Jump to content

ଡ୍ରକ୍ସିଡୋପା

ଉଇକିପିଡ଼ିଆ‌ରୁ
ଡ୍ରକ୍ସିଡୋପା
Clinical data
Pronunciationdrox" i doe' pa[]
Trade namesNorthera
Synonymsβ,3-Dihydroxytyrosine, L-DOPS,L-threo-dihydroxyphenylserine, L-threo-DOPS, SM-5688
AHFS/Drugs.commonograph
MedlinePlusa614025
data
Pregnancy
category
  • US: C (Risk not ruled out)
    Routes of
    administration
    By mouth
    Legal status
    Legal status
    Pharmacokinetic data
    Bioavailability90%
    MetabolismLiver
    Elimination half-life1.5 hours
    ExcretionKidney
    Identifiers
    • (2S,3R)-2-Amino-3-(3,4-dihydroxyphenyl)-3-hydroxypropanoic acid
    ECHA InfoCard100.215.254 Edit this at Wikidata
    Chemical and physical data
    FormulaC9H11NO5
    Molar mass୨୧୩.୧୯ g·mol−1
    3D model (JSmol)
    • C1=CC(=C(C=C1[C@H]([C@@H](C(=O)O)N)O)O)O
    • InChI=1S/C9H11NO5/c10-7(9(14)15)8(13)4-1-2-5(11)6(12)3-4/h1-3,7-8,11-13H,10H2,(H,14,15)/t7-,8+/m0/s1
    • Key:QXWYKJLNLSIPIN-JGVFFNPUSA-Na
      (verify)

    ଡ୍ରକ୍ସିଡୋପା (ଇଂରାଜୀ ଭାଷାରେ Droxidopa), ନର୍ଥେରା ଏହାର ବେପାର ନାମ, ହେଉଛି ଏକ ଔଷଧ ଯାହା ଛିଡା ହେବା ସହିତ ନିମ୍ନ ରକ୍ତଚାପ ହେବାର ସ୍ନାୟୁଗତ କାରଣର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହି କାରଣଗୁଡ଼ିକ ମଧ୍ୟରେ ପାର୍କିନ୍‌ସନ୍ ରୋଗ, ସ୍ୱୟଂଶାସିତ ନ୍ୟୁରୋପାଥି ଏବଂ ଏକାଧିକ ସିଷ୍ଟମିକ୍ ଆଟ୍ରୋଫି ଅନ୍ତର୍ଭୁକ୍ତ ହୋଇପାରେ ।[] [] ଏହା ପାଟିରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, ଅଇ, ଏବଂ ଉଚ୍ଚ ରକ୍ତଚାପ ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିଉରୋଲେପ୍ଟିକ ମାଲିଗନାଣ୍ଟ ସିଣ୍ଡ୍ରୋମ କିମ୍ବା ହୃଦ୍‌ପାତ ହୋଇପାରେ ।[] [] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[] ଏହା ଶରୀରରେ ନର୍‌ଏପିନେଫ୍ରିନ (ନରଆଡ୍ରେନାଲିନ୍)ରେ ପରିଣତ ହେବା ପରେ କାମ କରେ ।[]

    ୨୦୧୪ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଡ୍ରକ୍ସିଡୋପା ଅନୁମୋଦିତ ହୋଇଥିଲା ।[] ୟୁରୋପ କିମ୍ବା ବ୍ରିଟେନରେ ଏହା ଅନୁମୋଦିତ ନୁହେଁ ।[] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଦିନକୁ ୩୦୦ ମିଗ୍ରା ମାତ୍ରାରେ ଏକ ମାସ ଔଷଧର ମୂଲ୍ୟ ପ୍ରାୟ ୭୪୦ ଡଲାର ଅଟେ ।[]

    1. 1 2 3 4 5 6 7 "Droxidopa". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 15 May 2021. Retrieved 27 December 2021.
    2. 1 2 3 4 "Droxidopa Monograph for Professionals". Drugs.com (in ଇଂରାଜୀ). Archived from the original on 26 September 2020. Retrieved 27 December 2021.
    3. "Droxidopa". SPS - Specialist Pharmacy Service. 5 January 2016. Archived from the original on 11 January 2022. Retrieved 27 December 2021.
    4. 1 2 "Droxidopa Prices and Droxidopa Coupons - GoodRx". GoodRx. Archived from the original on 8 May 2016. Retrieved 27 December 2021.