN
୫୩୪୨୧୧
Telephone code+91–8819
ଯାନବାହାନ ପଞ୍ଚୀକରଣଏପି-୩୭

ତାନୁକୁ ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଆନ୍ଧ୍ର ପ୍ରଦେଶର ୱେସ୍ତ୍ ଗୋଦବରି ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ତାନୁକୁ ୧୬.୭୫୩୨ ଉତ୍ତର ଅକ୍ଷାଂଶ ଓ ୮୧.୬୮୪୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୩୯ ଫୁଟ ଉଚ୍ଚତାରେ ରହିଛି ।[୩]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ତାନୁକୁ ସହରର ମୋଟ ଜନସଂଖ୍ୟା ୬୬୭୭୯ ଅଟେ ।[୪] ସେଥି ମଧ୍ୟରୁ ୪୯.୬୬% ଜଣ ପରୁଷ ହୋଇଥିବା ବେଳେ ୫୦.୩୪% ଜଣ ନାରୀ ଅଟନ୍ତି । ତାନୁକୁର ସାକ୍ଷରତା ହାର ୭୫.୦୨% ଅଟେ । ଏହା ଜାତୀୟ ହାରଠାରୁ ୧୦.୧୮% ପ୍ରତିଶତ କମ ଅଟେ । ସେଥିରୁ ୩୮.୭୧% ପ୍ରତିଶତ ପୁରୁଷ ଓ ୩୬.୩୨% ନାରୀ ଅଟନ୍ତି । ୧୦.୬୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]

ଭାଷା[ସମ୍ପାଦନା]

ତେଲୁଗୁ ତାନୁକୁର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Census 2011". The Registrar General & Census Commissioner, India. Retrieved 19 March 2015.
  2. "Basic Information of Municipality". Tanuku Municipality. Archived from the original on 18 December 2014. Retrieved 19 March 2015.
  3. "Directory of Cities, Towns, and Regions in India". Retrieved 27 September 2015.
  4. ୪.୦ ୪.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]