Jump to content

ଡୋରିପେନେମ

ଉଇକିପିଡ଼ିଆ‌ରୁ
ଡୋରିପେନେମ
Clinical data
Trade namesDoribax, Finibax
AHFS/Drugs.commonograph
MedlinePlusa608015
data
Pregnancy
category
  • B
Routes of
administration
IM, IV
Legal status
Legal status
Pharmacokinetic data
MetabolismKidney
Identifiers
  • (4R,5S,6S)-6-(1-Hydroxyethyl)-4-methyl-7-oxo-3-(((5S)-5-((sulfamoylamino)methyl)pyrrolidin-3-yl)thio)-1-azabicyclo[3.2.0]hept-2-ene-2-carboxylic acid
Chemical and physical data
FormulaC15H24N4O6S2
Molar mass୪୨୦.୫0 g·mol−1
3D model (JSmol)
  • O=S(=O)(N)NC[C@H]3NC[C@@H](S\C2=C(\N1C(=O)[C@H]([C@H](O)C)[C@H]1[C@H]2C)C(=O)O)C3
  • InChI=1S/C15H24N4O6S2/c1-6-11-10(7(2)20)14(21)19(11)12(15(22)23)13(6)26-9-3-8(17-5-9)4-18-27(16,24)25/h6-11,17-18,20H,3-5H2,1-2H3,(H,22,23)(H2,16,24,25)/t6-,7-,8+,9+,10-,11-/m1/s1 checkY
  • Key:AVAACINZEOAHHE-VFZPANTDSA-N checkY
  (verify)

ଡୋରିପେନେମ (ଇଂରାଜୀ ଭାଷାରେ Doripenem), ଅନ୍ୟମାନଙ୍କ ମଧ୍ୟରେ ଡୋରିବାକ୍ସ ଏକ ବେପାର ନାମ, ହେଉଛି ଏକ ଆଣ୍ଟିବାୟୋଟିକ ଯାହା ଜଟିଳ ଆଭ୍ୟନ୍ତରୀଣ ଉଦର ସଂକ୍ରମଣ, ମୂତ୍ରାଙ୍ଗ ସଂକ୍ରମଣ ଏବଂ ନିମୋନିଆର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୧] ଏହା ସାଧାରଣତଃ ସୁଡୋମାନାସ୍ ବିରୁଦ୍ଧରେ ପ୍ରଭାବଶାଳୀ । ଏହା ଏକ ଶିରାରେ ଇଞ୍ଜେକସନ (ଇନଫ୍ୟୁଜନ) ଆକାରରେ ଦିଆଯାଏ ।

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକସନ ଦିଆଯାଉଥିବା ସ୍ଥାନରେ ଯନ୍ତ୍ରଣା, ତରଳ ଝାଡ଼ା, ଅଇ, ରାସ, ଗଲୁ ଏବଂ ମୁଣ୍ଡବିନ୍ଧା ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍‌ସିସ, ବାତ ଏବଂ ଯକୃତ ସମସ୍ୟା ହୋଇପାରେ ।[୧] ଗର୍ଭାବସ୍ଥାରେ ଏହି ଔଷଧ ଦେଲେ କ୍ଷତିର କୌଣସି ପ୍ରମାଣ ନଥିବାବେଳେ ଏହାର ବ୍ୟବହାର ଭଲ ଅଧ୍ୟୟନ କରାଯାଇ ନାହିଁ ।[୩] ଏହା କାର୍ବାପେନେମ୍ ଶ୍ରେଣୀର ଏକ ବିଟା-ଲାକ୍ଟମ ।

୨୦୦୭ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଡୋରିପେନେମ୍ ଅନୁମୋଦିତ ହୋଇଥିଲା ।[୧] ୨୦୦୮ରେ ଏହା ୟୁରୋପରେ ଅନୁମୋଦିତ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିଲା ।[୪] ଯୁକ୍ତରାଷ୍ଟ୍ରରେ ୭ ଦିନର ଚିକିତ୍ସା ନିମନ୍ତେ ପ୍ରାୟ ୬୮୦ ଡଲାର ଖର୍ଚ୍ଚ ହେଉଥିଲା ।[୫] ୨୦୨୧ ସୁଦ୍ଧା ଏହା ଆଉ ବ୍ୟବସାୟିକ ଭାବରେ ଉପଲବ୍ଧ ନୁହେଁ ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Doripenem Monograph for Professionals". Drugs.com (in ଇଂରାଜୀ). Archived from the original on 2 August 2019. Retrieved 27 December 2021.
  2. "Doripenem". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 6 May 2021. Retrieved 27 December 2021.
  3. "Doripenem (Doribax) Use During Pregnancy". Drugs.com (in ଇଂରାଜୀ). Archived from the original on 23 November 2020. Retrieved 27 December 2021.
  4. "Doribax". Archived from the original on 26 October 2021. Retrieved 27 December 2021.
  5. "Doripenem Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 27 December 2021.
  6. "Drugs@FDA: FDA-Approved Drugs". www.accessdata.fda.gov. Archived from the original on 27 August 2021. Retrieved 27 December 2021.