ଡୋଫେଟିଲାଇଡ
| Clinical data | |
|---|---|
| Trade names | Tikosyn |
| AHFS/Drugs.com | monograph |
| MedlinePlus | a601235 |
| Pharmacokinetic data | |
| Bioavailability | 96% (by mouth) |
| Protein binding | 60% -70% |
| Elimination half-life | 10 hours |
| Identifiers | |
| |
| ECHA InfoCard | 100.166.441 |
| Chemical and physical data | |
| Formula | C19H27N3O5S2 |
| Molar mass | ୪୪୧.୫୬ g·mol−1 |
| 3D model (JSmol) | |
| |
| |
| (verify) | |
ଡୋଫେଟିଲାଇଡ, ଏକ ବେପାର ନାମ ଟିକୋସିନ, ହେଉଛି ଏକ ଔଷଧ ଯାହା ଆଟ୍ରିଆଲ ଫିବ୍ରିଲେସନ କିମ୍ବା ଆଟ୍ରିଆଲ୍ ଫ୍ଲଟର୍ ଥିବା ଲୋକଙ୍କୁ ସାଇନସ ରିଦ୍ମରେ ରଖିବା ପାଇଁ ବ୍ୟବହୃତ ହୁଏ ।[୧] ଏହା କେବଳ ସେହିମାନଙ୍କୁ ଦିଆଯାଏ ଯେଉଁମାନେ ଏକ ସପ୍ତାହରୁ ଅଧିକ ସମୟ ଧରି ଏକ ଅସ୍ୱାଭାବିକ ରିଦ୍ମ ବା ତାଳରେ ଥିଲେ ଏବଂ ଗୁରୁତ୍ୱପୂର୍ଣ୍ଣ ଲକ୍ଷଣ ଥିଲା ।[୨] ଏହା ପାଟିରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଛାତି ଯନ୍ତ୍ରଣା ଏବଂ ମୁଣ୍ଡ ବୁଲାଇବା ଅନ୍ତର୍ଭୁକ୍ତ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଲଙ୍ଗ କ୍ୟୁଟି ବିସ୍ତାର ଏବଂ ମୃତ୍ୟୁର ଆଶଙ୍କା ଥାଇପାରେ ।[୧] ବୃକ୍କ ଜନିତ ସମସ୍ୟା ଥିବା ଲୋକଙ୍କଠାରେ ଏହା ବ୍ୟବହାର କରାଯିବା ଉଚିତ ନୁହେଁ । [୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୧] ଏହା ଏକତୃତୀୟ ଶ୍ରେଣୀର ଆଣ୍ଟିଆରିଥମିକ ଔଷଧ।[୧]
୧୯୯୯ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଡୋଫେଟିଲାଇଡ ଅନୁମୋଦିତ ହୋଇଥିଲା [୧] ୧୯୯୯ରେ ୟୁରୋପରେ ଏହା ଅନୁମୋଦିତ ହୋଇଥିବାବେଳେ ୨୦୦୪ରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିଲା ।[୩] ଯୁକ୍ତରାଷ୍ଟ୍ରରେ ଏହା ନିମନ୍ତେ ମାସକୁ ପ୍ରାୟ ୨୫ ଡଲାର ଖର୍ଚ୍ଚ ହୋଇଥାଏ ।[୪]
ଆଧାର
[ସମ୍ପାଦନା]- 1 2 3 4 5 6 7 8 "Dofetilide Monograph for Professionals". Drugs.com (in ଇଂରାଜୀ). Archived from the original on 10 August 2020. Retrieved 26 December 2021.
- ↑ "DailyMed - DOFETILIDE capsule". dailymed.nlm.nih.gov. Archived from the original on 11 January 2022. Retrieved 26 December 2021.
- ↑ "Tikosyn". Archived from the original on 11 January 2022. Retrieved 26 December 2021.
- ↑ "Dofetilide Prices and Dofetilide Coupons - GoodRx". GoodRx. Archived from the original on 5 November 2016. Retrieved 26 December 2021.